Man jumps into river in Cuttack
ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା। ତେବେ ଭାଗ୍ୟବଶତଃ ପିଲାଟି ବଂଚିଯାଇଛି। ବର୍ତ୍ତମାନ ଆଇସିୟୁରେ ତାର ଚିକିତ୍ସା ଚାଲିଛି। ସେପଟେ ପାଣିରେ ବୁଡି ନିଖୋଜ ବାପାର ଏଯାଏଁ ପତ୍ତା ମିଳିପାରିନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)