ଆଇପିଏଲ ପୂର୍ବରୁ ନୂଆ ଲୁକ୍ରେ ନଜର ଆସିଛନ୍ତି ବିରାଟ କୋହଲି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଟି-୨୦ ବିଶ୍ୱକପ୍ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।
କୁହାଯାଉଛି କି ଜୁନ୍ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍ରେ ବିରାଟ କୋହଲିଙ୍କୁ ଟିମ୍ରୁ ବାଦ୍ ଦିଆଯିବ।
ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।
ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି ।
ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ ମୋ ଫ୍ୟାନ୍ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’
ଖୁବ୍ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।
ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।
ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି ।
ଘୋଷଣା ହୋଇଥିବା ୧୬ ଟିମ୍ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ରାମଲାଲାଙ୍କୁ କଲେ ପ୍ରଣାମ ।
ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳି ପରାଜୟ ଭୋଗିଥିଲା ଭାରତ । ତେବେ ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି ।
କ୍ରିକେଟ୍ ପ୍ରସଙ୍ଗ ହେଉ ବା ତାଙ୍କ ବ୍ୟକ୍ତିଗତ ଜୀବନ, ସବୁବେଳେ ସୋସିଆଲ୍ ମିଡିଆରେ ଟ୍ରେଣ୍ତ କରନ୍ତି କୋହଲି ।
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।
ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍ ଚିକେନ୍ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍ ଚିକେନ୍ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍ ନଥାଏ।
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ବିଶ୍ୱକପ୍ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।
୨୦୨୩ ଦିନିକିଆ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି - ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ପ୍ରଦର୍ଶନ କରିଥିବା ବିରାଟ ଓ ରୋହିତ ଆଗକୁ ଆଉ କେତେ ଦିନ ଖେଳିବେ?
ଯୁବକ ଜଣକ ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ । ଏପରି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିଲେ ।
ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ବିରାଟଙ୍କ ଏପରି ଆଉଟ୍ ହେବା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଇତିହାସ ରଚି ସାରିଛନ୍ତି ବିରାଟ କୋହଲି । ୱାଙ୍ଖେଡେରେ ୫୦ତମ ଶତକ ହାସଲ କରିଛନ୍ତି କିଙ୍ଗ ।
ଅପରାଜେୟ ଭାରତ, ବେଲଗାମ କୋହଲି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ ।