ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।
କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..
ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।
ନେପାଳ ଟିମ୍ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା ।
ବିରାଟଙ୍କ ଫିଟନେସ୍ ଏସିଆ କପ୍ରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।
ନିକଟରେ ଆନ୍ତର୍ଜାତିକ କ୍ରିକେଟ୍ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି ବିଶ୍ୱ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି। ଟେଷ୍ଟ ହେଉ କି ଦିନିକିଆ ଆନ୍ତର୍ଜାତିକ - ଅନେକ ଉପଲବ୍ଧିର ଅଧିକାରୀ ବିରାଟଙ୍କ ବିନା ସମ୍ପୂର୍ଣ୍ଣ ହୋଇପାରେନି ଟିମ୍ ଇଣ୍ଡିଆ। ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍ରେ ଅପରିହାର୍ଯ୍ୟ ହୋଇଯାଇଛି ତାଙ୍କ ଉପସ୍ଥିତି।
କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍ ଜୋଶୁଆ ଡିସିଲ୍ଭାଙ୍କ ମାଆ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୋର୍ଟଅଫ୍ ସ୍ପେନ ଟେଷ୍ଟରେ ଶକତ ହାସଲ । ଟେଷ୍ଟରେ ୨୯ ଶତକ ସହ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ।
ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍ ତାକୁ ଦର୍ଶାଯାଇଛି।
କ୍ରିକେଟ୍ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍ ରେଟ୍ରେ ୨୮ ଶତକ ସହ ୮୪୭୯ ରନ୍ ସଂଗ୍ରହ କରିଛନ୍ତି ।
ଏବେ ଫ୍ୟାନ୍ସଙ୍କ କ୍ରେଜ୍ ନୁହେଁ, ବରଂ ବିରାଟ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ...
ଏକ ରିଆକ୍ଟିଭ୍ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ।
ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।
ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।
ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍ରେ ଅନୁଷ୍କାଙ୍କୁ ‘ସାର୍’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ।
ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏକ ଟ୍ୱିଟ୍ କରାଯାଇଛି।
ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍। ହେଲେ କାଲି ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ।
ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍ମା ଦେଖାଇଥିଲେ କେକେଆର୍ ବୋଲର୍।
ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ନାକ ଅଗରେ ରହିଥାଏ ରାଗ । ତେବେ ଜଣେ ଫ୍ୟାନ୍ସଙ୍କ ଉପରେ ଚିହିଁକି ଉଠିଲେ ବିରାଟ..ଦେଖନ୍ତୁ ଭିଡିଓ..
ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।
ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।