• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

b
ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବିରାଟ ରାଲି

ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଏକ ବିରାଟ ନିର୍ବାଚନୀ ରାଲି କରିଛନ୍ତି। ଏହି ରାଲିରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି। କାଜିବଜାର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଭୟ ନେତା ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ। ଜଗତପୁରରୁ ଆରମ୍ଭ ହୋଇଥିବା ଏହି ରାଲି ଟାଙ୍ଗୀ ଡ୍ରିମସ କଲେଜ୍, ଗୋପୀନାଥପୁର, ଭଟିମୁଣ୍ଡା ଦେଇ ପ୍ରାୟ ୪୦ କିଲୋମିଟର ଅତିକ୍ରମ […]

  • Tuesday, 20 July 2021
bjp
ପଢ଼ନ୍ତୁ କେଉଁ ଆସନରୁ ବିଜେପି କାହାକୁ ପ୍ରାର୍ଥୀ କଲା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯାଇଛି, ତା’ର ଏକ ତାଲିକା ନିମ୍ନରେ ଦିଆଯାଇଛି। ପଦ୍ମପୁର- ପ୍ରଦୀପ […]

  • Tuesday, 20 July 2021
Congress-Bhawan
ଆଜି ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର: ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏଥିରେ ଓଡ଼ିଶାର ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ସାଧାରଣ […]

  • Tuesday, 20 July 2021
BJD OFFICE
ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଆସନ୍ତାମାସରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଲାଗିଛି। ଗତକାଲି ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ପ୍ରଥମ ଦୁଇ ପର୍ଯ୍ୟାୟର ବାକି ଥିବା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ମାର୍ଚ୍ଚ ୧୮ରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ଏହା ପରେ ଦଳ ଆଉ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ପ୍ରଥମ […]

  • Tuesday, 20 July 2021
bjp
ଭୁବନେଶ୍ୱର ଏକାମ୍ର ଆସନ ଟିକେଟ୍‌ ଚୟନକୁ ନେଇ ବିଜେପିରେ ଅସନ୍ତୋଷ

ଭୁବନେଶ୍ୱର: ଗତକାଲି ବିଜେପି ଲୋକସଭା ଓ ବିଧାସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପ୍ରାର୍ଥୀ ତାଲିକା ଘୋଷଣା ପରେ ଭୁବନେଶ୍ୱର ଏକାମ୍ର ଆସନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଥର ବାବୁ ସିଂଙ୍କୁ ଭୁବନେଶ୍ୱର ଏକାମ୍ର ଟିକେଟ୍ ଦେଇଛି ଦଳ। ତେବେ ଏହାକୁ ନେଇ ଗତଥର ପ୍ରାର୍ଥୀ ହୋଇଥିବା ଅମିୟ ଦାଶଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ […]

  • Tuesday, 20 July 2021
prakesh-behera
୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମ୍ବଲପୁରରୁ ଜୟନାରାୟଶ ମିଶ୍ରଙ୍କୁ ଟଇକେଟ୍‌ ମିଳିଥିବା ବେଳେ ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରହିତ, ଭୁବନେଶ୍ୱର (ମଧ୍ୟ)ରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ବାଲିକୁଦା ଏରସମାରୁ ଦାମୋଦର ରାଉତ, […]

  • Tuesday, 20 July 2021
dharmendra
ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି। ରାଜ୍ୟର ୪ରୁ ୫ ଜଣ ଅଣ ଓଡ଼ିଆ ଅଫିସର ଏପରି ଷଡ଼ଯନ୍ତ୍ର ଚଳାଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି, “ଅତୀତରେ ଏଭଳି ଅପଚେଷ୍ଟା କରିଥିବା ଅଧିକାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ତେଣୁ ଓଡ଼ିଶାରେ ଏଭଳି ହେବାକୁ ଆଉ ବେଶୀ ଦିନ ନାହିଁ।” ବୋଲି ଧର୍ମେନ୍ଦ୍ର ଖୋଲା ଚେତାବନୀ […]

  • Tuesday, 20 July 2021
f2
ସରକାରଙ୍କୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ବାଲେଶ୍ୱର(ରଞ୍ଜିତ ପାକଳ)/ବାସୁଦେବପୁର(କିରିଟି ଚନ୍ଦ୍ର ଦାସ)/ ରାଇରଙ୍ଗପୁର (ରାଜେଶ କୁମାର ଶର୍ମା):  ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ। କ୍ଷେତରେ ହାଡ ଭଙ୍ଗା ପରିଶ୍ରମ କରି ଫଳ ଫଳାଇବା ପରେ ବି ତାକୁ ମିଳୁନି ଉଚିତ୍ ପ୍ରାପ୍ୟ। ଫଳରେ ରାଜରାସ୍ତାକୁ ଆସି ହକ୍ ପାଇଁ ଲଢ଼େଇ କରୁଛି ଚାଷୀ। କେଉଁଠି ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ ତ ଆଉ କେଉଁଠି ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନ। ସେପଟେ କୃଷକ ଆନ୍ଦୋଳନକୁ ପ୍ରଶମିତ କରିପାରିନି ସରକାରୀ ଯୋଜନା ଆଉ ନେତାଙ୍କ […]

