• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Virat Kohli Fan
ବିରାଟ ଫ୍ୟାନ୍‌ଙ୍କ ପାଇଁ ମାଗଣା ଖାଦ୍ୟ; କିଙ୍ଗ୍‌ଙ୍କୁ ଦେଖିବା ପାଇଁ କଲେ ୧୫୬୮ କିମି ଯାତ୍ରା... 

କିଙ୍ଗ୍‌ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି ଯାତ୍ରା । ଏମିତି ଘଟଣା ଜଣାପଡ଼ିବା ପରେ ଏକ ଅନ୍‌ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍‌ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ । 

KKR Vs SRH
ରାଜସ୍ଥାନକୁ ମାତ୍ ଦେଲା ହାଇଦ୍ରାବାଦ; ୨୬ରେ କୋଲକାତା-ହାଇଦ୍ରାବାଦ ଫାଇନାଲ ଟକ୍କର

ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।

RCB
ଇମୋସନାଲ ହେଲେ ବିରାଟ, IPLରେ ଦିନେଶଙ୍କ ଶେଷ ଡ୍ୟାନ୍ସ...!

ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।

IPL
ଅଧୁରା ରହିଲା ଟ୍ରଫି ସ୍ୱପ୍ନ, ଏବର୍ଷ ବି ଜିତି ପାରିଲାନି RCB...

ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନଠୁ ହାରିଲା ବେଙ୍ଗାଲୁରୁ । ୧୭୩ ରନର ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କଲା ରାଜସ୍ଥାନ ।

  • Thursday, 23 May 2024
  • IPL
Virat Kohli
ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ! ମ୍ୟାଚ୍‌ ପୂର୍ବରୁ RCB କଲାନି ଅଭ୍ୟାସ

ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି ।

Shah Rukh Khan
ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

ପ୍ରତିଟି ମ୍ୟାଚ୍‌ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍‌ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..

IPL 2024
IPL ଫାଇନାଲରେ କୋଲକାତା ନାଇଟ ରାଇଡର୍ସ

ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଜିତିଲା କୋଲକାତା । ହାଇଦ୍ରାବାଦକୁ ୮ ୱିକେଟ୍ ରେ ହରାଇ ଫାଇନାଲରେ କୋଲକାତା ।

IPL 2024
ଏକତରଫା ଭାବେ ଜିତିଲା ମ୍ୟାଚ, ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା

ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।

Gautam Gambhir
‘ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁନଥିଲି, ତେଣୁ ରିଜେକ୍ଟ କରିଥିଲେ...’

ମୁଁ ମୋର ପ୍ରଥମ ଅଣ୍ଡର -୧୪ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରୟାସ କରିଥିଲି, ସେତେବେଳେ ମୋତେ ଏଥିପାଇଁ ଚୟନ କରାଯାଇନଥିଲା କାହିଁକି ନା ମୁଁ ଚୟନକର୍ତ୍ତାଙ୍କ ପାଦ ସ୍ପର୍ଶ କରି ନ ଥିଲି ।

MS Dhoni
IPL ପରେ ବାଇକ୍‌ ଧରି ବୁଲୁଛନ୍ତି ଧୋନି, ଭିଡିଓ ହେଉଛି ଭାଇରାଲ...

ମହେନ୍ଦ୍ର ସିଂ ଧୋନି ବାଇକ୍‌ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି ।

KKR Vs SRH
ଆଜି ଦୁଇ ବ୍ୟାଟିଂ ପାୱାର ହାଉସ୍ ଟକ୍କର; କିଏ ମାରିବ ଫାଇନାଲକୁ ଏଣ୍ଟ୍ରି ?

ଭଭୟ ଟିମ୍‌ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍‌ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍‌ କ୍ୱାଲିଫାୟାର୍‌-୨ରେ ଖେଳିବ।

Gautam Gambhir
ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ଗମ୍ଭୀର !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌ କରିବାକୁ ଚାହୁଁଛି ବିସିସିଆଇ ।

Cricket
ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।

Sunil Chhetri
ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌, ଏହି ଦିନ ଖେଳିବେ ଶେଷ ମ୍ୟାଚ୍‌...

୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ ।

Virat Kohli
ଖେଳ ଶେଷ ହୋଇଗଲେ ମୋତେ ଆଉ କେହି ଦେଖିବାକୁ ପାଇବେନି: ବିରାଟ କୋହଲି

ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।

Neeroj Chopra
କିଶୋରଙ୍କ ବିପକ୍ଷରେ ଖେଳିବେ ନୀରଜ, ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଜାତୀୟ ଇଭେଣ୍ଟରେ ନେବେ ଭାଗ

ଭୁବନେଶ୍ୱରରେ ଅଲିମ୍ପିଆନ ନୀରଜ ଚୋପ୍ରା । ଆଜି କଳିଙ୍ଗ ଷ୍ଟାଡିୟମରେ ରହିଛି ନୀରଜଙ୍କ ଇଭେଣ୍ଟ । ଜାତୀୟ ଆଥଲେଟିକ୍ସ ଫେଡେରେସନର ପ୍ରତିଯୋଗିତାରେ ଭାଗ ନେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା ।

Rohit Sharma & Hardik Pandya
T-20 ବିଶ୍ୱକପ୍‌ ଟିମ୍‌ରେ ପାଣ୍ତ୍ୟାଙ୍କୁ ନେବାକୁ ଚାହୁଁନଥିଲେ ରୋହିତ !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।

BCCI
ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା ? ଜାଣନ୍ତୁ BCCIର ନିୟମ..

ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ।

Mahendra Singh Dhoni
‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍‌ ଦେଖି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ।

James Anderson
ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ ।

Rishabh Pant
ଦିଲ୍ଲୀକୁ ବଡ଼ ଝଟକା, ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍‌ ହେଲେ ପନ୍ତ

ଆଇପିଏଲ କୋଡ୍‌ ଅଫ୍‌ କଣ୍ଡକ୍ଟର ଉଲ୍ଲଂଘନ କରିଥିବାରୁ ଋଷଭ ପନ୍ତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Rahul Dravid
ବଢ଼ିବନି ରାହୁଲଙ୍କ କାର୍ଯ୍ୟକାଳ, ସେ ଚାହିଁଲେ ପୁଣି କରିପାରିବେ ଆବେଦନ...

ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରାହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । 

Impact Player Rule
ଜୟ ଶାହଙ୍କ ବଡ଼ ବୟାନ, କହିଲେ, ସ୍ଥାୟୀ ନୁହେଁ ‘ଇମ୍ପାକ୍ଟ ପ୍ଲେୟାର ନିୟମ’

ତେବେ ଆଗାମୀ ସିଜିନ୍‌ରେ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

KL Rahul
ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ପରେ କ୍ୟାପ୍ଟେନ ରାହୁଲଙ୍କ ଉପରେ ରାଗିଗଲେ ମାଲିକ..ଭିଡିଓ ଭାଇରାଲ

ଲକ୍ଷ୍ମୌର ପରାଜୟ ପରେ କ୍ୟାପ୍ଟେନ କେ ଏଲ୍‌ ରାହୁଲଙ୍କ ଉପରେ ଦଳର ମାଲିକ ରାଗିଯାଇଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Team India
ଆସନ୍ତା ମାସରେ ବିଶ୍ୱକପ୍, ଅଭିନବ ଉପାୟରେ ଉନ୍ମୋଚିତ ହେଲା ଟିମ୍ ଇଣ୍ତିଆ ଜର୍ସି; ଦେଖନ୍ତୁ ଭିଡିଓ...

ଆସନ୍ତା ମାସରେ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏନେଇ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇପିଏଲ ସରିବା ପରେ ପରେ ହିଁ ଆରମ୍ଭ ହୋଇଯିବ ଏହି ବିଶ୍ୱକପ୍ ମହାକୁମ୍ଭ । ଅଳ୍ପ କିଛିଦିନ ତଳେ ଭାରତୀୟ ଦଳ ନିଜର ଦଳ ଘୋଷଣା କରିଛି ।