• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Special story
‘ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଜାଣିଶୁଣି ଗିରଫ କରୁନି ପୋଲିସ୍‌’

ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି ।

Child
ହୃଦୟ ବିଦାରକ ! ମନ୍ତ୍ରୀ କହିଲେ, ରାଜ୍ୟରେ ୩୯୩ ଶିଶୁ ରାସ୍ତା କଡ଼ରେ କାଟୁଛନ୍ତି ଜୀବନ

 ଏକ ପ୍ରଶ୍ନର ଉତ୍ତର ରଖି ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ।

ratna bhandar
ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି, ମନ୍ତ୍ରୀ କହିଲେ ପ୍ରସ୍ତାବ ଆସିଲେ ବିଚାର କରିବା

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ କରିଥିଲେ ଅପିଲ୍ ।

Bishnu Sethi
ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ, ବିଷ୍ଣୁ ସେଠି କହିଲେ ଆମ ସାହିତ୍ୟ-ସଂସ୍କୃତି ସୁରକ୍ଷିତ ନୁହେଁ

ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।

BJP MP Aparajita Sarangi hits out at BJD Govt over land issues in Konark
ପୁଣି ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା: କହିଲେ ଏବେବି ୪୨ ଲକ୍ଷ ପରିବାର ଋଣରେ

କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା....

Corporator
ରାଜଧାନୀରେ କର୍ପୋରେଟରଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଦୁର୍ବୃତ୍ତ

ସହିଦନଗର ଥାନାରେ ଏତଲା ଦେଲେ ଜୀବନ ରାଉତ । ବିଜେପିର ବହୁ ନେତାଙ୍କ ସହ ଆସି ଦେଲେ ଏତଲା ।

  • Friday, 15 July 2022
Assembly On Kotia
କି ଅଜବ ଉତ୍ତର ! କୋଟିଆରେ ଯୋଜନା ବାଣ୍ଟୁଛି ଆନ୍ଧ୍ର ହେଲେ ଜାଣିନାହାନ୍ତି ସରକାର ?

ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Truck Terminal
ଡ୍ରାଇଭରଙ୍କ ପାଇଁ ଖୁସି ଖବର ! ପ୍ରତି ଶହେ କିଲୋମିଟରରେ ହେବ ଟ୍ରକ୍‌ ଟର୍ମିନାଲ, ସରିଲାଣି ଜମି ଚିହ୍ନଟ

ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି ।

Draupadi murmu
ହରଡ଼ଘଣାରେ କଂଗ୍ରେସ ! ଅଜୟ କୁମାରଙ୍କ ବୟାନ୍‌ ଦଳ ପାଇଁ ସାଜିଲା କାଳ

ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ ।

More Trouble For Tirtol MLA
ଫସିବେ ତିର୍ତ୍ତୋଲ ବିଧାୟକ ! ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ହୋଇପାରେ ତଦନ୍ତ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।

Police Atrocity On Tribal Women In Chitrakonda
ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ ମାଡ଼ ମାରିବା ଘଟଣା: ହୁଲସ୍ତୁଲ ହେଲା ବିଧାନସଭା

ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌ ହୋଇଛି। ଆଜି ଗୃହରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା।

OdishaAssembly
କାଲିଠୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

Special story
ଦ୍ରୌପଦୀଙ୍କୁ ଭୋଟ ଦେବେ ଠାକରେ ଗୋଷ୍ଠୀ !

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା

Special story
ପବନ ଉପରେ ନିର୍ଭର କରୁଥିବା ନେତାଙ୍କୁ ସୌମ୍ୟଙ୍କ କଟାକ୍ଷ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କର କଲେ ଗୁଣଗାନ

ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

soniagandhi
ପିଛା ଛାଡ଼ୁନି ED ! ରାହୁଲଙ୍କ ପରେ ସୋନିଆଙ୍କୁ ହେବ ଜେରା

କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।

Draupadi Murmu
ପାରମ୍ପରିକ ବାଦ୍ୟ ସହ ନାଚଗୀତ, ଧୁମ୍‌ଧାମ୍‌ରେ ଦ୍ରୌପଦୀଙ୍କୁ ସ୍ୱାଗତ କଲେ ବିଜେଡି-ବିଜେପି

ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ ।

Shinzo Abe
ପୋଲିସ କବ୍‌ଜାରେ ସିଞ୍ଜୋଙ୍କ ହତ୍ୟାକାରୀ, ଜାପାନ ନୌସେନାର ସୈନିକ ଥିଲେ ହତ୍ୟାକରୀ ୟାମାଗାମି

ଆତତାୟୀ ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ପରଲୋକ । ଆବେଙ୍କ ନିଧନରେ ମର୍ମାହତ-ନରେନ୍ଦ୍ର ମୋଦି ।

Draupadi Murmu
ମାଗିବା ଆଗରୁ ମିଳିସାରିଛି ସମର୍ଥନ, କହିଲେ ଦ୍ରୌପଦୀ

ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି । 

NDA's presidential candidate Draupadi Murmu in Odisha, meets Odisha CM
ଓଡ଼ିଶା ମାଟିରେ NDA ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନା କରାଯାଇଥିଲା । ଦେଖନ୍ତୁ କିଛି ଝଲକ...

Naveen Niwas
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ

ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

NDA Presidential Candidate Draupadi Murmu In Odisha
ଓଡ଼ିଶା ମାଟିରେ ଦ୍ରୌପଦୀ ମୁର୍ମୁ; ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ..

MP aparajita Sarangi
ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ କାହିଁକି ?

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା

BJP's Master Plan
ବିଜେପି ଫୋକସରେ ପୂର୍ବଭାରତ; ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ ଲାଗି ଚାଲିଛି ମାଷ୍ଟରପ୍ଲାନ୍‌

ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ ।

ShreeMandir Ratna Bhandar
ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ମହଣ ମହଣ ସୁନା, ରୂପା ?

ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାଠୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର।

  • Thursday, 07 July 2022