ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ନିଆଁ । ଅଗ୍ନିକାଣ୍ଡ ପରେ କୋଠାରୁ ବିପଦପୂର୍ଣ୍ଣ ଭାବେ ତଳକୁ ଡେଇଁଲେ ଛାତ୍ରଛାତ୍ରୀ । ଦିଲ୍ଲୀ ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି । କୋଠାର ଉପର ମହଲାରୁ ଏକ ତାର ସାହାଯ୍ୟରେ ଛାତ୍ରଛାତ୍ରୀ ତଳକୁ ଓହ୍ଲାଇଛନ୍ତି । ତେବେ ଏଥିରେ ଅନେକ ପିଲା ଆହତ ହୋଇଛନ୍ତି ।
Published By: Tanmay Kumar Mahalik
Last updated: 15 June 2023, 04:27 PM IST
ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା କାର୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।