ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।
ଏହି ଦୁଇ ଦିନିଆ ଗସ୍ତ ସମୟରେ ଅମିତ ଶାହ ଭୁବନେଶ୍ୱରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।
ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ ।
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ହୋଇଛନ୍ତି ମନ୍ତ୍ରୀ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୧ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି। ନାଗପୁରର ରାଜ ଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି।
କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।
ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଏକପ୍ରକାର ଫେଲ୍ । ଜାତୀୟ ରାଜନୀତିରୁ ପ୍ରଭାବ ହରାଇ ଚାଲିଛି ବିଜେଡି ।
ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ ।
ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ ।
ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍।
ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ ।
ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।
ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।
ଜବାବ ଦେବେ କି ନବୀନ ? ମହିଳାଙ୍କ ପାଇଁ କାହିଁକି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ? କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ?
କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।
ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ ।
ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l
ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l
ବିଧାନସଭାରେ ଆଜି ନାମାଙ୍କନ ଦାଖଲ କରିବେ ସୁଜିତ କୁମାର। ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିବେ।