• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elon Musk

Elon Musk Or Bernard Arnault
କିଏ ହେବ ବିଶ୍ୱର ଏକ ନମ୍ବର ଧନୀ, ଏହି ଦୁଇ ଜଣଙ୍କ ମଧ୍ୟରେ ଚାଲିଛି ରେସ୍‌...

ଗତ କିଛି ଦିନ ମଧ୍ୟରେ ଏଲନ୍ ମସ୍କଙ୍କ ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍‌ ତଳକୁ ଖସିଯାଇଛି । 

Elon musk breaks 22 year old embarrassing record
କ୍ଷତି ସହିବାରେ ଏଲନ୍ ମସ୍କ କଲେ ଗିନିଜ ୱାର୍ଲ୍ଡ ରେକର୍ଡ

ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟେସ୍‌ଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ଲାଭରେ ନୁହେଁ ବରଂ ସର୍ବାଧିକ କ୍ଷତି ସହିବାରେ ୱାର୍ଲ୍ଡ ରେକର୍ଡ କରିଛନ୍ତି ସେ। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା…

Twitter Down For Thousands Of Users
Twitter ଡାଉନ୍‌, ସାଇନ୍‌ ଇନ୍‌ ବେଳେ ଆସୁଛି ଏରର୍‌ ମେସେଜ

ଟ୍ୱିଟର୍‌ର ୱେବ୍‌ ଭର୍ସନକୁ ସାଇନ୍‌ ଇନ୍‌ରେ ଏରର୍‌ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍‌ ଇନ୍‌ ବେଳେ କିଛି ୟୁଜର୍ସଙ୍କୁ ସାଇନ୍‌ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Elon Musk
‘୨୦୨୩ରେ ବଦଳିବ ବିଶ୍ୱର ରୂପରେଖ, ଏଲନ୍‌ ହେବେ US ରାଷ୍ଟ୍ରପତି’; ଦିମିତ୍ରୀଙ୍କ ଭବିଷ୍ୟବାଣୀ

ଏଭଳି କିଛି ଟ୍ୱିଟ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।

Will Elon Musk Resign As Twitter CEO ?
ବୋକା ବ୍ୟକ୍ତି ମିଳିଗଲେ, Twitter ସିଇଓ ପଦ ଛାଡ଼ିବେ ଏଲନ୍‌ ମସ୍କ !

ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍‌ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍‌ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍‌କୁ ନେଇ ୟୁଜରଙ୍କ ଉପରେ କଟକଣା।

Twitter
ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍, ଲାଗିଲା ଗ୍ରେ-ଟିକ୍; ଜାଣନ୍ତୁ କ’ଣ ରହିଛି କାରଣ..

ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇବା ପାଇଁ ୮ ଡଲାର ଦେବାକୁ ହେଉଛି । ଯିଏ ମାସିକ ଆଠ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୬୬୨ ଟଙ୍କା ଦେବ ସେମାନଙ୍କ ପାଇଁ ଟ୍ୱିଟରରେ ବ୍ଲୁ-ଟିକ୍‌ ଉପଲବ୍ଧ ହେବ ।

Twitter Blue subscription relaunches today
DP କିମ୍ବା ଫ୍ରୋଫାଇଲ୍‌ ନାଁ ବଦଳାଇଲେ ବ୍ଲୁ ଟିକ୍‌କୁ ହଟାଇଦେବ ଟ୍ୱିଟର୍‌

ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍‌ ରହିବ।

Elon Musk
ପଛରେ ପଡ଼ିଲେ ଏଲନ୍‌ ମସ୍କ; ଏବେ ପ୍ରଥମ ନୁହେଁ, ଦ୍ୱିତୀୟ..

ଫୋବର୍ସ ତାଲିକାରେ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।

Elon Musk
କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌.. ଜାଣନ୍ତୁ କାରଣ..

ସାନ୍‌ଫ୍ରାନସିସ୍‌କୋରେ ଥିବା ଟ୍ୱିଟର ହେଡ୍‌ ଅଫିସ୍‌ର ଅଧିକାଂଶ ଫ୍ଲୋରକୁ ବେଡ୍‌ରୁମ୍‌ ଭଳି ସଜାଇଛନ୍ତି ଏଲନ୍ ।

Elon Musk
ମସ୍କଙ୍କ ମନମାନି ! କମ୍ପାନୀର ବାକିଆ ପଡ଼ିଥିବା ବିଲ୍‌ ଦେବାକୁ ରୋକଠୋକ୍ ମନା

ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଦେବାକୁ ମନା କରିଦେଲେ ଏଲନ୍‌, ଟ୍ରାଭେଲ୍‌ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।

Traveler who predicted elon musk would buy twitter says he resign
ଟ୍ୱିଟର୍ ଓ ଟେସ୍‌ଲାର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ!

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପରେ ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏଲନ୍ ମସ୍କ ଟ୍ୱିଟର୍ ଓ ଟେସଲାର ସିଇଓ ପଦରୁ ଇସ୍ତଫା ଦେବାକୁ ନେଇ କଳ୍ପନାଜଳ୍ପନା ଚାଲିଛି।

Elon Musk Announced New Twitter Policy
Twitter ପାଇଁ ନୂଆ ପଲିସି ଘୋଷଣା କଲେ ଏଲନ୍‌ ମସ୍କ

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି। ଟ୍ୱିଟରର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ମସ୍କ ପ୍ରୟାସ କରିଛନ୍ତି।

Twitter Elon musk
କ’ଣ ସତରେ ସରି ସରି ଆସୁଛି ଟ୍ୱିଟରର ସମୟ ? କାହିଁକି ଟ୍ରେଣ୍ଡ କରୁଛି #RIPTwitter ?

ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।

Special story
ଟ୍ୱିଟର୍‌ କର୍ମଚାରୀଙ୍କୁ ଚେତାବନୀ ! ଅଫିସ୍‌ ଆସ, ନହେଲେ ଆମେ ବୁଝିବୁ, ଏହା ତୁମର ଇସ୍ତଫା ପତ୍ର

ଛୁଟି ଏବେ ସ୍ୱପ୍ନ । ୱର୍କ ଫ୍ରମ୍‌ ହୋମ୍‌କୁ ନା । ପ୍ରତି ସପ୍ତାହରେ ଏବେ ୮୦ ଘଣ୍ଟା କାମ କରିବାକୁ ପଡିବ ।

Elon Musk
ଟ୍ୱିଟର କିଣିବା ପରେ ପଡ଼ିଛି ଶନି ଦଶା ! କମୁଛି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ଙ୍କ ସମ୍ପତ୍ତି..

ବିଶ୍ୱ ଧନୀ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷୀପ୍ର ବେଗରେ ଉପରମୁହାଁ ହେବାରରେ ଲାଗିଛି ।

Elon Musk Twitter Layoff Six Months Pregnant
୬ ମାସର ଗର୍ଭବତୀଙ୍କୁ ଚାକିରିରୁ ବାହାର କରିଦେଲେ ମସ୍କ, ଶପଥ ନେଇ ମହିଳା କହିଲେ- କୋର୍ଟରେ ଦେଖା ହେବ !

ଯଦିଓ ଟ୍ୱିଟର ଏଲନ୍‌ ମସ୍କଙ୍କ ଅଧୀନକୁ ଚାଲି ଆସିଛି ଓ ସେ ଏହାର ବସ୍‌ ହୋଇଯାଇଛନ୍ତି, ହେଲେ ଏହି ଡିଲ୍‌କୁ ନେଇ ହୋଇଥିବା ଉତ୍‌ଥାନ-ପତନ ସମୟରେ ମସ୍କ କୋର୍ଟ କୋର୍ଟ-କଚେରୀ ମାମଲାରେ ପଡ଼ି ଯାଇଛନ୍ତି।

