• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

Mother Kills Her 2 Years Old Daughter In Kenya
ଏ କେମିତିକା ମା’ ? ୨ ବର୍ଷର ଝିଅକୁ ହତ୍ୟା ପରେ କଲିଜା ଖାଇଦେଲେ !

ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।

murder
ମହିଳାଙ୍କ ସହ ନିଛାଟିଆ ଘରେ ଥିଲେ ଯୁବକ, ପିଟି ପିଟି ମାରିଦେଲେ ସ୍ୱାମୀ ଓ ପୁଅ

ଅନୈତିକ ସମ୍ପର୍କ ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟା

Man Kills Live-In Partner In Delhi
ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା, ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଦେଲେ...

ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।

murder
କୂଅକୁ ଡେଇଁଲା ସ୍ତ୍ରୀ : ପ୍ରଥମେ ବଞ୍ଚାଇଲା ସ୍ୱାମୀ, ତା’ପରେ କଲା ମର୍ଡର

ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ରାଗିଯାଇ କୂଅକୁ ଡେଇଁ ପଡ଼ିଥିଲେ ମହିଳା. . ଆଉ ତା’ପରେ...

murder
ବରଗଡ଼ରେ ଚାଞ୍ଚଲ୍ୟ ! ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ

wife killed husband
ଏ କେମିତିକା ସ୍ତ୍ରୀ ! ୪ ପ୍ରେମିକଙ୍କ ସହ ମିଶି ସ୍ୱାମୀକୁ କଲା ହତ୍ୟା

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

murder
ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ନିର୍ଦ୍ଦୟ ସମ୍ପର୍କୀୟ । ଯୁବକଙ୍କୁ ଛେଚି ମାରିଦେଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।

murder
କ୍ରୁର ବାପାମା’ ! ୧୦ମାସର ଛୁଆ ଦେହରେ ୭୧କ୍ଷତ, ସଜା ଶୁଣାଇବା ବେଳେ କାନ୍ଦିଲେ ଜଜ୍‌

କଲବଲ କରି ୧୦ ମାସର ଛୁଆକୁ ମାରିଦେଲେ । ନିଜ ପିଲାକୁ ମାରିବା ପାଇଁ କିପରି ବାପାମା’ଙ୍କର ହାତ ଗଲା ।

murder
ମାତୃହନ୍ତା କୁଳାଙ୍ଗାର ! ଗୋଇଠା ମାରି ମାରି ମା’କୁ ମାରିଦେଲା ପୁଅ

କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ମହିଳାଙ୍କୁ ତାଙ୍କୁ ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

murder
ବିଭତ୍ସ ହତ୍ୟାକାଣ୍ଡ !! ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା

ବରଗଡ ସୋହେଲାରେ ବିଭତ୍ସ ହତ୍ୟାକାଣ୍ଡ

Man Killed Wife 2 Children Then Dies By Suicide In Kanpur
ଚଟାଣରେ ପଡ଼ିଥିଲା ସ୍ତ୍ରୀ ଓ ୨ ପିଲାଙ୍କ ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀ...

ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Man Kills Girlfriend, Moments After Celebrating Her Birthday
କେକ୍‌ ଖୁଆଇବା ପରେ ଗର୍ଲଫ୍ରେଣ୍ଡ୍‌ର ଗଳା କାଟିଦେଲା ପ୍ରେମିକ

ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରେମିକା ପାଇଁ କେକ୍‌ ଆଣିଥିଲେ ପ୍ରେମିକ କିନ୍ତୁ ତାପରେ ସବୁ ଓଲଟପାଲଟ ହୋଇଗଲା।

murder
ଛୁରାମାଡରେ ଭିଣୋଇ ମୃତ, ଶଳା ଗୁରୁତର

କେନ୍ଦ୍ରାପଡା ଜିଲ୍ଳା ଦହିଅଣ୍ଟା ଗାଁରେ ଛୁରାମାଡ଼ । ଗତକାଲି ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ ।

murder
ଗୋଦାମରେ ବାନ୍ଧି ନିର୍ଧୁମ ପିଟିଲେ ! ପରେ କରେଣ୍ଟ୍‌ ଲଗାଇ ମାରିଦେଲେ . .

