ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ।
ପାହାଡ଼ ଉପରୁ ପଥର ଖଣ୍ଡଟି ଏତେ ଜୋରରେ ତଳକୁ ଖସିଥିଲା ଯେ, ଗୋଟିଏ ସେକେଣ୍ଡରୁ ବି କମ୍ ସମୟ ଭିତରେ ପ୍ରଥମ ଗାଡ଼ିକୁ ଚୁର୍ମାର୍ ପରେ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଓଲଟାଇ ଦେଇଥିଲା।
ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି । ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟିକୁ ଦର୍ଶାଯାଇଛି କାରଣ । ସିଗନାଲିଂ ସହ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟିକୁ ବି ଉଜାଗର କଲା ଇନକ୍ୱାରୀ ତଥ୍ୟ
ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ
ପାଲସନର ଗାଁରୁ ଏହି ଟ୍ରକ୍ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।
ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସିଆର୍ଏସ୍ ତଦନ୍ତ ରିପୋର୍ଟରେ ସିଗ୍ନାଲ୍ ତ୍ରୁଟିକୁ ଦାୟୀ କରାଗଲା । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।
ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।
ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।
ଘର ଉପରକୁ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା,ଦୁଇ ଜଣ ଗୁରୁତର ଆହତ
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।
ସିଗନାଲିଂ, ଟେଲି କମ୍ୟୁନିକେସନ ଓ ରିଲେରୁମରେ ତ୍ରୁଟି ଯୋଗୁ ହୋଇଛି ବାହାନଗା ଟ୍ରେନ ଦୁର୍ଘଟଣା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରେ ତଥ୍ୟ ଥିବା ସୂଚନା ।
ହୁତୁହୁତୁ ହୋଇ ଜଳୁଥିଲା ବସ୍...ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ ଲୋକେ। ଅଥଚ ସେଇ ବାଟ ଦେଇ ଲୋକେ ଯାଉଥିଲେ, ହେଲେ କେହିବି ଗାଡ଼ି ଅଟକାଇ ସାହାଯ୍ୟ ପାଇଁ ଆଗକୁ ଆସୁ ନଥିଲେ।
ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ନିଷ୍ପତ୍ତି, ଏକ ଖବର ସରବରାହ ସଂସ୍ଥାକୁ ବରିଷ୍ଠ ଅଧିକାରୀଙ୍କ ସୂଚନା।
ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବସ୍
ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ।
ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିବା ପରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏଥିରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।
ହଠାତ୍ ବସ୍ରେ ନିଆଁ ଲାଗିଯିବା ଯୋଗୁ ୨୫ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ଦୁର୍ଘଟଣା ସମୟରେ ଯାତ୍ରୀମାନେ ଶୋଇଥିଲେ।
ଫୁଲ୍ ସ୍ପିଡ୍ରେ ଆସି ଟ୍ରକ୍ରେ ପିଟି ହେଲା କାର୍। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି।
ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ।
ଦିଗପହଣ୍ଡି ଅଘଟଣର ଦୁଇ ଦିନ ନପୁରୁଣୁ ଦୋହଲାଇ ଦେଲା କେନ୍ଦୁଝରର ମର୍ମନ୍ତୁଦ ଦୁର୍ଘଟଣା । ବାଣ ରୋଷଣୀରେ ଯିବାବେଳେ ଦ୍ରୁତ ଗତିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ୫ ଜଣଙ୍କ ମୃତ୍ୟୁ, ବନ୍ଦ ହେଲା ବାହାଘର..
ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ, ତ୍ରିପୁରାର ଉନ୍ନାକୋଟିରେ ଏହି ଅଘଟଣ ଘଟିଛି ।
ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।