IPS Politics
ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ । ଏବେ ଏହି ଦୁଇ ଅଧିକାରୀଙ୍କ ନୂଆ ଦାୟିତ୍ୱକୁ ନେଇ ପାୱାର୍ କରିଡରରେ ଚର୍ଚ୍ଚା । କାର୍ଯ୍ୟାନୁଷ୍ଠାନ ନା ପ୍ରମୋସନ ? ବିଜେଡି ଅଭିଯୋଗ କରିଛି ଦୁଇ ଅଧିକାରୀଙ୍କ ସହ ବିଜେପିର ଭଲ ସଂପର୍କ ଥିଲା । ପ୍ରମୋସନ ନିର୍ଦ୍ଦେଶ ଏହାକୁ ସ୍ପଷ୍ଟ କରୁଛି । ଜବାବରେ ବିଜେପି କହିଛି, ଆମର ସଂପର୍କ ନଥିଲା ସେଥିପାଇଁ କେନ୍ଦ୍ରକୁ ପଠାଗଲା । ଏସବୁ ଭିତରେ ବଡ଼ ପ୍ରଶ୍ନ, ଅଗଷ୍ଟରୁ ସୋ କଜ୍ ହୋଇଥିଲେ ବି କାହିଁକି ଏ ଯାଏଁ ଆରମ୍ଭ ହୋଇନି ବିଭାଗୀୟ ପ୍ରୋସିଡିଂ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)