ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।
ଛୁଟି ଏବେ ସ୍ୱପ୍ନ । ୱର୍କ ଫ୍ରମ୍ ହୋମ୍କୁ ନା । ପ୍ରତି ସପ୍ତାହରେ ଏବେ ୮୦ ଘଣ୍ଟା କାମ କରିବାକୁ ପଡିବ ।
ବିଶ୍ୱ ଧନୀ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷୀପ୍ର ବେଗରେ ଉପରମୁହାଁ ହେବାରରେ ଲାଗିଛି ।
ଯଦିଓ ଟ୍ୱିଟର ଏଲନ୍ ମସ୍କଙ୍କ ଅଧୀନକୁ ଚାଲି ଆସିଛି ଓ ସେ ଏହାର ବସ୍ ହୋଇଯାଇଛନ୍ତି, ହେଲେ ଏହି ଡିଲ୍କୁ ନେଇ ହୋଇଥିବା ଉତ୍ଥାନ-ପତନ ସମୟରେ ମସ୍କ କୋର୍ଟ କୋର୍ଟ-କଚେରୀ ମାମଲାରେ ପଡ଼ି ଯାଇଛନ୍ତି।
ମାଲାମାଲ୍ ହେବେ କଣ୍ଟେଣ୍ଟ୍ କ୍ରିଏଟର୍ । ଟ୍ୱିଟରର ବି ଦେବ ରୋଜଗାର ।
ନିଜର ଭୁଲ ମାନିଲେ କି ଏଲୋନ୍ ମସ୍କ(Elon Musk) । କେଇଟା ଦିନରେ କାମର ପ୍ରେସର୍ ଜଣାପଡ଼ିଗଲା ।
ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍ ଏଲନ୍ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।
ଏଲନ୍ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !
ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।
କର୍ମଚାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କି ଏଲୋନ୍ ମସ୍କ ? କର୍ମଚାରୀମାନେ ସପ୍ତାହକ ୭ ଦିନ କାମ କରୁଛନ୍ତି । ଛୁଟି ବୋଲି ଗୋଟିଏ ମିଳୁନି ।
ପ୍ରଥମେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି ମସ୍କ (Elon Musk) ।
ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।
ଅଫିସ୍ରେ ହାତଧୁଆ ବେସିନ୍ ଧରି ପହଞ୍ଚିଲେ ଏଲନ ମସ୍କ। ନିଜ ଟ୍ୱିଟର ପେଜ୍ରେ ସେୟାର କଲେ ଭିଡିଓ...କମେଣ୍ଟ ଆସିଲା ଏମିତି...
ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଥିଲେ ।
ପୁଅ ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି, ତଥାପି ଗ୍ୟାରେଜରେ ଶୁଅନ୍ତି ମା’ ।
ନିଲାମ ହେଲା ଟେସଲା ବସ୍ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍ ଗ୍ୱେନ୍ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଲେ ।
ଏଲନ୍ ମସ୍କ ଏବଂ Nicole Shanahanଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖବର ସତ୍ୟ କି ?
ମନ ବଦଳାଇ ଡିଲ୍ରୁ ଓହରିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ..
ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।