• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Ravi-Shastri-belly
ପେଟ ପାଇଁ ରବି ଶାସ୍ତ୍ରୀ ସମାଲୋଚନାର ଶରବ୍ୟ

ପ୍ରଦୀପ ଭାରତୀ ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ସେ ସଦା ସର୍ବଦା ଫିଟ୍‌ ରହିବା କଥା। କିନ୍ତୁ ତାଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ପେଟୁଆ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମାଲୋଚକମାନେ ତାଙ୍କୁ […]

  • Monday, 19 July 2021
irafn
ସୁଶାନ୍ତ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ: ଏହି କ୍ରିକେଟର୍‌ଙ୍କୁ କହିଥିଲେ 'ଭାଇ ମୋ ଫିଲ୍ମ ଦେଖିବ'

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍‌ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍‌ଫାନ ପଠାନ ଟ୍ୱିଟ୍‌ କରି ଲେଖିଛନ୍ତି, ” ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ […]

virat
ଆସନ୍ତା କାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଅଧିନାୟକ ବିରାଟ […]

  • Monday, 19 July 2021
virat
ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ […]

  • Monday, 19 July 2021
Tokyo Olympic
ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ

ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

car
ସାଂସଦ ଗୌତମ ଗମ୍ଭୀର ବାପାଙ୍କ ଗାଡି ଚୋରି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପିତାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ସକାଳେ କାରଟି ଚୋରି ହୋଇଥିଲା । ଏନେଇ ପରିବାର ତରଫରୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ ଡିସିପିଙ୍କ କହିବା ଅନୁଯାୟୀ ,ସିସିଟିଭି ମାଧ୍ୟମରେ ଚୋରକୁ ଖୋଜା ଚାଲିଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଗମ୍ଭୀର ତାଙ୍କ ବାପାଙ୍କ ସହିତ ରୁହନ୍ତି। […]

  • Monday, 19 July 2021
india -england
ଭାରତକୁ ୩୧ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା ଆଉ ଗସ୍ତର ପ୍ରଥମ ଲଢ଼େଇରେ ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାସ୍ତ […]

  • Monday, 19 July 2021
ISHANTSHARMA
ଭାରତ ଆଗରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ

ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ବିରାଟ୍‌ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍‌ ରହିଛି। ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲିଶ ଟପ୍‌ ଅର୍ଡରକୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। […]

  • Monday, 19 July 2021
virat
ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ

ବର୍ମିହାମ : ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍‌ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି। ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ […]

  • Monday, 19 July 2021
vlcsnap-error750
ବିଶ୍ୱକପ୍ ହକି ପାଇଁ ଚାଲିଛି ପ୍ରମୋସନ, ମହିଳା ବିଶ୍ୱକପ୍‌ ହକି ଦେଖିବାକୁ ଇଂଲଣ୍ଡ ଗଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଲୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍। ଏହା ସହିତ ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍‌ରେ ଅଧିକ ଦର୍ଶକଙ୍କ ପାଇଁ ହେଉଛି କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟବସ୍ଥା। ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ଏଠାରେ ୨ଟି ଗ୍ୟାଲେରୀ ଥିଲା। ଏବେ ତାହା ୪ଟି ଗ୍ୟାଲେରୀରେ ୧୬ ହଜାର ଦର୍ଶକଙ୍କ […]

  • Monday, 19 July 2021
cricket
ଅାଜିଠାରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍

ଇଂଲଣ୍ଡ : ଅାଜିଠୁ ଅାରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍‌। ଇଂଲଣ୍ଡ ସହ ଭାରତ ଖେଳିବ ୫ଟିକିଅା ଟେଷ୍ଟ ସିରିଜ୍‌। ଶେଷ ଥର ପାଇଁ ୨୦୧୧ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ହାରିବା ପରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଅା। ଚଳିତ ବର୍ଷ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଅା। ହେଲେ ଘରୋଇ ପରିବେଶରୁ ପୁରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଇଂଲଣ୍ଡ ଟିମ୍। ନୂଅା ଦଳ , ନୂଅା ଅଧିନାୟକ […]

  • Monday, 19 July 2021
india team
ମହିଳା ବିଶ୍ୱ କପ୍‌ ହକି କ୍ୱାର୍ଟରରେ ଭାରତ

ଲଣ୍ଡନ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ ଭାରତର ବାଜିମାତ। ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ଏକ କ୍ରସ୍‌ଓଭର ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି। କାଲି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆମି ପ୍ରଥମ ଗୋଲ ସ୍କୋର କରିଥିଲେ। ୪୫ ମିନିଟରେ ପେନାଲ୍‌ଟି କର୍ଣ୍ଣରରେ ଦ୍ୱିତୀୟ ଗୋଲ ନେହା […]

  • Monday, 19 July 2021
india vs eng
ଅାସନ୍ତାକାଲି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍‌ରେ ଇଂଲିସ ଟିମ୍‌କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର। ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ ଯାଦବ। ସେପଟେ ଏକୁଟିଆ ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ […]

  • Monday, 19 July 2021
vlcsnap-error829
ବେସବଲ୍ ଲିଟିଲ ପ୍ରତିଯୋଗିତା: ଭାରତୀୟ ଟିମ୍‌ରେ ଓଡ଼ିଆ ପୁଅ

ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି।  ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି।  ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ।  ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେ ଚଣ୍ଡିଗଡ଼ ଗସ୍ତ କରିଛନ୍ତି। ଚଣ୍ଡିଗଡ଼ କ୍ୟାମ୍ପରେ ସେ ଆସନ୍ତା ଅଗଷ୍ଟ୧୦ ତାରିଖ ଯାଏ ରହିବେ। […]

  • Monday, 19 July 2021
56000
ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି। ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ […]

virat-kohli-te
ଟେଷ୍ଟ ସିରିଜ୍‌ରେ ବିରାଟ ଦମ୍‌ ଦେଖାଇପାରିବେ ତ?

ନୂଆଦିଲ୍ଲୀ: ଚାରିବର୍ଷ ଭିତରେ ବହୁତ କିଛି ବଦଳି ସାରିଛି। ଏହାରି ଭିତରେ ବିରାଟ କୋହଲି କ୍ରିକେଟ ଜଗତରେ ବ୍ୟାଟିଂର ବାଦ୍‌ଶାହ ବନିଯାଇଛନ୍ତି। ଏହି କଥା କହିଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ୍‌ ରାଜ୍‌ କୁମାର ଶର୍ମା। ସେ କହିଛନ୍ତି ୧ ଅଗଷ୍ଟରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ୍‌ରେ ବିରାଟଙ୍କ ବ୍ୟାଟିଂକୁ କେହି ରୋକିପାରିବେନି। ଭାରତୀୟ ଦଳ ଯେତେବେଳ ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲା, ସେହି ସିରିଜ୍‌ରେ ୫ଟି ମ୍ୟାଚ୍‌ର ୧୦ ଟି […]

  • Monday, 19 July 2021
ict
ଟିମ୍ ଇଣ୍ଡିଆକୁ ମିଳିଲା ଦୁଇଦିନର ଛୁଟି

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଦୁଇ ଦିନର ଛୁଟି ମିଳିଛି। ଭାରତ ଗତ ୧୨ ଦିନରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତ ତା’ର […]

Pakistan
ସର୍ଫରାଜଙ୍କୁ ଏମିତି ସମାଲୋଚନା କଲେ ପ୍ରଶଂସକ

ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି। ପ୍ରଶଂସକ ମଧ୍ୟ ପାକିସ୍ତାନ ଟିମର ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ପ୍ରଶଂସକ କହିଛନ୍ତି, ପାକିସ୍ତାନ ଟିମ୍ ମ୍ୟାଚ୍ ପୂର୍ବରୁ ଫାଷ୍ଟ ଫୁଡ୍ ଯଥା ବର୍ଗର […]

yy
ପାକ୍ ସାମ୍ବାଦିକଙ୍କୁ ଏମିତି ଜବାବ ଦେଲେ ରୋହିତ୍

ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ ଏହି ଟିମ୍ ଧାରା ବଜାୟ ରଖିଛି। ରବିବାର ମ୍ୟାଚ୍ ପରେ ରୋହିତ୍ ଶର୍ମା ସାମ୍ବାଦିକ ସମ୍ମିଳନୀ ପାଇଁ ପହଞ୍ଚିଥିଲେ। ସେ ଏକ ପ୍ରଶ୍ନର ଏମିତି ଜବାବ ଦେଲେ […]

Cricket
ପାକିସ୍ତାନକୁ ୩୩୭ ରନର ଟାର୍ଗେଟ୍

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆଜି ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ୍ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଜର ୨୪ତମ ଦିନିକିଆ […]

virat
ବିରାଟଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟା ଆଉଟ୍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରି ଆଉ ଏକ ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। […]

ro
ଚଳିତ ବିଶ୍ୱକପରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଧୈର୍ଯ୍ୟପୂର୍ଣ୍ଣ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ । ଆଜି ମ୍ୟାଚରେ ରୋହିତଙ୍କ ସହ […]

0
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି।  ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି। […]

hky
ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ  ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। […]

wc
ଭାରତ ଜିତିପାରିବନି ବିଶ୍ୱକପ୍ !

ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ତୃତୀୟଥର ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ଭାରତର ଆଶା ଏଥର ପୂରଣ ହେବନାହିଁ। ମୁମ୍ବାଇର ପ୍ରସିଦ୍ଧ ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ୨୦୧୯ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ […]