ଗୋଟିଏ ଦଶନ୍ଧିର ଖେଳ। ଯେଉଁଠି ଉତ୍ଥାନ, ସେଇଠି ପତନ। ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ମଧ୍ୟ ମାତ୍ ଖାଇବାକୁ ପଡ଼ିଛି। ଆଜି ନା ଅଛି ସେଦିନର ସ୍ୱଚ୍ଛ ଛବି, ନା ଅଛି ସେ ଆତ୍ମବିଶ୍ୱାସ।
ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ।
ମୋଦିଙ୍କ ଆପ୍କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଆପ୍ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।
ଦିଲ୍ଲୀରେ ଝଡ଼ି ଯାଇଛି ଝାଡୁ। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ଯାଉଛି ବିଜେପି। ଆପ୍ ସରକାର ପ୍ରତି ଲୋକଙ୍କ ଭିତରେ ଥିବା ଆକ୍ରୋଶ ଆମକୁ ଜିତାଇଲା ବୋଲି କହିଛନ୍ତି ଦିଲ୍ଲୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(AAP) ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ମଧ୍ୟ ଅମାନତ ହରାଇଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ଏବେ ଅନେକ ମଜାଳିଆ ମିମ୍ସ ଭାଇରାଲ୍ ହେବାରେ ଲାଗିଛି।
ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ଜଣ ନେତା ଥିବାବେଳେ, କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ୫ ଜଣଙ୍କ ବିଷୟରେ।
ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।
ଯଦିଓ ଦିଲ୍ଲୀର ଗତ ଦୁଇ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲା, ତେବେ ଏଥର ଏମିତି କ’ଣ କଲା ଯେ ପୂରା ଚିତ୍ର ବଦଳିଗଲା, ତାହା ଏବେ ଚର୍ଚ୍ଚାର ବିଷୟ । ଜାଣନ୍ତୁ ଏହା ପଛରେ ଥିବା ୫ କାରଣ।
୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରବେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି।
ବିଜେପିକୁ ସୁଦୃଢ଼ କରିବାକୁ ଏଥର ମିଶନ୍ ଯାଜପୁର ଯେମିତି ଆପଣାଇଛି ବିଜେପି । ବବିଙ୍କ ସମସ୍ତ ପ୍ରାଧାନ୍ୟ ଏରିଆରେ ପଦ୍ମ ପୋଖରୀ କରିବାକୁ ଏବେ ଆଣ୍ଟା ଭିଡିଛି ଗେରୁଆ ଦଳ ।
ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୨ଟିରେ ଲିଡ୍ କରୁଥିବା ବେଳେ ଆପ୍ ୨୮ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ବି ଚିତପଟାଙ୍ଗ ମାରିଛି।
ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ଯାହାକୁ ଦେଖି ଲାଗୁଛି ଏକଜିଟ୍ ପୋଲ୍ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି।
ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି କାଲକାଜି ଆସନରୁ ପଛୁଆ ଅଛନ୍ତି।
ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ମଧ୍ୟ ସମସ୍ତଙ୍କ ଉପରେ ନଜର ରହିଛି।
ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଦେଇଛନ୍ତି ଥମ୍ସ ଅପ୍। ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି।
ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି, ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା।
ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ବିଜେଡିର ୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା । ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ ।ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ୫୦ ଲକ୍ଷ ଦେଇଥିବା ବେଳେ ବିଜେପି ଦେଇଛି ୬୦ ଲକ୍ଷ ।
ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି ।
ଆପଣ ଜାଣିଥିବେ ଆଧାର କାର୍ଡ କେତେ ଦରକାରୀ। ଘରର ପ୍ରତ୍ୟେକ କାର୍ଯ୍ୟରେ ଆଧାରକାର୍ଡ ଦରକାର ହେଉଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥିଙ୍କର ନାହିଁ ଆଧାର କାର୍ଡ।
NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କ କ୍ଲିୟର ହୋଇଛି।
ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ମସିହାରେ BMC ପକ୍ଷରୁ ଜାରି ହୋଇଥିଲା ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ପାଇଁ ଜାଗା ମିଶନ ହିତାଧିକାରୀଙ୍କ ତାଲିକା। ଯେଉଁ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ସବିତା ସାହୁ।
ସକାଳୁ ସକାଳୁ ହିଁ ନିର୍ବାଚନୀ ମହାପର୍ବରେ ସାମିଲ ହୋଇଥିବା ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସରେ ଥିବା ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।