ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ ।
ଗତକାଲି ବିଶ୍ୱକପ୍ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଉଟ୍ ଅଫ୍ ଫର୍ମ ଅଛନ୍ତି ଟିମ୍ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା।
ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି।
ପୂରା ବିଶ୍ୱରେ ବିରାଟ କୋହଲିଙ୍କୁ କିଏ ବା ନଜାଣେ । ସବୁଆଡ଼େ ତାଙ୍କର ଅସଂଖ୍ୟ ପ୍ରଶଂସକ । ବିଶ୍ୱ ତାଙ୍କୁ କିଙ୍ଗ୍ କୁହେ, କ୍ରିକେଟ୍ର କିଙ୍ଗ୍ । ନିଜ ଖେଳ ପାଇଁ ତାଙ୍କର ଅଧ୍ୟବସାୟ, ତାଙ୍କୁ ଏପରି ଗଢ଼ି ତୋଳିଛି ।
ଗମ୍ଭୀରଙ୍କ ବଦଳରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ହୋଇ ପାରନ୍ତି ହେଡ୍ କୋଚ୍ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
କିଙ୍ଗ୍ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି ଯାତ୍ରା । ଏମିତି ଘଟଣା ଜଣାପଡ଼ିବା ପରେ ଏକ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ ।
ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।
ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି ।
କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।
ଭାରତ ଛାଡିଦେଇ ପାରନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅଭିନୟକୁ ମଧ୍ୟ କରି ପାରନ୍ତି ବାଏ ବାଏ। ସେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ଲଣ୍ଡନ ପଳେଇ ଯାଇ ପାରନ୍ତି। ବିରାଟ୍ କୋହଲିଙ୍କ ଏକ ଭିଡିଓ ସମସ୍ତଙ୍କୁ ଏମିତି ଚିନ୍ତାରେ ପକେଇ ଦେଇଛି।
ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ବିରାଟ ଆଉଟ ହେବା ପରେ ଅମ୍ପାୟାରଙ୍କ ସହ ଖରାପ ବ୍ୟବହାର କରିଥିବା କୁହାଯାଉଛି। ଯେଉଁଠି ପାଇଁ କୋହଲିଙ୍କ ମ୍ୟାଚ୍ର ୫୦ ପ୍ରତିଶତ ଫି କାଟି ଦିଆଯାଇଛି।
ଦେଶରେ ନିଯୁକ୍ତି ସମସ୍ୟାକୁ ନେଇ ପୁଣି ଉଦବେଗ ପ୍ରକାଶ କଲେ ପ୍ରକ୍ଷାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଦୀର୍ଘଦିନର ନିରବତା ପରେ ରାଜନ ଦେଶରେ ନିଯୁକ୍ତି ସଙ୍କଟ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ
ୟୁପିଏସି ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ । ତେବେ ପ୍ରଥମ ପ୍ରୟାସରେ ସଫଳ ହେବାସହ ଆଇଏଏସ ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅ ଅନନ୍ୟା ରେଡ୍ଡିଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ । କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର।
ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା।
ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।
ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।
ଆରସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।
ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର।
କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ହେଲେ ଏହା ଫ୍ୟାନ୍ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି।
ବିରାଟ କୋହଲି ନିଜ ପ୍ରଶଂସକଙ୍କ ମଧ୍ୟରେ କିଙ୍ଗ ଭାବେ ପରିଚିତ । କ୍ରିକେଟର ବାଦଶାହା କହିଲେ ବିରାଟ କୋହଲିଙ୍କୁ ବୁଝାଏ । ସଚିନ କ୍ରିକେଟର ଭଗବାନ ହେଲେ ବିରାଟ ରାଜା । କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା, ପ୍ରଦର୍ଶନ ତାଙ୍କୁ ଆଜି ଏପରି ଆସନରେ ନେଇ ବସାଇଛି ।