ଅଫିସ୍ରେ ହାତଧୁଆ ବେସିନ୍ ଧରି ପହଞ୍ଚିଲେ ଏଲନ ମସ୍କ। ନିଜ ଟ୍ୱିଟର ପେଜ୍ରେ ସେୟାର କଲେ ଭିଡିଓ...କମେଣ୍ଟ ଆସିଲା ଏମିତି...
ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଥିଲେ ।
ପୁଅ ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି, ତଥାପି ଗ୍ୟାରେଜରେ ଶୁଅନ୍ତି ମା’ ।
ନିଲାମ ହେଲା ଟେସଲା ବସ୍ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍ ଗ୍ୱେନ୍ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଲେ ।
ଏଲନ୍ ମସ୍କ ଏବଂ Nicole Shanahanଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖବର ସତ୍ୟ କି ?
ମନ ବଦଳାଇ ଡିଲ୍ରୁ ଓହରିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ..
ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।
ଟ୍ୱିଟର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିପାରେ ବୋଲି ଏଲନ୍ ମସ୍କ ଟ୍ୱିଟ୍ କରି ଜଣାଇଛନ୍ତି ।
ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ
ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ସୋସିଆଲ ମିଡିଆରେ ଆହୁରି ସକ୍ରିୟ ରହୁଥିବା ନଜର ଆସିଛି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିବାରେ ଲାଗିଛନ୍ତି।
ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ ।
ଟ୍ୱିଟରରେ ପ୍ରେଗ୍ନାଣ୍ଟ୍ ଇମୋଜି ସହ ବିଲ୍ ଗେଟ୍ସଙ୍କ ଫଟୋ ଶେଆର କରି ଏଲନ ମସ୍କ ମଜାକ ଉଡ଼ାଇଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଏଭଳି ମଜାଳିଆ ଟ୍ୱିଟ୍କୁ ଅନେକ ନାପସନ୍ଦ କରିଛନ୍ତି।
କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଏଲନ ମସ୍କ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବୋର୍ଡର ସଦସ୍ୟମାନେ ଏଲନ ମସ୍କଙ୍କୁ ଚେକ୍ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।
ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି
ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।
ମାତ୍ର ୭ ମିନିଟ୍ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।