Advertisment

ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି। ସମସ୍ତେ ପାଟକୁରା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହାଇସ୍କୁଲ୍ରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।

author-image
Sarbeswar

Lightening Kendrapada
Advertisment
Advertisment