• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

An EMU train coming from Shakur Basti derailed and climbed the platform at Mathura Junction
ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଲେ ଯାତ୍ରୀ...

ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ।

100 Killed In Fire During Wedding In Iraq
ବାହାଘର ଭୋଜିରେ ବଡ଼ ଅଘଟଣ: ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୦୦ ଜଣ

ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍‌ରେ ନିଆଁ ଲାଗି ଯିବା ଯୋଗୁ ବଡ଼ ଅଘଟଣ ଘଟିଛି। ଜୀଅନ୍ତା ଜଳିଗଲେ ୧୦୦ ଜଣ।

Bridge collaps
ହଠାତ୍‌ ଭୁଶୁଡ଼ି ପଡ଼ିଲା ବ୍ରିଜ୍, ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲା । ସେହି ସମୟରେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିଥିଲା ।

Road accident
ବ୍ରେକ୍‌ ଫେଲ୍‌ ହେଲା ମାଲ୍‌ ବୋଝେଇ ଟ୍ରକ୍‌; ୨ମୃତ, ୩ ଆହତ

ଟ୍ରକ୍‌ଟି ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହା ପରେ ଘାଟିରୁ ଓଲଟି ପଡ଼ିଥିଲା ଟ୍ରକ୍‌ ।

3 are still missing after the boat capsized in Paradip
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣାରେ ଏବେ ବି ୩ ନିଖୋଜ

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍‌ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।

Accident
ଧୁମ୍‌ଧାମ୍‌ରେ ଚାଲିଥିଲା ବିସର୍ଜନ ଉତ୍ସବ.. ହଠାତ୍‌ ୧୧ କେଭି ତାରରେ ବାଜିଗଲା ବାନା...

ଭୁବନେଶ୍ୱରରେ ବିଶ୍ୱକର୍ମା ଭସାଣ ବେଳେ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ସହଦନଗର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକ ।

  • Tuesday, 19 September 2023
1 man missing during Viswakarma idol immersion ceremony in Kuakhia river in Bhubaneswar
କାଳ ହେଲା ବିଶ୍ୱକର୍ମା ଭସାଣ; ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଯୁବକ

ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ ।

  • Tuesday, 19 September 2023
Ganesh Puja tragedy
ଗଣେଶ ପୂଜାରେ ଅଘଟଣ; ମୂର୍ତ୍ତି ନେଇ ଆସିବାବେଳେ ଲାଗିଗଲା ବିଦ୍ୟୁତ୍‌, ଚାଲିଗଲା ଜୀବନ

ଗୋଟିଏ ଟ୍ରାକ୍ଟରରେ କିଛି ଛାତ୍ରଛାତ୍ରୀ ଗଣେଶଙ୍କ ଏକ ବଡ଼ ମୂର୍ତ୍ତି ନେଇ ଆସୁଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

  • Tuesday, 19 September 2023
Athagarh Accident
କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୪ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍‌ରେ ମୋଟ୍‌ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ ।

Road Accident
ଭୟଙ୍କର ଦୁର୍ଘଟଣା ! ମୋ ବସ୍‌-କାର୍‌ ଧକ୍କା, ଜଣେ ମୃତ, ୫ ଗୁରୁତର

କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

Road Accident
ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ଜୀବନ ଗଲା...

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି ।

tragic story
ମାଛଧରା ହେଲା କାଳ, ଭାସିଗଲେ ଗୋଟିଏ ପରିବାରର ୩ ଜଣ

ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର ।

tragic incident
ବିହାରରେ ବଡ଼ ଅଘଟଣ : ଡଙ୍ଗା ବୁଡି ୧୮ ଛାତ୍ର ନିଖୋଜ

ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା

fire breaks out
ମୃତ୍ୟୁ ଆସିଲା ଏମିତି ! ଆପାର୍ଟମେଣ୍ଟରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୫୦ଜଣ

ଭିଏତନାମର ରାଜଧାନୀ ହାନୋଇର ଏକ ୯ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

11 People Killed As Truck Runs Over Them While Waiting On Rajasthan Highway
ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌; ୧୧ ମୃତ

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍‌। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। 

7 Labourers Killed After Lift In 40 Storey Building Collapses In Maharashtra
ହଠାତ୍‌ ଖସି ପଡ଼ିଲା ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ, ୭ ଶ୍ରମିକ ମୃତ...

ହଠାତ୍‌ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

  • Monday, 11 September 2023
accident
ସିସିଟିଭିରେ କଏଦ୍‌ ଭୟଙ୍କର ମୃତ୍ୟୁ: ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍, ୬ମୃତ

ଦ୍ରୁତ ଗତି ମହାବିପତି... ମୃତ୍ୟୁର ସେହି ଭୟଙ୍କର ମୁହୂର୍ତ୍ତ ସିସିଟିଭିରେ କଏଦ୍ ହୋଇଛି ।

Bahanaga Train Tragedy
Bahanaga Train Tragedy: ପରିଚୟ ଅପେକ୍ଷାରେ ୨୮ ଶବ

ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।

  • Monday, 04 September 2023
Crowd baffled on sight of wild elephant in Odisha’s Rayagada
ରାସ୍ତା ଉପରକୁ ଆସି ବସ୍ ଅଟକାଇଲା, ଶୁଣ୍ଢରେ ବାଡ଼େଇ କାଚ ଭାଙ୍ଗିଲା...ଲୋକେ ଛାନିଆଁରେ ଦୌଡ଼ିଲେ

ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।

Fire breaks out in Fakir Mohan Medical College & Hospital due to short circuit
ବାଲେଶ୍ୱର FM ମେଡିକାଲରେ ଅଗ୍ନିକାଣ୍ଡ

ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି ।

Fire Mishap In Pune
କି ଦୁଖଃ ! ହାର୍ଡଓୟାର ଦୋକାନରେ ଲାଗିଲା ନିଆଁ, ପାଖରେ ରହୁଥିବା ପରିବାର ଜୀବନ୍ତ ଦଗ୍ଧ

ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।

7 Killed In Road Accident In Bihar
ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟଙ୍କର ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୭ ଜୀବନ

ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

8 persons killed in train fire mishap in Tamil Nadu
ଟ୍ରେନ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୧୦ ଜଣ

ଟ୍ରେନ୍‌ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।

Under construction railway over bridge collapsed in Mizoram
ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌, ୧୭ ଶ୍ରମିକ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌। ମିଜୋରାମର ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ୧୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

accident
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର : ୨ ମୃତ, ୧୧ ଆହତ

ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।