• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Virat Kohli

kohli
Virat Kohli Lunch:ଏହି ସ୍ଥାନରୁ ଲଞ୍ଚ ଅର୍ଡର କଲେ ବିରାଟ କୋହଲି, ସୂଚନା ଦେଲେ CHEF

ଫିଟନେସ ଫ୍ରିକ ବିରାଟ କୋହଲି କଣ ଖାଇବେ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ଦିଲ୍ଲୀ ତାଙ୍କର ଘର ହୋଇଥିବା ବେଳେ ଘର ଖାଇବା ଖାଇବେ କି ଅର୍ଡର କରିବେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ସେଫ ସଞ୍ଜୟ ଝା।

‘ବିରାଟ କୋହଲିଙ୍କୁ ଦିଅ ବୋଲିଂ’
Watch: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ

ବିରାଟଙ୍କୁ ଗ୍ରାଉଣ୍ଡରେ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକମାନେ ବିରାଟ କୋହଲିଙ୍କୁ ବୋଲିଂ ଦେବାକୁ ଦାବି କରିଥିଲେ । ଫ୍ୟାନ୍ସମାନେ ‘ବିରାଟ କୋହଲିଙ୍କୁ ବୋଲିଂ ଦିଅ’ ବୋଲି ନାରା ଲଗାଇଥିଲେ ।

Virat kohli
Virat kohli: ଫ୍ୟାନଙ୍କ ପାଗଳାମି; ପଶିଗଲେ ଷ୍ଟାଡିୟମ, ବିରାଟଙ୍କ ପାଦ ଛୁଇଁବାକୁ କଲେ ଠେଲାପେଲା

ଦୀର୍ଘ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ମୈଦାନକୁ ଓହ୍ଲାଇଛନ୍ତି। ରେଲୱେ ବିପକ୍ଷରେ ଖେଳୁଛନ୍ତି ରଣଜୀ ମ୍ୟାଚ୍। ଏହି ମ୍ୟାଚରେ ବିରାଟଙ୍କୁ ଦେଖିବା ପାଇଁ ଆଜି ଭୋରରୁ ଷ୍ଟାଡିୟମ ଆଗରେ ଲମ୍ବା ଲାଇନ ଲଗାଇଥିଲେ ହଜାର ହଜାର ଫ୍ୟାନ୍।

Virat Kohli
ରାଣଜୀକୁ ବିରାଟଙ୍କ କମବ୍ୟାକ୍‌

ରାଣଜୀକୁ ବିରାଟଙ୍କ କମବ୍ୟାକ୍‌। ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି। ୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ। ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

Virat Kohli To Play Ranji Trophy
Virat Kohli To Play Ranji Trophy: ରାଣଜୀକୁ ବିରାଟଙ୍କ କମବ୍ୟାକ୍‌; ୧୨ ବର୍ଷ ପରେ ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି...

୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ । ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । 

 Virat Kohli Restaurant
 Virat Kohli Restaurant: ବିରାଟଙ୍କ ରେଷ୍ଟୁରାଣ୍ଟର ସିଝା ମକାର ଦାମ୍‌ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଏତିକି ଟଙ୍କାରେ ମିଳୁଛି...

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍‌ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍‌-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍‌ରେ ଥିବା ‘ୱାନ୍‌-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। 

Virat
Kohli-Yuvraj Controversy: ଉଥପ୍ପାଙ୍କ ବଡ଼ ବୟାନ; କହିଲେ, କୋହଲିଙ୍କ ପାଇଁ ଶେଷ ହୋଇଯାଇଥିଲା ଯୁବରାଜଙ୍କ କ୍ୟାରିୟର !

ଯୁବରାଜ ସିଂହ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ଭାରତକୁ ୨୦୦୭ ଓ ୨୦୧୧ ବିଶ୍ୱକପ୍ ଜିତାଇଥିଲେ । ଏହା ପରେ, କର୍କଟ ରୋଗ ଭଳି ଗମ୍ଭୀର ରୋଗ ସହିତ ଲଢ଼ି ପଡ଼ିଆକୁ ଫେରିଥିଲେ ।

Who will be India's Test captain after Rohit
Team India Test Captaincy: ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍‌ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?

kohali
Happy Retirement: ରିଟାୟାର୍ଡମେଣ୍ଟ୍ ନେବେ ବିରାଟ କୋହଲି ! ଆଶଙ୍କାରେ ଫ୍ୟାନ୍ସ

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

Top most followed person on instagram
Year Ender 2024: ଇନଷ୍ଟାଗ୍ରାମ୍‌କୁ କବ୍‌ଜା କରିଥିଲେ ଏହି ୬ ସେଲିବ୍ରିଟି

