Advertisment

ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ

ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ

India Won

ଲଣ୍ଡନ: ଭାରତର ଲର୍ଡସ ବିଜୟ। ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି। ଇଂଲଣ୍ଡକୁ ୧୫୧ ରନ୍‌ରେ ମାତ୍ ଦେଇଛି। ମେନ୍ ଇନ୍ ବ୍ଲୁ  ସିରାଜ ୪ଟି ୱିକେଟ୍ ନେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତ ତାର ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା।  ଜବାବରେ ଇଂଲଣ୍ଡ ଟିମ୍ ୩୯୧ ରନ୍ କରିଥିଲା।ଦ୍ୱିତୀୟ ଇନିଂସରେ ଭାରତ ୮ ୱିକେଟରେ ୨୯୮ ରନ କରି ପାଳି ଘୋଷଣା କରିଥିଲା। ତେବେ ଇଂଲଣ୍ଡ ଟିମ୍ ୧୨୦ ରନ୍ କରି ଅଲଆଉଟ୍ ହୋଇଯାଇଛି। ସିରିଜର ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଜିତି ଭାରତ୧-୦ରେ ଆଗୁଆ ରହିଛି। 

Advertisment

ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା। ଇଂଲଣ୍ଡ ଟିମ୍ ୧୨୦ ରନ୍ କରି ଅଲଆଉଟ୍ ହୋଇଯାଇଛି।

India News India-England Test Match
Advertisment
Advertisment