• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

ACID
ଝିଅର କୁକର୍ମ ! ପ୍ରେଗ୍‌ନେନ୍ସି ଟେଷ୍ଟ କିଟ୍‌ ଦେଖି ରାଗିଗଲେ ବାପା-ମାଆ, ନେଇଗଲେ ଜୀବନ

ବହୁ ପୁଅଙ୍କ ସହ ମିଶୁଥିଲା ଝିଅ, ଫୋନ୍‌ରେ ଗପୁଥିଲା । ଶେଷରେ ତା’ପାଖରୁ ମିଳିଲା ପ୍ରେଗ୍‌ନେନ୍ସି କିଟ୍ । ତାପରେ...

Son kills paralysed father for urinating on bed
ଏମିତି ପୁଅକୁ ଧିକ୍‌ ! ବେଡ୍‌ରେ ପରିସ୍ରା କରିଦେଲେ ପାରାଲିସିସ୍‌ ବାପା, ତଣ୍ଟି ଚିପି ମାରିଦେଲା ପୁଅ...

୨୦ ‍ବର୍ଷୀୟ ଯୁବକ ନିଜର ପକ୍ଷାଘାତ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଡ୍‌ ଉପରେ ବାପା ପରିସ୍ରା କରି ଦେବାରୁ ପୁଅ ଏହି ହତ୍ୟା କରିଥିଲା।

Man Kills Friend Falls To Death While Trying To Throw The Body
ହତ୍ୟା ପରେ ସାଙ୍ଗର ଶବକୁ ଫିଙ୍ଗୁଥିଲା ସାଙ୍ଗ, ଘାଟି ତଳକୁ ଖସି ଚାଲିଗଲା ଜୀବନ

ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।

murder
ନିଶାପାଣି ପାଇଁ ଟଙ୍କା ଦେବାକୁ ବାପା ମନା କରିବାରୁ ଛୁରୀ ଭୁଷିଦେଲା ପୁଅ

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ନିଶା ପାଇଁ ସମ୍ପର୍କ ବି ଭୁଲିଗଲା ।

murder
ବନ୍ଧୁ ସାଜିଲା ବନ୍ଧୁର ବଇରୀ : ଏକାଠି ମଦ ପିଇଲେ, ବଚସାରୁ ହତ୍ୟା କଲେ

ସାମାନ୍ୟ ବଚସା ପାଇଁ ଚାଲିଗଲା ଜୀବନ । ବନ୍ଧୁର ଜୀବନ ନେଇଗଲେ ଦୁଇ ବନ୍ଧୁ ।

murder
ସମ୍ପତ୍ତି ପାଇଁ ଭାଇ ଓ ଭାଇବୋହୂକୁ ନିର୍ମମ ହତ୍ୟା : କୁନି ପୁତୁରାକୁ ହାତୁଡ଼ିରେ ଛେଚି . .

ଦୁଇ କୋଟିର ସମ୍ପତ୍ତି । ଭାଇକୁ ଭାଇର ଶତ୍ରୁ ସଜାଇଲା । ସାନ ଭାଇ ଓ ଭାଇବୋହୂକୁ ମାରି ପକାଇଲା ବଡ଼ ଭାଇ ।

Woman shot dead while returning from office
ଅଫିସ୍‌ରୁ ଘରକୁ ଫେରୁଥିଲେ ଯୁବତୀ, ବାଇକ୍‌ରେ ଆସି ଗୁଳି ମାରିଦେଲେ...

ଅଫିସ୍ କାମ ସାରି ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଫାୟାରିଂ। ଫ୍ଲିପ୍‌କାର୍ଟର କୋରିଅର ବିଭାଗରେ ସେ କାମ କରନ୍ତି।

Crime
ଗର୍ଲଫ୍ରେଣ୍ଡକୁ ଲଦାକ୍‌ ଟ୍ରିପ୍‌ରେ ନେବା ପାଇଁ ଆଣ୍ଟି ଦେଲେନି ଟଙ୍କା, ଜୀବନ ନେଇଗଲା ପୁତୁରା..

କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।

Crime
ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।

Man kills 3-year-old son after argument with wife
ଏମିତି ବାପାକୁ ଧିକ୍‌ ! ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ପୁଅକୁ ମାରି ଫାର୍ମ ହାଉସ୍‌ରେ ପୋତିଦେଲେ

ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍‌କୁ ନେଇ ସେଠାରେ ପୋତି ଦେଇଥିଲା।

7 family members found dead from river in Pune
ହତ୍ୟା କଲେ, ଗୋଟି ଗୋଟି କରି ମୃତଦେହ ନଦୀକୁ ଫିଙ୍ଗିଲେ !

ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା।

Crime
ସରକାରଙ୍କ କଡ଼ା ନିୟମ ! ନିଜ ସନ୍ତାନର ଜୀବନ ନେବାକୁ ବାଧ୍ୟ ହେଲା ବାପା

ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।

18-year-old milkman beaten to death in UP
ସବୁ ଦିନ ଭଳି କ୍ଷୀର ବିକି ଘରକୁ ଫେରୁଥିଲେ, ହେଲେ ଜାଣିନଥିଲେ ଆଉ ଘରକୁ ଫେରିବେନି...

ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।

4-year-old minor found dead at neighbour’s house
୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ! ପଡ଼ୋଶୀଙ୍କ ଘରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର।

horrible murder
ସିସିଟିଭି ଭିଡିଓରେ ଭୟଙ୍କର ଦୃଶ୍ୟ...ସ୍ତ୍ରୀକୁ ୭ ଥର ଛୁରୀ ଭୁଷିଲା ସ୍ୱାମୀ

ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।

Crime
ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଟ୍ରଲି ବ୍ୟାଗ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଥିଲା ମୃତଦେହ

ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍‌ରୁ ଧରାପଡିଲେ ହତ୍ୟାକାରୀ ।

Man killed, body stuffed in suitcase
ଟ୍ରଲି ବ୍ୟାଗରୁ ମିଳିଲା ସ୍ୱାମୀର ମୃତଦେହ ! ସ୍ତ୍ରୀ କହିଲା- ‘ମୋ ସ୍ୱାମୀଙ୍କ ବହୁତ ଶତ୍ରୁ ଅଛନ୍ତି’

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।

crime
ଭୟଙ୍କର ଦୃଶ୍ୟ । ବଣରେ ପଡ଼ିଥିବା ଏକ ନୂଆ ଟ୍ରଲି ଆଟାଚ୍ ଭିତରୁ ବାହାରିଲା ଏକ ଶବ

ଦେଖିଲେ ଲାଗିବ ଯେମିତି ଆଟାଚ୍ ଭିତରେ କିଏ ଜଣେ ଜାକିଜୁକି ହୋଇ ଶୋଇଛି। କହୁଛନ୍ତି, କାହା ବିରୋଧରେ ଫେସବୁକରେ ଲେଖୁଥିଲେ ବୋଲି ତାଙ୍କର ଏମିତି ଅବସ୍ଥା ହେଲା।

Man Kills Wife's Lover
ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କଲା ସ୍ୱାମୀ, ଅଖାରେ ପୁରାଇ ଅଳିଆଗଦାରେ ଫିଙ୍ଗିଦେଲେ...

ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ।

murder
ବାପାମାଆଙ୍କ ଉପରେ ରାଗ : ୯ ବର୍ଷର ପୁଅକୁ ଟ୍ରାକ୍ଟର ଚଢ଼ାଇ ମାରିଦେଲା ଡ୍ରାଇଭର୍

ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ

death
ଭୟଙ୍କର କ୍ୱାକ୍ : ମନଇଚ୍ଛା ଗର୍ଭପାତ କରୁଛି...କୁକୁରକୁ ଖୁଆଉଛି ଭ୍ରୁଣ

ଅଳ୍ପ ବିଦ୍ୟା ଭୟଙ୍କରୀ । ଡାକ୍ତରୀ ବିଦ୍ୟା ନଜାଣି ଚିକିତ୍ସା କଲେ କ୍ୱାକ୍‌ । ଅକାଳରେ ମହିଳାଙ୍କ ଜୀବନ ଚାଲିଗଲା ।

Doctor Subhashree death: Father alleges murder, files FIR against alleged boyfriend
ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।