ସାରା ବିଶ୍ୱରେ ଇନଷ୍ଟାଗ୍ରାମ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ଏବଂ ସେଲିବ୍ରିଟିଙ୍କ ନାଁ କହିବୁ ଯେଉଁମାନଙ୍କର ୨୦୨୪ ମସିହାରେ ଇନ୍‌ଷ୍ଟାଗ୍ରାମ୍‌ରେ ସର୍ବାଧିକ ଫଲୋର୍ସ ହୋଇଛନ୍ତି।

ଭାରତ ଛାଡ଼ିବେ ବିରାଟ୍‌ !
Virat Kohli Leaving India: କୋହଲିଙ୍କ କୋଚ୍‌ଙ୍କ ବଡ଼ ଖୁଲାସା, ଭାରତ ଛାଡ଼ି ସବୁଦିନ ପାଇଁ ଲଣ୍ଡନ ପଳାଇବେ ବିରାଟ

ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ଜାତୀୟ ଗଣମାଧ୍ୟମରେ ଏହି ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିରାଟ କୋହଲି ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବାକୁ ଯୋଜନା କରୁଛନ୍ତି କି ?

ଅଶ୍ୱିନଙ୍କ ପରେ ବିରାଟ- ରୋହିତ !
Virat Kohli, Rohit Sharma to follow Ashwin ?: ଅଶ୍ୱିନ୍‌ଙ୍କ ପରେ ଅବସର ନେବେ ବିରାଟ କୋହଲି ଓ ରୋହିତ ଶର୍ମା !

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବହୁ ବରିଷ୍ଠ ଖେଳାଳି ଆସନ୍ତା ବର୍ଷ ଜୁନ୍-ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅବସର ନେଇପାରନ୍ତି ।

ଅଶ୍ୱିନଙ୍କ ଅବସର
Ravichandran Ashwin: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...

ବିରାଟଙ୍କୁ ଟପିଲେ ପନ୍ତ
Pant Vs Kohli: କୋହଲିଙ୍କୁ ଟପିଲେ ଋଷଭ ପନ୍ତ, ପାଲଟିଲେ ...

ରିଟେସନ୍‌ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ।

ପର୍ଥରେ ବିରାଟ ବିଜୟ
India vs Australia: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ

୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

ଭାରତର ବ୍ୟାଟିଂ ବିପର୍ଯ୍ୟୟ
Border-Gavaskar Trophy 2024/25: ପ୍ରଥମ ମ୍ୟାଚ୍‌ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ, ପୁଣି ଫେଲ୍‌ ହେଲେ କିଙ୍ଗ୍‌ କୋହଲି

ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

Virat Kohli Leaves Fans Shocked
Virat Kohli Leaves Fans Shocked: ପୋଷ୍ଟ କଲେ ରନ୍‌ ମେସିନ୍‌: ଚମକିପଡ଼ିଲେ ଫ୍ୟାନ୍‌, ଜାଣନ୍ତୁ କାହିଁକି...

ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍‌ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍‌ ଭାବିଲେ ଅବସର ନେଇଗଲେ ରନ୍‌ ମେସିନ୍‌ ।

 Sanju samson Father Accused Dhoni
Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । 

In Tests Virat was a better captain than Dhoni and Rohit
Virat Kohli Vs Dhoni Captaincy Record: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

ଟେଷ୍ଟ କ୍ରିକେଟ୍‌ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍‌କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।

Afro-Asia Cup set to be revived
Afro Asia Cup Cricket 2024: ୧୭ ବର୍ଷ ପରେ ଆରମ୍ଭ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ, ଏକାଠି ଖେଳିବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ !

ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

Virat Kohli
Virat Kohli Water Bottle Price: କୋହଲି ପିଅନ୍ତି ଏତେ ଟଙ୍କାର ପାଣି!! ଶୁଣିଲେ ଉଡ଼ିଯିବ ହୋସ୍

ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।

Virat Kohli
Virat Kohli: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍‌

ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ ।

virat kohli entertains fans
Virat Kohli Viral Video: ଚାଲିଥିଲା ଖେଳ, ପଡ଼ିଆ ମଝିରେ ନାଚିଲେ କୋହଲି; ଫ୍ୟାନ୍‌ ଦେଖି କହିଲେ...

ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍‌ ମଧ୍ୟ ଉତ୍ସାହିତ ହୋଇଥିଲେ  ।

Virat Kohli to return as RCB captain
IPL 2025: ପୁଣି RCBର ଅଧିନାୟକ ହେବେ ବିରାଟ କୋହଲି !

୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।

Virat Kohli
ଇନଷ୍ଟାଗ୍ରାମରେ ମ୍ୟାକ୍ସୱେଲଙ୍କୁ ବ୍ଲକ୍‌ କରିଥିଲେ କୋହଲି, ପରେ ଉଭୟ ହୋଇଗଲେ ଘନିଷ୍ଠ ବନ୍ଧୁ

ଏକ ପଡ୍‌କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି ।