• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

congress
କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଗଣିତ: ବିଦ୍ରୋହୀଙ୍କୁ ଚକମା ଦେବାକୁ ଖୋଜୁଛି ଗଳାବାଟ

ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ। ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ […]

  • Tuesday, 20 July 2021
aparajita-otv
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। […]

  • Tuesday, 20 July 2021
kantabanji
ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ। ଆୟୁବଙ୍କ ସମର୍ଥକମାନେ ଆଜି ନବୀନ ନିବାସ ଆସି କଣ୍ଟାବାଞ୍ଜି ପାଇଁ ଦିଆଯାଇଥିବା ଦଳୀୟ ଟିକେଟର ପୁର୍ନବିଚାର କରାଯିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, “ଆୟୁବଙ୍କ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ତାଙ୍କୁ ଟିକେଟରୁ ବଞ୍ଚିତ କରି ଅନ୍ୟାୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ଆୟୁବଙ୍କୁ ପ୍ରାର୍ଥୀ କରନ୍ତୁ।” ୨ ମାସ ତଳେ ଦଳରେ ଯୋଗ ଦେଇଥିବା […]

  • Tuesday, 20 July 2021
dholakiya
ବିଜେଡି ପ୍ରାର୍ଥୀ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟିବା ଅଭିଯୋଗ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ଆସୁଥିବା ଲୋକଙ୍କୁ ସେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଦ୍ୱିନ ଦ୍ୱିପ୍ରହରେ ଭୋଟରମାନଙ୍କୁ ଢୋଲକିଆ ଏଭଳି ଟଙ୍କା ବାଣ୍ଟିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ […]

  • Tuesday, 20 July 2021
bjd1111
ନିଜ ନିଜ ଦାବି ନେଇ ସିଇଓଙ୍କ ପାଖରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଡିଆଇଜି ଆଶିଷ ସିଂହଙ୍କ ନାଁରେ ସିଇଓଙ୍କଠାରେ ବିଜେପି ଫେରାଦ ହୋଇଛି। ଶ୍ରୀ ସିଂହ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଉଥିବା ବିଜେପି ଅଭିଯୋଗ […]

  • Tuesday, 20 July 2021
land
ସରକାରୀ ଜମି ମାଡ଼ି ବସିଛନ୍ତି ଶାସକ ବିଧାୟକ !

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି। ଏପରି ଅଭିଯୋଗ ଆସିଛି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନାଁରେ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ତେବେ ବିଧାୟକ ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ରାଜସ୍ୱ ବିଭାଗର […]

  • Tuesday, 20 July 2021
f1
ମଣ୍ଡିରେ ଉଠୁନି ଧାନ, ସମସ୍ୟାରେ ଚାଷ

ଭଦ୍ରକ(ତପନ ସ୍ୱାଇଁ)/ଯାଜପୁର(ଗୁଲାମ ଗସ୍): ରାଜ୍ୟରେ ଚାଷ ଓ ଚାଷୀଙ୍କ ସମସ୍ୟା ଗୁରୁତର ରହିଛି। କେଉଁଠି ଫସଲହାନୀରୁ ଚାଷୀର ଆତ୍ମହତ୍ୟା ହେଉ ତ ଆଉ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ଜନିତ ସମସ୍ୟା। ବର୍ଷ ତମାମ ଉପାନ୍ତରୁ ଉପକୂଳ ଯାଏଁ, ଚାଷୀ ପରିବାରକୁ ଦହଗଞ୍ଜ ହେବାକୁ ପଡ଼ିଛି। ସରକାର ଆଉ ସରକାରୀ ଦଳର ପ୍ରତିଶ୍ରୁତି ଏବଂ ଯୋଜନା ଆଜି ବି ଚାଷୀର ଦୁଃଖକୁ ଦୂର କରିପାରିନି। ତେଣୁ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଚାଷୀ ଆଗାମୀ […]

  • Tuesday, 20 July 2021
bjp2
ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ

ଭୁବନେଶ୍ୱର: ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ ହୋଇଥଇବା ଦେଖିବାକୁ ମିଳୁଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ିଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ଆଗଧାଡିର ନେତା ପଦ୍ମ ଧରିଛନ୍ତି। ଆଜି ଗୋଟିଏ ଦିନରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ୩ ଜଣ ସାଂସଦ, ୩ ଜଣ ବିଧାୟକ ଓ ପୂର୍ବତନ ବିଧାୟକ। ଆଜି ଗୋଟିଏ ଦିନରେ ପଦ୍ମ ଧରିଛନ୍ତି ୩  ବିଜେଡି ବିଧାୟକ। ଏମାନେ  ହେଲେ ଦଶପଲ୍ଲାର ଏମ୍ଏଲ୍ଏ ପୂର୍ଣଚନ୍ଦ୍ର ନାଏକ, ନିଳଗିରିର […]

  • Tuesday, 20 July 2021
naveen
ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ନବୀନ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍‌ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା […]

  • Tuesday, 20 July 2021
bjp
ବିଜେଡି ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ

ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଜାରି ରହିଛି ଅସନ୍ତୋଷ। ଯାହାକି ଦଳ ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ ସଦୃଶ ହୋଇଛି। ଟିକେଟ୍ ନମିଳିବାରୁ ୩ ଜଣ ସିଟିଂ ଏମ୍‌ପି ବିଜେଡିକୁ ବାଏ ବାଏ କରିଥିବା ବେଳେ ସିଟିଂ ଏମ୍ଏଲ୍ଏଙ୍କ ତାଲିକା ବି ଲମ୍ବି ଚାଲିଛି। ତେଣେ ଦଳରେ ବ୍ୟାପୁଥିବା ଅସନ୍ତୋଷକୁ ମାନିଛନ୍ତି ମୁଖପାତ୍ର ଅରୁଣ ସାହୁ। ତେବେ ୨୦୦୯ ଓ ୧୪ ନିର୍ବାଚନ ବର୍ଷ ଭଳି ଦଳରେ ଏଥର ପଲିଟିକାଲ୍ କ୍ରାଇସିସ୍ […]

  • Tuesday, 20 July 2021
congress1
ଟିକେଟ ବଣ୍ଟା ନସରୁଣୁ, ବାହାରିଲାଣି କଂଗ୍ରେସର ପୁରୁଣା ରୋଗ

ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି। ସ୍ଥିତି ଏମିତି ଯେ, ହାଇକମାଣ୍ଡଙ୍କ […]

  • Tuesday, 20 July 2021
sagaria
ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ସଗରିଆ

ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍‌ପି-ଏସ୍‌ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।

  • Tuesday, 20 July 2021
farmer
ଗାଁକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବା କୃଷକ ସଂଗଠନର ଧମକ

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ସଂଗଠନର ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ କରି ଦଳ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏପରିକି ଗାଁ ମଧ୍ୟକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବାକୁ ଧମକ ଦେଇଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଚାଷୀଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବି କରୁଥିବା ସଂଗଠନ ଏଥର ଅହିଂସା […]

  • Tuesday, 20 July 2021
k
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ନାରାୟଣ

ଭୁବନେଶ୍ୱର: ଭୋଟ୍‌ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପାରଳାଖେମୁଣ୍ଡିରୁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିବା ପରେ କେ. ନାରାୟଣ ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କେ. […]

  • Tuesday, 20 July 2021
g1
ଟିକେଟ୍‌ ନମିଳିବାରୁ ଦଳ ଛାଡ଼ିଲେ ଏମ୍‌ପି, ଏମ୍‌ଏଲ୍‌ଏ

ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମ୍‌ପି ଓ ୩ ଜଣ ସିଟିଂ ଏମ୍‌ଏଲ୍‌ଏ ଦଳ ଛାଡ଼ିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ […]

  • Tuesday, 20 July 2021
bjd
ଦଳୀୟ ଅସନ୍ତୋଷ କଥା ମାନିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ। ହେଲେ ପ୍ରାର୍ଥୀ ଜଣେ ହେବେ। ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି।” ସେଆହୁରି କହିଛନ୍ତି, “କାଁ ଭାଁ ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି। […]

  • Tuesday, 20 July 2021
purna
ବିଜେଡିରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ସିଟିଂ ଏମ୍‌ଏଏଲ୍‌। ସେ ହେଉଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ଟିକେଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଦଳର କିଛି ମୁଷ୍ଟିମେୟଙ୍କ ଭୁଲ ନିଷ୍ପତ୍ତି ପାଇଁ ଟିକେଟ ପାଇଲିନି ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ଏହାସହ ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଯାହାକୁ ଟିକେଟ ମିଳିଛି, ସେ ଏସ୍‌ସି/ଏସ୍‌ଟିଙ୍କ ବିକାଶ ମୂଳକ […]

  • Tuesday, 20 July 2021
c1
ଟିକେଟ୍‌କୁ ନେଇ ତେଜିଲା କଂଗ୍ରେସ କଳି

ଭୁବନେଶ୍ୱର: ବହୁ ଆଡ଼ମ୍ବରରେ କଂଗ୍ରେସର ଲଘୁକ୍ରିୟା। ଆଗୁଆ କରିବୁ, ଆଗୁଆ କରିବୁ କହି ଶେଷରେ ଗତକାଲି ୬ ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ତାଲିକା ଘୋଷଣା ହେଉ ହେଉ ତୀବ୍ର ହେଲାଣି ବିଦ୍ରୋହର ସ୍ୱର। ବରଗଡ଼ରେ ଟିକେଟ୍‌ ନମିଳିବା ପ୍ରତିବାଦରେ ଦଳ ଛାଡିଛନ୍ତି ପୁରୁଖା ନେତା ସାଧୁ ନେପାକ। ଏଣେ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ […]

  • Tuesday, 20 July 2021
bijepur
ବିଜେପୁର ନିର୍ବାଚନ ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହେବନି ତ ?

ଭୁବନେଶ୍ୱର: ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍‌ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ? ବର୍ଷେ ତଳେ ଉପ-ନିର୍ବାଚନ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା କେତେଦୂର ପୂରଣ ହୋଇଛି ? ଏସବୁ ପ୍ରସଙ୍ଗ ଏବେ ନବୀନଙ୍କ ଆଗରେ ବଡ଼ […]

  • Tuesday, 20 July 2021
b3
ବିଜେଡିରେ ବିଦ୍ରୋହ: ଦଳ ଛାଡ଼ୁଛନ୍ତି ନେତା, ୯ ବିଧାନସଭା ଆସନ ପାଇଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳୁଛି। ଟିକେଟ୍‌ରୁ ବଞ୍ଚିତ ହେବା ପରେ ଆଜି ସାଂସଦ ଅର୍କକେଶରୀ ଦେଓ, କୁସୁମ ଟେଟେ, କେ.ନାରାୟଣ ରାଓ ଓ ପ୍ରମୋଦ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେପଟେ ସାଂସଦ ଟିକେଟ୍‌ରୁ ବଞ୍ଚିତ ହେବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବି ଦଳ ଛାଡ଼ିବାକୁ ପରୋକ୍ଷରେ ଧମକ ଦେଇଛନ୍ତି। ବିଦ୍ରୋହ ବଢୁଥିବାରୁ ପ୍ରଥମ […]

  • Tuesday, 20 July 2021
bjp
ଗୁଇନ୍ଦା ରିପୋର୍ଟକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ରିପୋର୍ଟ ଆଧାରରେ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେପି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଖାଉଥିବା ପ୍ରମାଣପତ୍ର ଜାଲ ବୋଲି ବିଜେଡି କହିବା ସହ ଏହା ହୀନ ରାଜନୀତି ବୋଲି ଆକ୍ଷେପ କରିଛି। ଅନ୍ୟପକ୍ଷରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ସଂପର୍କିତ ଏହି ଗୁଇନ୍ଦା ରିପୋର୍ଟକୁ ନେଇ […]

  • Tuesday, 20 July 2021
purna
ମୋ ପ୍ରତି ଅନ୍ୟାୟ ହୋଇଛି: ପୂର୍ଣ୍ଣଚନ୍ଦ୍ର ନାୟକ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, “ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଥିଲି। ଏହାସତ୍ତ୍ୱେ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ସେ ପରବର୍ତ୍ତୀ […]

  • Tuesday, 20 July 2021
debaraj
ଟିକେଟ୍‌ ନମିଳିବାକୁ ନେଇ ଦେବରାଜଙ୍କ କ୍ଷୋଭ

ଆସିକା (ମନୋଜ ମୁନି): ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ନାଁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜେ ଦେବରାଜ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ଯୋଗ୍ୟତା ଥାଇ, କ’ଣ ପାଇଁ ଟିକେଟ୍‌ କଟିଲା ଜାଣିପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, “ବିଧାୟକ ଭାବେ ଅନେକ କାମ କରିଛି। ଦଳ ଗଠନ ଦିନରୁ କାମ କରି ଆସିଛି। ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ରହି ସବୁବେଳେ […]

  • Tuesday, 20 July 2021
bjd
ନବୀନଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଗତକାଲି ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ଚିଠି ଦେଖାଇ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ବିଜେପି ଅଭିଯୋଗ କରିଥିଲା। ଆଜି ଏହାର ସ୍ପଷ୍ଟିକରଣ ରଖିଛି ବିଜେଡି। ବିଜେପି ମିଥ୍ୟା ଡକ୍ୟୁମେଣ୍ଟ ଦେଖାଇ ଥିବା କହି ଏହା ହୀନ ରାଜନୈତିକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିଜେପି ଦେଖାଇଥିବା ଚିଠି ଜାଲ୍‌ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ସମାନ ଢାଞ୍ଚାରେ […]

  • Tuesday, 20 July 2021
naveen
୨୬ ବିଧାୟକଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେଲେ ନବୀନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ୫୪ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ୨୬ ନୂଆ ମୁହଁ ଥିବା ଜଣାପଡ଼ିଛି। ସେହିପରି ୯ଟି ଲୋକସଭା ଆସନ ମଧ୍ୟରେ ମାତ୍ର ବଲାଙ୍ଗିରରେ କଳିକେଶ ସିଂହଦେଓଙ୍କୁ ଛାଡ଼ି ବାକି ସମସ୍ତ ଆସନରେ ନୂଆ ମୁହଁକୁ ବିଜେଡି ସ୍ଥାନ ଦେଇଛି। ବିଜେଡିର ତାଲିକା ଅନୁସାରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କୁ ଡାବୁଗାଁକୁ ପଠାଯାଇଥିବାବେଳେ ନବରଙ୍ଗପୁରରେ ସଦାଶିବ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି କଣ୍ଟାବାଞ୍ଜିରେ ଆୟୁବ ଖାଁଙ୍କ ବଦଳରେ […]

  • Tuesday, 20 July 2021