• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elon Musk

Elon Musk and Mark Zuckerberg cage fight
ଏଲନ୍ ମସ୍କ ବନାମ୍ ମାର୍କ ଜୁକରବର୍ଗ : ଦୁଇ ଶିଳ୍ପପତିଙ୍କ ମଧ୍ୟରେ ହେବ ସତସତିକା ମୁକାବିଲା

ମାର୍ଶଲ ଆର୍ଟରେ ପାରଙ୍ଗମ ଏହି ଦୁଇ ସେଲିବ୍ରିଟି ଶିଳ୍ପପତିଙ୍କ ମଧ୍ୟରେ ଖୁବଶୀଘ୍ର ହୋଇପାରେ କେଜ୍ ଫାଇଟ୍ । ଏହି ମୁକାବିଲା ଲାଗି ପ୍ରଥମେ ମସ୍କ ନିଜ ଆଡ଼ୁ ଜୁକରବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିସହ କହିଥିଲେ ଯେ, ଏହି ଫାଇଟ୍ ଏକ୍ସ ପ୍ଲାଟଫର୍ମରେ ସିଧାପ୍ରସାରଣ ହେବ ।

Twitter, Elon Musk
ଆହୁରି ଅନେକ କିଛି ବଦଳିବ ! ଏବେ କେବଳ ଡାର୍କ ମୋଡ୍‌ରେ ଆସିବ ‘X’

ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।

Elon Musk
'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା : ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।

Twitter
ଆଜିଠୁ ବଦଳିଯିବ ଟ୍ୱିଟରର ନାଁ ଓ ଠିକଣା

ୱେବସାଇରେ ଏକ୍ସ ଡଟ କମ୍‌ ଟାଇପ କଲେ ଏବେ ଟ୍ୱିଟର ପେଜ୍ ଖୋଲୁଛି ।

TESLA
ଭାରତରେ ହେବ TESLA କାରଖାନା ! ଚାଲିଛି ସରକାରଙ୍କ ସହ ଏଲନ୍ ମସ୍କଙ୍କ ଆଲୋଚନା

କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।

Mark Zuckerberg returns to Twitter after 11 years
୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

Will Zuckerberg's Threads Beat Musk's Twitter?
ବଜାରକୁ ଆସିଲା ନୂଆ ଆପ୍ 'Threads': ଲଞ୍ଚ ହେବାର ୭ ଘଣ୍ଟାରେ ୧ କୋଟି ୟୁଜର୍ସ

ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

Twitter
ଟ୍ୱିଟର ଲଗାଇଲା କଟକଣା ! ଏଣିକ ଆଉ ମନ ଇଚ୍ଛା କରିହେବନି ସ୍କ୍ରଲ

ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।

Elon Musk
ଭାରତ ଆସିବେ ଏଲନ୍, ଆମେରିକାରେ ମୋଦିଙ୍କୁ ଭେଟିବା ପରେ ଦେଲେ ସୂଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।

Elon Musk
‘ମୁଁ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ’..ନ୍ୟୁୟର୍କରେ PMଙ୍କୁ ଭେଟିଲେ ଏଲନ ମସ୍କ

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ତାଙ୍କ ପ୍ରଶଂସା କରି ଏଲନ୍ ମସ୍କ କହିଛନ୍ତି , ମୁଁ ଭାରତର ଭବିଷ୍ୟତକୁ ନେଇ ବହୁତ ଉତ୍ସାହିତ ଅଛି ।

Elon Musk
ପୁଣି ବିଶ୍ୱ ଧନୀ ତାଲିକାର ୧ ନମ୍ବର ଆସନକୁ ଉଠିଲେ ଏଲନ୍‌ ମସ୍କ

‘LVMH’ର ବର୍ଣ୍ଣାଡ୍‌ ଅର୍ଣ୍ଣଲ୍‌ଟ୍‌ଙ୍କୁ ଟପି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ୍‌ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।

Linda Yaccarino
ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

Who Is Linda Yaccarino? Executive Who May Replace Elon Musk As Twitter CEO
ଟ୍ୱିଟରର ନୂଆ CEO ହେବାକୁ ଯାଉଥିବା ଲିଣ୍ଡାଙ୍କ କ’ଣ ରହିଛି ପରିଚୟ ? ଜାଣନ୍ତୁ...

ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

Elon Musk found new Twitter CEO
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।

Twitter To Allow Calls Soon
ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Twitter
ଏଣିକି ଟ୍ୱିଟରରେ ଆର୍ଟିକଲ୍ ପଢ଼ିଲେ ଦେବାକୁ ପଡ଼ିବ ଟଙ୍କା

ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍‌ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍‌ ଓ ପବ୍ଲିକ୍‌ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍‌ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍‌ ଅପ୍‌ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।

Amitabh Bachchan Tweet To Twitter Owner Elon Musk
ଏଲନ୍‌ଙ୍କ ନୂଆ ଘୋଷଣା ପରେ ଅମିତାଭ କହିଲେ ମୋ ଟଙ୍କା ଫେରାଇ ଦିଅ

ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।

Twitter
ଏଲନ୍‌ ମସ୍କଙ୍କ ୟୁ ଟର୍ଣ୍ଣ ! ୧୦ ଲକ୍ଷ ଫଲୋଅର୍ସ ଥିବା ୟୁଜରଙ୍କୁ ବିନା ପେମେଣ୍ଟରେ ବ୍ଲୁ ଟିକ୍‌

ବିନା ମୂଲ୍ୟରେ ବ୍ଲୁ ଟିକ୍‌ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

Elon Musk
ଏଲନ୍‌ କାହିଁକି ଏମିତି କହିଲେ ? କ’ଣ ସତରେ ବିକି ଦେବେ ଟ୍ୱିଟର ?

ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।

Elon Musk
ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ : ଡଗିକୁ ଗାୟବ୍‌ କରିଦେଲେ ଏଲନ୍

୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍‌ ମସ୍କ ।

twitter logo changed
ଟ୍ୱିଟର୍‌ରୁ ନୀଳ ପକ୍ଷୀ ଗାୟବ୍‌ ! 'ଡଗି'କୁ ନୂଆ ଲୋଗୋ କଲେ Elon Musk

ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Twitter
ଜଲ୍‌ଦି ଟଙ୍କା ଦିଅ, ନହେଲେ ଆକାଉଣ୍ଟରୁ କଟିଯିବ ବ୍ଲୁ ଟିକ୍‌

ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍‌ରେ ବ୍ଲୁ ଟିକ୍‌ ପାଇଛନ୍ତି ଏବଂ ସବ୍‌ସ୍କ୍ରିପସନ୍‌ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍‌ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍‌ ରହିବ ନାହିଁ ।

Elon Musk and Goutam Adani
ପୁଣି ଥରେ ଧନୀ ତାଲିକାର ଶୀର୍ଷକୁ ଗଲେ ଏଲନ; ୩୮ ନମ୍ବର ସ୍ଥାନକୁ ଖସିଲେ ଆଦାନୀ

ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।