• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Former MLA Pravat Biswal Faces Wrath Of People
ନିର୍ବାଚନ ପ୍ରଚାର ବେଳେ ପ୍ରଭାତ ବିଶ୍ୱାଳ ହଟହଟା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।

Covid Warrior Who Is Contesting For Zilla Parisha Post In Keonjhar Gets Massive Support In Keonjhar
ନିର୍ବାଚନି ପ୍ରଚାରରେ ଯାଇଥିଲେ ପ୍ରାର୍ଥୀ: ହଳଦୀ ପାଣିରେ ଗୋଡ ଧୋଇ ଦେଲେ ଭୋଟର

ପଂଚାୟତ ନିର୍ବାଚନି ପ୍ରଚାର ପାଇଁ ଭୋଟ ମାଗୁବାକୁ ଯାଇଥିଲେ ପ୍ରାର୍ଥୀ। କରୋନା ସମୟରେ ଯୋଦ୍ଧା ସାଜି ଲୋକଙ୍କର ବଂଚାଇଥିଲେ ଜୀବନ...ପାଖରେ ପ୍ରିୟ ନେତ୍ରୀଙ୍କୁ ପାଇ ହୁଳହୁଳି ଦେଲେ ହଳଦୀ ପାଣିରେ ଗୋଡ ଧୋଇଦେଲେ ଭୋଟର, ଦେଖନ୍ତୁ ଏହି ନିଆରା ଦୃଶ୍ୟ…

Lord Lingaraj Land Grab Allegations
ଜମି କିଣାବିକାକୁ ନେଇ ତେଜିଲା ରାଜନୀତି

ଲିଙ୍ଗରାଜଙ୍କ ଜମି କିଣାବିକାକୁ ନେଇ ତେଜିଲା ରାଜନୀତି I ଭୁବନେଶ୍ୱରସ୍ଥିତ ବିବାଦୀୟ ଜମିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ I ରାଜ୍ୟ ସରକାର ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେପିର ନିଶାନା ଜମି ମାଲିକ କହିଲେ କିଛି ବେନିୟମ କାମ ହୋଇନି

Lingaraj Temple Land Dispute
ମହାପ୍ରଭୁ ଲିଙ୍ଗରାଜ ଜମି କିଣାବିକାକୁ ନେଇ ତେଜିଲା ବିବାଦ: କିଛି ବେନିୟମ କାମ ହୋଇନି ବୋଲି କହିଲେ ଜମି ମାଲିକ

ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ

Odisha Panchayat Polls
ଉଠୁଛି ପଡୁଛି ପଞ୍ଚାୟତ ମଇଦାନ

ରାଜନୀତି ଏମିତି ଏକ ନିଶା, ଯେଉଁଠି ଦେଖାଯାଏନି ବୟସର ତାରତମ୍ୟ । ଜୀବନର ଅପରାହ୍ନରେ ପହଞ୍ଚି ବି ଅନେକ ମଣିଷ କେମିତି ରାଜନୀତି ମାଧ୍ୟମରେ ଜନସେବା କରିବାକୁ ପ୍ରବଳ ଆଗ୍ରହୀ, ତାର ଚିତ୍ର ଆସିଛି ପଞ୍ଚାୟତ ନିର୍ବାଚନ ମଇଦାନରୁ । ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆମ ଟିମ୍‌ ଭେଟିଛି । ବୟସ ଖୁବ୍‌ ଅଧିକ, ହେଲେ ବୟସ ଆଗରେ ଲୋକଙ୍କ ସବେ କରିବା ମନବୃତ୍ତି ହାର ମାନିନି ।

Panchayat  Election
ବୟସ ୯୫ ପାର୍ ! ତଥାପି ପ୍ରବଳ ଯୋଶ, ନିର୍ବାଚନ ମଇଦାନରେ କରୁଛନ୍ତି ଜୋରଦାର ପ୍ରଚାର

ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ ।

VOTE
ପୁଣି ବଢ଼ିଲା କଟକଣା ଅବଧି, ହେବନି ରାଲି କି ରୋଡ୍‌ ସୋ

ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।

Reservation list of 107 Municipalities/NACs
ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି।

Politics Over PM Awas Yojana
ପିଏମ୍‌ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି।

bjd mla
କରୋନା କଟକଣାକୁ ଶାସକ ଦଳ ବିଧାୟକଙ୍କ ବେଖାତିର

ନିମୟ ଭାଙ୍ଗିଲେ ନେତା । ପ୍ରଚାର ସମୟରେ କରୋନା କଟକଣାର ଧଜିଆ ଉଡ଼ାଇଲେ ଶାସକ ଦଳ ବିଧାୟକ ।

Man Allegedly Distributes Money To Voters In Bolangir
ସରପଞ୍ଚ ପ୍ରାର୍ଥୀଙ୍କ ହାତରେ ବିଡ଼ା ବିଡ଼ା ନୋଟ୍‌, ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍‌

ଭୋଟ୍‌ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି।

Panchayat Election
ପଞ୍ଚାୟତ ମଇଦାନରେ ବି କୋଟିପତି ପ୍ରାର୍ଥୀ

ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି।

Odisha Panchayat Election
ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଟେନସନ୍‌ରେ ସବୁ ଦଳର ପ୍ରାର୍ଥୀ

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Panchayat Election
ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।

panchayat Election
ବିନା ଲଢେଇରେ ୱାର୍ଡମେମ୍ୱର ହେଲେ ୮ ସନ୍ତାନର ଜନକ !

ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ। 

Model Priyanka Nanda To Contest Election For Sarpanch Post
ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନରେ ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

Panchayat Election
ପ୍ରଚାର ବେଳେ BJD ପ୍ରାର୍ଥୀ ବାଣ୍ଟୁଛନ୍ତି ଟଙ୍କା ! ଭାଇରାଲ ହେଉଛି ଭିଡିଓ

ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।

Odisha Niyamgiri Panchayat Election
୧୫ ବର୍ଷ ପରେ ହେଉଛି ନିର୍ବାଚନ, ଏକା ଏକା ବୁଲୁଛନ୍ତି ପ୍ରାର୍ଥୀ

ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।

nadda
ଜେପି ନଡ୍ଡାଙ୍କ ନିର୍ବାଚନ ପ୍ରଚାର ସମୟରେ ପଶିଗଲେ ଚୋର, ଦେଢ଼ ଡଜନରୁ ଅଧିକ ମୋବାଇଲ୍ ଚୋରି

ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।

Panchayat Election
ଚର୍ଚ୍ଚାରେ ବଲାଙ୍ଗିର ରାଜନୀତି: ଭାଇ-ଭାଇ, ଯାଆ-ଯାଆ ଲଢ଼େଇ

ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି।

panchayat poll
ରାଜନୀତି ପାଇଁ ବାଜିରେ ରକ୍ତସମ୍ପର୍କ ! ନିର୍ବାଚନୀ ମୈଦାନରେ ଦୁଇ ଭାଇ

ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।

Keonjhar
ଗେମ୍‌ ଚେଞ୍ଜର ହେବେ କି ସନାତନ ମହାକୁଡ଼ ?

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି

Bhadrak
ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି?

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?

Politics
ପଂଚାୟତ ନିର୍ବାଚନ: ମଇଦାନରେ ଅଧିକାଂଶ ରାଜନେତାଙ୍କ ପରିବାରର ସଦସ୍ୟ

ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?

VOTE
ବ୍ରହ୍ମପୁର- କଟକ- ଭୁବନେଶ୍ୱର ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ, ସଂରକ୍ଷଣ ତାଲିକା ବି ଆସିଲା ସାମ୍ନାକୁ

ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।