ଆଇପିଏଲ୍ ୨୦୨୩ର ୨୪ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।
ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍ ଖାନ୍ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।
ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।
କୋହଲିଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍କୁ ସେୟାର କରିଛନ୍ତି ।
ବିରାଟ କୋହଲି ନିଜ କ୍ରିକେଟ୍ କ୍ୟାରିୟର ଆରମ୍ଭରୁ ହିଁ ୧୮ ନଂ ଜର୍ସିରେ ଖେଳି ଆସୁଛନ୍ତି । ୨୦୦୮ U-19 ବିଶ୍ୱକପ୍ରେ ଅଧିନାୟକ ଥିଲା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । ତେବେ ଏହି ୧୮ ନଂ ପଛରେ ରହିଛି ଏକ ଭାବପୂର୍ଣ୍ଣ କାହାଣୀ । ଆସନ୍ତୁ ଜାଣିବା..
ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍କୁ ରନ୍ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।
ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?
ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।
ବିରାଟ୍ କୋହଲି ଲଗାତର ତିନି ବର୍ଷ ହେବ ଫର୍ମରେ ନଥିଲେ । ତାଙ୍କ ବ୍ୟାଟ୍ ବହୁତ କଷ୍ଟରେ ଚାଲୁଥିଲା । ରନ୍ ମେସିନ ବିରାଟ, ଯେମିତିକି ପୁରା ଧିମା ପଡ଼ିଯାଇଥିଲା ।
ସେମାନଙ୍କ ସୁରକ୍ଷା ନେଇ ବଲିଉଡ୍ ତାରକା ବା କ୍ରିକେଟ୍ ଷ୍ଟାର୍ମାନେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମିତି କି ଏ ଦିଗରେ ସେମାନେ କୋଟି କୋଟି ଟଙ୍କା ଉଡେଇ ଦିଅନ୍ତି। ଆପଣ ଅନୁଷ୍କା ଶର୍ମା ଓ ବିରାଟ୍ କୋହଲିଙ୍କ ବଡିଗାର୍ଡଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
T20 ଏସିଆ କପ୍ ବେଳେ ଆଫ୍ଗାନିସ୍ତାନ ବିପକ୍ଷରେ ସେ ୭୧ ତମ ଶତକ ହାସଲ କରିଥିଲେ ।
ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ଯଦିଓ ବିଶ୍ୱକପ୍ ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼ିଛି ହେଲେ ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍ ଜିତିପାରି ନାହିଁ, ହେଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।
ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍ ଇଣ୍ଡିଆ ଏବେ ରାଡାର୍ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।
ସମସ୍ତଙ୍କୁ ପଛରେ ପକାଇ ଆଇସିସିର ପ୍ଲେୟର ଅଫ୍ ଦ ମନ୍ଥ୍ ପୁରସ୍କାର ଜିତିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି।
ଆଜି ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ କୋହଲି ବ୍ୟାଟିଂ କରୁଥିବା ବେଳେ ନିଶ୍ୱାସ ନେବାରେ ସଂଘର୍ଷ କରୁଥିଲେ ।
ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।
ଫଟୋରେ ହସୁଥିବା ଏହି ବାଳକ ଜଣକ ଆଜି ଜଣେ ଜଣାଶୁଣା ତାରକା। ତାଙ୍କର ପତ୍ନୀ ଜଣେ ଲୋକପ୍ରିୟ ସିନେ ଅଭିନେତ୍ରୀ। ବିଶ୍ୱର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି। କହିଲେ ଦେଖିବା ଏହି ବାକଳ ଜଣକ କିଏ?
କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍ର କିଛି ଭଲ ଇନିଂସ ବିଷୟରେ।
ବିରାଟ ନିଜର ବିସ୍ଫୋରକ ବ୍ୟାଟିଂ ଓ ଅନୁଷ୍କା ନିଜର ଚମତ୍କାର ଅଭିନୟ ଯୋଗୁଁ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି । ତେବେ ଜାଣନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସବୁଠୁ ଧନୀ?
ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି।
ଭାରତ ଜିତିବା ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବାଂଲାଦେଶ ଖେଳାଳି ଫେକ୍ ପିଲ୍ଡିଂ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଖେଳାଳି ନୁରୁଲ୍ ହସନ୍ ଏହି ପ୍ରସଙ୍ଗ ଉଠାଇଛନ୍ତି।
ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ ।