ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ଖୋଦ୍ ମୃତକଙ୍କ ମାଆ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ରହସ୍ୟ ।
ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା ପରେ ଆଖି ତାଡ଼ି ନେଇଗଲେ। ଉତ୍ତର ପ୍ରଦେଶ ରାମପୁର ସିଟିରେ ଏହି ହତ୍ୟାକାଣ୍ଡ ଘଟିଛି।
୩୫ ବର୍ଷୀୟ ବ୍ୟବସାୟୀ କୁରାଢ଼ୀରେ ନିଜ ପୁଅକୁ ହତ୍ୟା କରିବା ପରେ ସ୍ତ୍ରୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶେଷରେ ସେ ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ଫାରୁଖାବାଦରେ ଏହି ଘଟଣା ଘଟିଛି।
୩ ବର୍ଷ ତଳର ହତ୍ୟା, ୨୩ ବର୍ଷର ଅପରାଧି...ବଦଳି ଯାଇଥିଲା ନାଁ, ବଦଳି ଯାଇଥିଲା ପରିଚୟ। ୨୩ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଧରି ଏକଥାକୁ ପ୍ରମାଣ କରି ଦେଇଛି ସୁରତ ପୋଲିସ।
ନିଖୋଜର ୩ ବର୍ଷ ପରେ ସେପ୍ଟିକ୍ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍ ଗିରଫ କରିଛି।
ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକରେ ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି।
ନିଜ ସଂସାରକୁ ନିଜେ ଉଚ୍ଛନ୍ନ କରିଦେଲା ଭାଇ...ସମସ୍ତଙ୍କୁ ମାରିବା ପରେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲା ।
ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ମହିଳାଙ୍କ ଚିତ୍କାର ଯେପରି କାହାକୁ ନଶୁଭିବ, ଏନେଇ ଆକ୍ରମଣକାରୀମାନେ ଜୋର୍ରେ ମ୍ୟୁଜିକ୍ ଲଗାଇଥିଲେ।
ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ।
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।
୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଯୁବା ବୟସରେ କରିଥିବା ମର୍ଡର ପାଇଁ ଏବେ ୩୦ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ ।
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ନିଜ ବଂଶ ବୁଡ଼େଇଦେଲା ଅଭାଗା ବାପା । ତିନି ପୁଅକୁ ମାରି ଏବେ ଜେଲରେ ଅଭିଯୁକ୍ତ ।
ସ୍ୱାମୀଙ୍କ ସାନ ଭାଇ ସୁହେଲ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଊଭୟଙ୍କୁ ଗୁରୁବାର ଗିରଫ କରାଯାଇଛି ।
ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ସ୍ତ୍ରୀ କଲା ପ୍ଲାନ୍।
ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି।
ଯିଏ ଜେଲ୍ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଲିଭ୍-ଇନ୍ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ। ଏତିକିରେ ମନ ଶାନ୍ତ ହେଲାନି ଯେ, ମୃତଦେହ ଖଣ୍ଡକୁ ପ୍ରେସର୍କୁକର୍ରେ ପକାଇ ଶିଝାଇଲା। ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି।
ଅପମାନର ରକ୍ତାକ୍ତ ପ୍ରତିଶୋଧ । ସବୁବେଳେ ଅପମାନିତ କରୁଥିବାରୁ ସ୍ତ୍ରୀକୁ ଗୁଳି ମାରି ହତ୍ୟା କଲା ସ୍ୱାମୀ ।
ଚକୋଲେଟ୍, ଖେଳନା ପାଇଁ ଜିଦ୍ କରୁଥିଲା ଝିଅ। ସବୁବେଳେ ଝିଅର ଏଭଳି ଡିମାଣ୍ଡ୍କୁ ନେଇ ବିରକ୍ତ ହୋଇଯାଇଥିଲା ବାପା। ପରିସ୍ଥିତି ଏମିତି ହୋଇଥିଲା ଯେ, ୩୭ ବର୍ଷୀୟ ବ୍ୟକ୍ତି ଜଣକ ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ।
୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା।