ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଆଉ ବିଶ୍ବ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି।
Published By: Sonali Ojha
Last updated: 04 July 2024, 08:05 AM IST
ବିଶ୍ୱକପ୍ ହାତରେ ଧରି ପହଞ୍ଚିଲେ ରୋହିତ୍ ଆଣ୍ଡ ଟିମ୍
ଭାରତୀୟ ଟିମ୍ର ଘର ବାହୁଡା
ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ କ୍ରିକେଟ୍ ଟିମ୍
ଏହି ସ୍ୱତନ୍ତ୍ର ଫ୍ଲାଇଟ୍ରେ ଫେରିଲେ ଟିମ୍ ଇଣ୍ଡିଆ ଖେଳାଳି