• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Special story
ସଂସଦରେ ମଶାରୀ ଲଗାଇ ଶୋଇଲେ ସାଂସଦ : ନିଲମ୍ବନ ବିରୋଧରେ ୫୦ ଘଣ୍ଟା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା

ସଂସଦର ଉଭୟ ଗୃହରୁ ୨ ଡଜନ୍ ସାଂସଦ ସସପେଣ୍ଡ୍ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ହଙ୍ଗାମା
ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି କିନ୍ତୁ ବିଜେପିକୁ ନୁହେଁ: ଅଧିର ରଞ୍ଜନ

ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ।

MPs suspended from Lok Sabha over misconduct
୧୯ ସାଂସଦ ନିଲମ୍ୱିତ ହୋଇଥିଲେ, ଏବେ ଆଉ ୩ ନିଲମ୍ୱିତ...

ଗୃହରେ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଆଜି ପୁଣି ଆଉ ୩ ଜଣ ସାଂସଦଙ୍କୁ ରାଜସ୍ୟଭାରୁ ନିଲମ୍ବିତ କରାଯାଇଛି...

Slip of the tongue: Adhir on calling President Murmu 'rashtrapatni'
ସଂସଦରେ ଅଧୀର ଝଡ଼: କ୍ଷମା ମାଗିବାକୁ ଉଭୟ ଗୃହରେ ଦାବିକଲେ ବିଜେପି ସାଂସଦ

କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ବିଜେପିର ପ୍ରତିବାଦ...

Odisha Assembly
ରାଜ୍ୟରେ ଭୟାବହ ରୋଗରେ ପରିଣତ ହେଲାଣି ପିସି କାରବାର

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। 

Rajyasabha MP Suspended
ଗୃହରେ ବିଶୃଙ୍ଖଳା; ୧୯ ସାଂସଦଙ୍କୁ ନିଳମ୍ବିତ କଲେ ଗୃହ ଅଧ୍ୟକ୍ଷ

ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍‌ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।

Why congress protest for Sonia and Rahul Gandhi in national herald case
କଂଗ୍ରେସ ପାଇଁ କାଳ ହେଉଛି କି ଅତ୍ୟଧିକ ସମର୍ପଣ ଭାବ

କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ ରହିଛି କି ଗିରଫଦାରୀ ଭୟ?

MDM scam: Koraput BJP alleges Congress MLA Tara Bahinipati’s involvement
ଏମ୍‌ଡିଏମ୍ ଚାଉଳ ଦୁର୍ନୀତି ପ୍ରସଙ୍ଗ: ବିଜେପି-କଂଗ୍ରେସ ମୁହାଁମୁହିଁ

ଚାଉଳ ଦୁର୍ନୀତି ପ୍ରସଙ୍ଗ ନେଇ ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ...

ଝଟ୍‌କା ଦେଲା ଠିକା ସଂସ୍ଥା ଏଲଆଣ୍ଡଟି
ନିର୍ମାଣ ସୌଧରୁ ସରକାରୀ ସଂପତ୍ତି ସିଜ୍ କଲା ଏଲଆଣ୍ଡଟି

ଆର୍ବିଟ୍ରେସନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଧରି ୨୧ ତାରିଖ ରାତିରେ ନିର୍ମାଣସୌଧରେ ପଶିଥିଲା ଠିକା କଂପାନୀ।

special report
ଶୂନ୍ୟରୁ ଶିଖର, ଓ୍ୱାର୍ଡ କାଉନସିଲରରୁ ଦେଶର ସୁପ୍ରିମ କମାଣ୍ଡର

ଅଭିଭାଷଣରେ ଭୀମଭୋଇଙ୍କ ପଂକ୍ତି ଗାଇ କିଣିନେଲେ ଦେଶବାସୀଙ୍କ ମନ

Special story
ବାହୁବଳୀ ବିଧାୟକଙ୍କୁ ଆଶ୍ୱସ୍ତି : ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ବେଲ୍‌ ମିଳିବା ପରେ ମଧ୍ୟ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ପ୍ରଶାନ୍ତ ଜଗଦ୍ଦେବ

Draupadi Murmur biography
ପିଲାଟି ଦିନରୁ ଉଦାର ଥିଲେ ଦ୍ରୌପଦୀ ମୁର୍ମୁ; ୨୫୫ ଟଙ୍କାରୁ ଆରମ୍ଭ କରିଥିଲେ ଚାକିରି

ଆଜି ସର୍ବୋଚ୍ଚ ଆସନରେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ। ଜଣେ ପଛୁଆ ବର୍ଗରୁ ଆସି ଆଜି ଦେଶର ଏକ ସମ୍ମାନସ୍ପଦ ପଦରେ ପହଞ୍ଚିବା ନେଇ ତାଙ୍କୁ କରିବାକୁ ପଡିନି କମ ସଂଘର୍ଷ। ତେବେ ଆସନ୍ତୁ ଜାଣିନେବା ତାଙ୍କର ସେହି ସଂଘର୍ଷର କାହାଣୀ ବିଷୟରେ।

President Of India
ଭାରତର ଏକମାତ୍ର ରାଷ୍ଟ୍ରପତି, ଯିଏ ଦୁଇଥର ଯାଇଛନ୍ତି ରାଇସିନା ହିଲ୍‌

ଦେଶରେ ମାତ୍ର ଜଣିଏ...ଯିଏ କି ଦୁଇଥର ପାଇଁ ହୋଇଥିଲେ ଭାରତର ରାଷ୍ଟ୍ରପତି...ରେକର୍ଡ ସଂଖ୍ୟକ ଭୋଟ୍‌ ପାଇଁ ରଚିଥିଲେ ଇତିହାସ। ଜାଣନ୍ତୁ କିଏ?

Subash Chandra Nayak
କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

President-elect Draupadi Murmu
ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।

Special story
ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ନାଁରେ ଚାଲିବ ଭାରତ ଶାସନ

ମିଳିବ ମାସିକ ୫ ଲକ୍ଷ ଟଙ୍କାର ଟିକସମୁକ୍ତ ବେତନ, ମର୍ସିଡିଜ୍ ବେଞ୍ଜ୍ S-600ରେ ଯାତାୟତ ସୁବିଧା

Draupadi Murmu
ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ ତେଜିଛି ସେଲିବ୍ରେସନ୍ ରାଜନୀତି, ଶ୍ରେୟ ନେବାକୁ ପ୍ରାଣପଣେ ଉଦ୍ୟମ

ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।

Kejriwal
ମନିସ ସିସୋଦିଆଙ୍କୁ ଗରିଫ କରାଯିବ ବୋଲି ମୁଁ ଆଗରୁ ଜାଣିଛି: କେଜ୍ରିୱାଲ

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।

Cross voting analysis for President Election
ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ। କ୍ରସ୍ ଭୋଟିଂରୁ ଆସିଛି ୧୨୫ ଏମ୍‌ଏଲ୍‌ଏ ଓ ୧୭ ଏମ୍‌ପିଙ୍କ ଭୋଟ୍ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ମହମ୍ମଦ ମୋକିମଙ୍କୁ ପିସିସି ସଭାପତିଙ୍କ ନୋଟିସ୍।

Draupadi Murmu
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ ମିଳିବ ଏହିସବୁ ସୁବିଧା..

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?

Draupadi Murmu Biography: Family, Daughter, husband, education, previous offices and other details
କାଉନସିଲରରୁ ୨ ଥର ବିଧାୟକ, ଥରେ ମନ୍ତ୍ରୀ, ତା’ପରେ ରାଜ୍ୟପାଳ ଆଉ ଏବେ ରାଷ୍ଟ୍ରପତି

କାଉନସିଲରରୁ ୨ ଥର ବିଧାୟକ, ଥରେ ମନ୍ତ୍ରୀ, ତା ପରେ ରାଜ୍ୟପାଳ, ଆଉ ଏବେ ଦେଶର ରାଷ୍ଟ୍ରପତି । ରାଜନୈତିକ ଜୀବନରେ ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଦେଶର ସର୍ବୋଚ୍ଚ ପଦରେ ଏବେ ମହାମହିମ ଦୌପଦୀ ମୁର୍ମୁ....

Khola Katha- BJD MP Niranjan Bisi\'s take on changing political platform
ଦିନେ ଆଦିବାସୀଙ୍କ ପାଇଁ ଲଢେଇ ଜୋରଦାର କରୁଥିଲେ, ଏବେ ସରକାରୀ ଦଳରେ ଖୁସି ତ?

ଯିଏ ଦିନେ ସରକାର ବିରୋଧରେ ଜୋରଦାର ଲଢେଇ କରୁଥିଲେ ସିଏ ଆଜି ବିଜେଡି ପାର୍ଟିରେ। କେମିତି ରାତାରାତି ବଦଳିଗଲା ପାଣିପାଗ? ଦିନେ ବିଜେଡିକୁ ବୟକଟ୍‌ କରିଥିଲେ, ହେଲେ ଏବେ ସେଇ ପାର୍ଟିରୁ ଗଲେ ରାଜ୍ୟସଭା...ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...

Draupadi Murmu
ଔପଚାରିକତା ଶେଷ, କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ; ଉପାନ୍ତ ମୟୂରଭଞ୍ଜର ଆଦିବାସୀ ଝିଅ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ

ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

Special story
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ କି କି ସୁବିଧା ?

ରାଷ୍ଟ୍ରପତିଙ୍କ ପାଇଁ ମୁତୟନ ଥାଆନ୍ତି ସ୍ୱତନ୍ତ୍ର ଗାର୍ଡ, ଯାହାଙ୍କୁ ପ୍ରେସଡେନ୍ସିଆଲ ଗାର୍ଡ କୁହାଯାଏ ।

President Election Result
ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଥିଲା, ଆଉ ଏବେ ସେଇ ସ୍ୱପ୍ନ ପୂରଣ ହୋଇଛି।