• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elon Musk

Elon Musk trolls Bill Gates with a meme
ପ୍ରେଗ୍‌ନାଣ୍ଟ୍‌ ଇମୋଜି ଶେୟାର କରି ବିଲ୍‌ ଗେଟ୍ସଙ୍କ ମଜାକ ଉଡ଼ାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି...

ଟ୍ୱିଟରରେ ପ୍ରେଗ୍‌ନାଣ୍ଟ୍‌ ଇମୋଜି ସହ ବିଲ୍‌ ଗେଟ୍ସଙ୍କ ଫଟୋ ଶେଆର କରି ଏଲନ ମସ୍କ ମଜାକ ଉଡ଼ାଇଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଏଭଳି ମଜାଳିଆ ଟ୍ୱିଟ୍‌କୁ ଅନେକ ନାପସନ୍ଦ କରିଛନ୍ତି।

Elon Musk
କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ?

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Cold War Between Elon Musk And Twitter Board Members
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଓ ଟ୍ୱିଟର ବୋର୍ଡ ମେମ୍ବର୍ସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ !

ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଏଲନ ମସ୍କ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବୋର୍ଡର ସଦସ୍ୟମାନେ ଏଲନ ମସ୍କଙ୍କୁ ଚେକ୍ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

Elon Musk
ସପ୍ତାହକ ମଧ୍ୟରେ ବଦଳିଗଲା ଗେମ୍‌ : ଟ୍ୱିଟରର ସବୁଠାରୁ ବଡ ଅଂଶୀଦାର ରହିଲେନି ଏଲନ୍ ମସ୍କ

ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି

Elon Musk
ଟ୍ୱିଟର୍‌କୁ ସମ୍ପୂର୍ଣ୍ଣ କିଣିବାକୁ ଅଫର୍‌ ଦେଲେ ଏଲୋନ୍‌ ମସ୍କ, କହିଲେ ଆହୁରି ବଡ଼ ହୋଇପାରିବ

ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।

Man Claims Became World's Richest Person For 7 Minutes
୭ ମିନିଟ୍‌ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଗଲେ ଏହି ୟୁଟ୍ୟୁବର, ପରେ ଜଣାପଡ଼ିଲା...

ମାତ୍ର ୭ ମିନିଟ୍‌ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍‌ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।

Elon Musk
ଚିନ୍ତାଶକ୍ତିରେ ଚାଲିବ ମୋବାଇଲ୍ ଓ କମ୍ପ୍ୟୁଟର୍ : ଦାବି କଲେ ଏଲନ୍ ମସ୍କ

ଏଲୋନ୍ ମସ୍କ ଦାବି କରିଛନ୍ତି ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ମାନବ ମସ୍ତିଷ୍କରେ ଚିପ୍ ଲଗାଇବାକୁ ପ୍ରସ୍ତୁତ ଅଟେ ।

Elon Musk
ରକେଟ୍ ବେଗରେ ବଢ଼ୁଛି ଏଲନ୍ ମସ୍କର ସମ୍ପତ୍ତି : ଟପ୍ ଟେନ୍‌ ଧନୀ ତାଲିକାରେ ସ୍ଥାନ ପାଇଲେନି ମୁକେଶ ଆମ୍ବାନୀ

ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍‌ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଏଲନ୍ ମସ୍କର ମୋଟ ସମ୍ପତ୍ତି ମୂଲ୍ୟ ୬.୦୬ ଆରବ ଡ଼ଲାର ବୃଦ୍ଧି ପାଇ ୨୩୬ ଆରବ ଡ଼ଲାରରେ ପହଞ୍ଚିଛି

 civilian flight to orbit
ସ୍ପେଶ ଟୁରିଜିମ୍‌କୁ ନେଇ ନୂଆ ସମ୍ଭାବନା; ୩ ଦିନ ପାଇଁ ମହାକାଶ ବୁଲିବାକୁ ଗଲେ ୪ ଯାତ୍ରୀ

ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ  ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍‌’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।