  • Tuesday, 20 July 2021
basanti
ବିଜେଡି ଛାଡିଲେ ମୋହନା ବିଧାୟିକା

ଭୁବନେଶ୍ୱର: ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା ଦଳ ଛାଡ଼ିଲେଣି। ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା […]

  • Tuesday, 20 July 2021
bjd
ଦଳ ଡିଆଁ ଓ ଅସନ୍ତୋଷ ରୋକିବାକୁ ବିଜେଡିର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ ଦିଆଯାଇଛି। ସେପଟେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଆଉ ନିଜ ତାଲିକା ଶୀଘ୍ର ଘୋଷଣା ନକରିବା ଚକ୍କରରେ ରହିଛି। ପରିବର୍ତ୍ତିତ ରଣନୀତି ଅନୁସାରେ […]

  • Tuesday, 20 July 2021
congress
କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଗଣିତ: ବିଦ୍ରୋହୀଙ୍କୁ ଚକମା ଦେବାକୁ ଖୋଜୁଛି ଗଳାବାଟ

ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ। ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ […]

  • Tuesday, 20 July 2021
aparajita-otv
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। […]

  • Tuesday, 20 July 2021
kantabanji
ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ। ଆୟୁବଙ୍କ ସମର୍ଥକମାନେ ଆଜି ନବୀନ ନିବାସ ଆସି କଣ୍ଟାବାଞ୍ଜି ପାଇଁ ଦିଆଯାଇଥିବା ଦଳୀୟ ଟିକେଟର ପୁର୍ନବିଚାର କରାଯିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, “ଆୟୁବଙ୍କ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ତାଙ୍କୁ ଟିକେଟରୁ ବଞ୍ଚିତ କରି ଅନ୍ୟାୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ଆୟୁବଙ୍କୁ ପ୍ରାର୍ଥୀ କରନ୍ତୁ।” ୨ ମାସ ତଳେ ଦଳରେ ଯୋଗ ଦେଇଥିବା […]

  • Tuesday, 20 July 2021
dholakiya
ବିଜେଡି ପ୍ରାର୍ଥୀ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟିବା ଅଭିଯୋଗ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ଆସୁଥିବା ଲୋକଙ୍କୁ ସେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଦ୍ୱିନ ଦ୍ୱିପ୍ରହରେ ଭୋଟରମାନଙ୍କୁ ଢୋଲକିଆ ଏଭଳି ଟଙ୍କା ବାଣ୍ଟିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ […]

  • Tuesday, 20 July 2021
bjd1111
ନିଜ ନିଜ ଦାବି ନେଇ ସିଇଓଙ୍କ ପାଖରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଡିଆଇଜି ଆଶିଷ ସିଂହଙ୍କ ନାଁରେ ସିଇଓଙ୍କଠାରେ ବିଜେପି ଫେରାଦ ହୋଇଛି। ଶ୍ରୀ ସିଂହ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଉଥିବା ବିଜେପି ଅଭିଯୋଗ […]

  • Tuesday, 20 July 2021
land
ସରକାରୀ ଜମି ମାଡ଼ି ବସିଛନ୍ତି ଶାସକ ବିଧାୟକ !

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି। ଏପରି ଅଭିଯୋଗ ଆସିଛି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନାଁରେ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ତେବେ ବିଧାୟକ ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ରାଜସ୍ୱ ବିଭାଗର […]

  • Tuesday, 20 July 2021
f1
ମଣ୍ଡିରେ ଉଠୁନି ଧାନ, ସମସ୍ୟାରେ ଚାଷ

ଭଦ୍ରକ(ତପନ ସ୍ୱାଇଁ)/ଯାଜପୁର(ଗୁଲାମ ଗସ୍): ରାଜ୍ୟରେ ଚାଷ ଓ ଚାଷୀଙ୍କ ସମସ୍ୟା ଗୁରୁତର ରହିଛି। କେଉଁଠି ଫସଲହାନୀରୁ ଚାଷୀର ଆତ୍ମହତ୍ୟା ହେଉ ତ ଆଉ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ଜନିତ ସମସ୍ୟା। ବର୍ଷ ତମାମ ଉପାନ୍ତରୁ ଉପକୂଳ ଯାଏଁ, ଚାଷୀ ପରିବାରକୁ ଦହଗଞ୍ଜ ହେବାକୁ ପଡ଼ିଛି। ସରକାର ଆଉ ସରକାରୀ ଦଳର ପ୍ରତିଶ୍ରୁତି ଏବଂ ଯୋଜନା ଆଜି ବି ଚାଷୀର ଦୁଃଖକୁ ଦୂର କରିପାରିନି। ତେଣୁ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଚାଷୀ ଆଗାମୀ […]

  • Tuesday, 20 July 2021
bjp2
ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ

ଭୁବନେଶ୍ୱର: ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ ହୋଇଥଇବା ଦେଖିବାକୁ ମିଳୁଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ିଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ଆଗଧାଡିର ନେତା ପଦ୍ମ ଧରିଛନ୍ତି। ଆଜି ଗୋଟିଏ ଦିନରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ୩ ଜଣ ସାଂସଦ, ୩ ଜଣ ବିଧାୟକ ଓ ପୂର୍ବତନ ବିଧାୟକ। ଆଜି ଗୋଟିଏ ଦିନରେ ପଦ୍ମ ଧରିଛନ୍ତି ୩  ବିଜେଡି ବିଧାୟକ। ଏମାନେ  ହେଲେ ଦଶପଲ୍ଲାର ଏମ୍ଏଲ୍ଏ ପୂର୍ଣଚନ୍ଦ୍ର ନାଏକ, ନିଳଗିରିର […]

  • Tuesday, 20 July 2021
naveen
ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ନବୀନ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍‌ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା […]

  • Tuesday, 20 July 2021
bjp
ବିଜେଡି ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ

ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଜାରି ରହିଛି ଅସନ୍ତୋଷ। ଯାହାକି ଦଳ ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ ସଦୃଶ ହୋଇଛି। ଟିକେଟ୍ ନମିଳିବାରୁ ୩ ଜଣ ସିଟିଂ ଏମ୍‌ପି ବିଜେଡିକୁ ବାଏ ବାଏ କରିଥିବା ବେଳେ ସିଟିଂ ଏମ୍ଏଲ୍ଏଙ୍କ ତାଲିକା ବି ଲମ୍ବି ଚାଲିଛି। ତେଣେ ଦଳରେ ବ୍ୟାପୁଥିବା ଅସନ୍ତୋଷକୁ ମାନିଛନ୍ତି ମୁଖପାତ୍ର ଅରୁଣ ସାହୁ। ତେବେ ୨୦୦୯ ଓ ୧୪ ନିର୍ବାଚନ ବର୍ଷ ଭଳି ଦଳରେ ଏଥର ପଲିଟିକାଲ୍ କ୍ରାଇସିସ୍ […]

  • Tuesday, 20 July 2021
congress1
ଟିକେଟ ବଣ୍ଟା ନସରୁଣୁ, ବାହାରିଲାଣି କଂଗ୍ରେସର ପୁରୁଣା ରୋଗ

ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି। ସ୍ଥିତି ଏମିତି ଯେ, ହାଇକମାଣ୍ଡଙ୍କ […]

  • Tuesday, 20 July 2021
sagaria
ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ସଗରିଆ

ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍‌ପି-ଏସ୍‌ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।

  • Tuesday, 20 July 2021
farmer
ଗାଁକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବା କୃଷକ ସଂଗଠନର ଧମକ

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ସଂଗଠନର ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ କରି ଦଳ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏପରିକି ଗାଁ ମଧ୍ୟକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବାକୁ ଧମକ ଦେଇଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଚାଷୀଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବି କରୁଥିବା ସଂଗଠନ ଏଥର ଅହିଂସା […]

  • Tuesday, 20 July 2021
k
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ନାରାୟଣ

ଭୁବନେଶ୍ୱର: ଭୋଟ୍‌ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପାରଳାଖେମୁଣ୍ଡିରୁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିବା ପରେ କେ. ନାରାୟଣ ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କେ. […]

  • Tuesday, 20 July 2021
g1
ଟିକେଟ୍‌ ନମିଳିବାରୁ ଦଳ ଛାଡ଼ିଲେ ଏମ୍‌ପି, ଏମ୍‌ଏଲ୍‌ଏ

ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମ୍‌ପି ଓ ୩ ଜଣ ସିଟିଂ ଏମ୍‌ଏଲ୍‌ଏ ଦଳ ଛାଡ଼ିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ […]

  • Tuesday, 20 July 2021