ଚୋରି ସନ୍ଦେହରେ ହତ୍ୟା । ଲୁହା ରଡ୍‌ରେ ଟ୍ରାନ୍ସପୋର୍ଟ ମ୍ୟାନେଜରକୁ ଗାଈଗୋରୁଙ୍କ ପରି ପିଟି ପିଟି ମାରିଦେଲେ । ବିଚଳିତ କଲାଭଳି ଫଟୋ . .

double murder
କିଲର୍‌ ବୋହୂ : ଶାଶୂଶ୍ୱଶୁରଙ୍କ ହତ୍ୟା ପରେ ବାହୁନି କାନ୍ଦୁଥିଲା, ହେଲେ ନିଜେ ଥିଲା ମାଷ୍ଟରମାଇଣ୍ଡ୍

ଶାଶୂଶ୍ୱଶୁରଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଥିଲା ବୋହୂ । ପ୍ରେମିକ ସହ ମିଶି ଜୀବନ ନେଇଗଲା । ଆଗକୁ ଟାର୍ଗେଟରେ ଥିଲା ବିଚରା ସ୍ୱାମୀ ।

crime
ପୁଅର ତଣ୍ଟି ଚିପି ଚିଠି ଲେଖିଲା... ‘ପୁଅ ସହ ମୋତେ ଏକାଠି ପୋତିବ, ତା’ର ଯତ୍ନ ନେବାକୁ କେହି ନାହାଁନ୍ତି’

‘ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପ‌ରେ ତାର ଯତ୍ନ ନେବାକୁ କେହି ନାହାନ୍ତି ’। ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ସେ ଗତ କିଛି ଦିନ ହେଲା ଚାପଗ୍ରସ୍ତ ଥିଲା...

murder case
ଭାଉଜ ପ୍ରେମରେ ପାଗଳ ଦିଅର : ସ୍ତ୍ରୀ ଓ ପୁଅର ତଣ୍ଟି କାଟି ଏସିଡରେ ଜଳାଇଲା ଅଭିଯୁକ୍ତ

ଅନୈତିକ ସମ୍ପର୍କ ପାଇଁ ବର୍ବର କାଣ୍ଡ । ସ୍ତ୍ରୀ ଓ ପୁଅକୁ ମାରି ପକାଇଲା ଅଭିଯୁକ୍ତ ।

murder
ନାରାୟଣର ଟାଙ୍ଗିଆ ଚୋଟରେ ଲକ୍ଷ୍ମୀ ମୃତ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ

golgappa
ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ସାମାନ୍ୟ ଗୁପ୍‌ଚୁପ୍‌ ଖିଆକୁ ନେଇ ଜଣଙ୍କ ଜୀବନ ଚାଲିଗଲା । ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କଲେ ପଡ଼ୋଶୀ ।

Woman kills husband with lover's help
ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଶବରେ ଲୁଣ ଢାଳିଲେ...

ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ।

Man Kills Sister-In-Law In Pune And Her 2 kids
ଅନ୍ୟ ପୁରୁଷ ସହ ଭାଉଜର ସମ୍ପର୍କକୁ ସହିପାରିଲାନି ଦିଅର, ହତ୍ୟା ପରେ ଜାଳିଦେଲା ଶବ...

ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରକ୍ତ ଚାଉଳ ଚୋବାଉ ଥିଲା ଦିଅର। ଶେଷରେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ୩୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ଭାଉଜ ଓ ତାଙ୍କର ୨ ପିଲାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ।

Man Kills Son In Fight Over Chicken Curry In Karnataka
ଟେଷ୍ଟି ଲାଗିଲାନି ଚିକେନ୍‌ ତରକାରୀ, କାଠ ଫାଳିଆରେ ପିଟି ପିଟି ପୁଅର ଜୀବନ ନେଲା ବାପା

ସାମାନ୍ୟ ଚିକେନ୍‌ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍‌ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି।

death
ମରିଗଲା ମା’, ମୃତଦେହକୁ ୧୩ ବର୍ଷ ସୋଫାରେ ବସାଇ ପାଗଳଙ୍କ ପରି କଥା ହେଉଥିଲା ପୁଅ

ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।

Police recovers lady finance worker’s dead body after suspicious death in Deogarh
ଅଫିସରୁ ଘରକୁ ଫେରୁଥିଲେ ମହିଳା ଫାଇନାନ୍ସ କର୍ମଚାରୀ, ଗାଡ଼ି ଅଟକାଇ ହାଣି ପକାଇଲେ..

ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ  ମହିଳାଙ୍କୁ ଆକ୍ରମଣ କରିଥିଲେ।

Samarth Agrawal
‘ଟଙ୍କା ପାଇଁ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ, ପରେ ଧରାପଡ଼ିବା ଭୟରେ ହତ୍ୟା’

ଧରାପଡ଼ିବା ଭୟ ଓ ସମର୍ଥକୁ ସମ୍ଭାଳିବା କଷ୍ଟ ହେବାରୁ ହତ୍ୟା । ଶବ ପୋଡ଼ି ଚମ୍ପଟ ମାରିଥିଲେ ଅଭିଯୁକ୍ତ ବୋଲି କହିଲେ ଏସପି ।