twitter
ଟ୍ୱିଟର ଦେବ ଟଙ୍କା ! ଏଲୋନ୍‌ କହିଲେ, ୟୁଟ୍ୟୁବ ଠାରୁ ହେବ ଅଧିକ ଇନ୍‌କମ୍‌

ମାଲାମାଲ୍‌ ହେବେ କଣ୍ଟେଣ୍ଟ୍‌ କ୍ରିଏଟର୍‌ । ଟ୍ୱିଟରର ବି ଦେବ ରୋଜଗାର ।

elon musk
ଏଲୋନ୍‌ଙ୍କ ୟୁ-ଟର୍ଣ୍ଣ ! ପ୍ରଥମେ ଚାକିରିରୁ ବିଦା କଲେ, ଏବେ କର୍ମଚାରୀଙ୍କୁ ପୁଣି ଡାକିଲେ

ନିଜର ଭୁଲ ମାନିଲେ କି ଏଲୋନ୍ ମସ୍କ(Elon Musk) । କେଇଟା ଦିନରେ କାମର ପ୍ରେସର୍‌ ଜଣାପଡ଼ିଗଲା ।

Elon Musk Over Twitter Sacks
କାହିଁକି Twitterରୁ ବିଦା ହେଲେ କର୍ମଚାରୀ ? ଏହା ପଛର କାରଣ କହିଲେ ଏଲନ୍‌ ମସ୍କ...

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।

Elon Musk
ଟ୍ୱିଟରରୁ ଆସିଗଲା ମେଲ୍‌ ! ଅଫିସ୍‌ ଆସୁଛ ଯଦି ରାସ୍ତାରୁ ଫେରିଯାଅ, ମେଲ୍ ପହଞ୍ଚିଯିବ...

ଏଲନ୍‌ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !

Twitter Down
ଡାଉନ୍‌ ହେଲା ଟ୍ୱିଟର ! ଏଲନ୍‌ ଆସିବା ପରେ ଟ୍ୱିଟରରେ ଏତେ ପରିବର୍ତ୍ତନ ହେଉଛି ଯେ ପେଜ୍‌ ବି ଖୋଲୁନି..

ଭାରତର ବଡ଼ ବଡ଼ ମିଡିଆ ହାଉସ୍‌ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

Elon Musk
କର୍ମଚାରୀଙ୍କୁ ଧମକ ! ଟାଇମ୍‌ ଭିତରେ କାମ ସାର, ଭୟରେ ଅଫିସ୍‌ରେ ଶୋଉଛନ୍ତି ମ୍ୟାନେଜର

ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।

Special story
ଟ୍ୱିଟର କର୍ମଚାରୀଙ୍କ ପାଇଁ ନୂଆ ନିୟମ ! ଦିନକୁ ୧୨ଘଣ୍ଟା ଓ ସପ୍ତାହକୁ ୭ଦିନ କାମ କର, ନହେଲେ ବାହାରି ଯାଅ

କର୍ମଚାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କି ଏଲୋନ୍‌ ମସ୍କ ? କର୍ମଚାରୀମାନେ ସପ୍ତାହକ ୭ ଦିନ କାମ କରୁଛନ୍ତି । ଛୁଟି ବୋଲି ଗୋଟିଏ ମିଳୁନି ।

elon musk
ଟ୍ୱିଟର୍‌ର ନୂଆ ବସ୍‌ଙ୍କ ବଡ଼ ଆକ୍ସନ୍‌ ! ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ନିଜେ ସାଜିଲେ ସର୍ବେସର୍ବା

ପ୍ରଥମେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି ମସ୍କ (Elon Musk) ।

Twitter
ଟୁଇଟର ଭେରିଫାଏଡ ୟୁଜର୍ସଙ୍କୁ ଝଟ୍‌କା, ବ୍ଲୁ-ଟିକ୍‌ ପାଇଁ ଦେବାକୁ ପଡ଼ିବ ଅଧିକ ଫି’

ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।