• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

IAS officer
ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ ଆଇଏଏସ୍‌...ସାଲ୍ୟୁଟ୍‌ ମାରିଲା ସୋସିଆଲ ମିଡ଼ିଆ

ଆଇଏଏସ୍‌ ହେବ ତ ଏମିତି ! ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ...ଏମିତି କାମ ପାଇଁ ସମସ୍ତେ କଲେ ପ୍ରଶଂସା । ସୋସିଆଲ ମିଡ଼ିଆ ବି ଜଣାଇଲା ସାଲ୍ୟୁଟ୍‌।

Awas Yojna
“ଏ ହାତରେ ୩୦ ହଜାର ଦିଅ, ସେ ହାତରେ ଘର ନିଅ”

ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା

Baliguda Special Story
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍‌ ସିଏ ବି ଅସୁସ୍ଥ ହୋଇ...

Trump
ଗିରଫ ହେଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା

Nabakrushna choudhury
ବରପୁତ୍ରଙ୍କୁ ଇଏ କି ସମ୍ମାନ ? ବିଲାତି ପୋଷାକରେ ସ୍ୱାଧୀନତା ସଂଗ୍ରାମୀ

ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ...

Social Media War
୨୪ ରେ କିଏ ମାରିବ ବାଜି ? ବିଜେପିର ସାଇବର ଆର୍ମି Vs ବିଜେଡିର ସୋସିଆଲ ମିଡିଆ ଆର୍ମି

ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ହେବାକୁ ଯାଉଛି ସୋସିଆଲ ମିଡିଆ ୱାର୍ । ବିଜେପିର ସାଇବର ଆର୍ମିକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଆରମ୍ଭ ହୋଇଛି ଦଳର ସୋସିଆଲ ମିଡିଆ ଟ୍ରେନିଂ । ସେପଟେ ବିଜେପି କହିଛି ଲୋକମାନେ ବିଜେଡିକୁ ଦୂରେଇ ଦେଲେଣି । ନିଜର ଭାବମୂର୍ତ୍ତି...

Kotia
କୋଟିଆକୁ ନେଇ ଘନେଇଲା ବିବାଦ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

କୋଟିଆକୁ ନେଇ ତୀବ୍ର ହେଉଛି ବିବାଦ । ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ପରେ ତେଜିଛି ରାଜନୀତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା, ଏହି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଧର୍ମେନ୍ଦ୍ରକୁ ଅପିଲ୍ କରିଥିବା ବେଳେ ବିଜେପି...

KOTIA
କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାରେ ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

ରାଜନୀତିର ସର୍ବାଗ୍ରେ ଯେଉଁ କୋଟିଆ ପଞ୍ଚାୟତ, ସେଇ ପଞ୍ଚାୟତ ମୁଖ୍ୟାଳୟକୁ ଛାଡ଼ିଦେଲେ ବାକି ଗାଁ ଗୁଡ଼ିକରେ କେମିତି ଦୁର୍ବିସହ ଜୀବନ, ଓଟିଭି ତାର ଚିତ୍ର ପରଖିଥିଲା କାଟ୍ରାଗଡ଼ାରେ । ସବୁଦିନିଆ ରାସ୍ତା, ସ୍ୱଚ୍ଛ ପାଣି ଓ ବିଜୁଳି, ସବୁ ଯେମିତି ଏଠି କେବଳ ମିଛ ପ୍ରତିଶ୍ରୁତିର କବଜାରେ। ବଦଳୁନି...

Teacher Protest
ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେଲା ପାଣିର ଗାର । ଯେଉଁଥିପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଆସି ରାଜଧାନୀରେ ଧାରଣା ଦେଲେଣି । ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଶିକ୍ଷକ ତାତି ।ସେପଟେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହିଲେ ପାଠ ପଢ଼ା ସହ ଆଡମିଶନ୍ ବି ପ୍ରଭାବିତ ହୋଇପାରେ ।...

Former CM
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧାଇଲା କିଏ?

ମହାପୁରୁଷଙ୍କ ପ୍ରତି ଅନୁଗୁଳ ପୌରପାଳିକାର ସମ୍ମାନବୋଧତା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସହରର ଜନସାଧାରଣ । ଖାଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବରଂ ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ...

IAS
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ...

School
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି

Bhaibahu Dedhasura Kuan
ହଜାର ବର୍ଷର ଭାଇ-ବୋହୂ ଦେଢଶୁର କୂଅ...୮୦ ଫୁଟ୍‌ ତଳେ

କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ...

Medical
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ...

ମେଡିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୂଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

RBI
ଚିରା ନୋଟ୍‌ ନେଇ ଆଇବିଆଇ କରେ କ’ଣ?

ବ୍ୟାଙ୍କକୁ ନେଇଥିବା ଟଙ୍କାର ଯଦି ୫୦ ପ୍ରତିଶତ ଅଂଶ ଆପଣଙ୍କ ପାଖରେ ରହିଛି ତେବେ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ । ନଚେତ୍‌ ଆପଣଙ୍କୁ କିଛି ବି ଟଙ୍କା ମିଳିବ ନାହିଁ । ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ ହଜାରରୁ ଅଧିକ ଟଙ୍କାର ଚିରା...

Andhra residents love Odisha
ଆନ୍ଧ୍ରରେ ରହୁଛନ୍ତି, ଓଡ଼ିଆ ପାଠ ପଢୁଛନ୍ତି

ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା...

Cuttack woman
ହାରିଛି କ୍ୟାନସର, ଜିତିଛନ୍ତି ମାଉସୀ...୬ ବର୍ଷରେ ୮ ଅପରେସନ୍‌

୬ ବର୍ଷରେ ୮ ଥର ଅପରେସନ୍‌ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ

Jagatsinghpur
ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧୁଥିଲେ...ଏବେ ରାସ୍ତା କଡ଼ରେ ଚା' ଦୋକାନ କରିଛନ୍ତି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ...

Surgery specialist
ପୋଷ୍ଟମର୍ଟମ ଲାଗି ଟଙ୍କା ମାଗୁଥିଲେ...ଏବେ ଚାକିରିରୁ ତଡ଼ା ଖାଇଲେ

ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ...

School Problem
ଚେଇଁ ଶୋଇଛି ପ୍ରଶାସନ :କ୍ଲାସ୍‌ ଚାଲୁଥିବା ବେଳେ ପିଲାଙ୍କ ଉପରେ ପଡ଼ୁଛି ସିମେଣ୍ଟ ଖଣ୍ଡ

ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି