• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Narendra Modi
ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ । 

Special story
ଦରବୃଦ୍ଧି, ବେକାରୀ ଓ ଜିଏସଟି ବୃଦ୍ଧିର ପ୍ରତିବାଦ : ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ, ଦିଲ୍ଲୀ ପୋଲିସ ଅନୁମତି ନ ଦେବାରୁ କଂଗ୍ରେସର ଅସନ୍ତୋଷ

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

Draupadi murmu
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଧାୟକ ଟିମ୍, ଅଭିନନ୍ଦନ ସଂକଳ୍ପ ନେଇ କଲେ ଅବଗତ

ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ ।

Odisha MLAs call on President Draupadi Murmu at Rashtrapati Bhawan
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ, କିଏ ଦେଲେ କି ଉପହାର...

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।

Afforestation Programmes
ଗଛଲଗା ନାଁରେ କୋଟି କୋଟି ଟଙ୍କା ହଡ଼ପ; ଡ୍ରୋନ୍ କ୍ୟାମେରାରେ ବନବିଭାଗର ଅପାରଗତା ଧରିଲେ ସିଏଜି

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।

Deomali
ଆଶ୍ଚର୍ଯ୍ୟ ! ଦେଓମାଳି ବି କ’ଣ ଆମର ନୁହେଁ ? ସରକାରୀ ଖାତା ଖତିଆନ୍‌ରେ ନାହିଁ ରେକର୍ଡ..

ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।

TMC MP
ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ

ଗ୍ୟାସ ସିଲିଣ୍ଡର ଦରବୃଦ୍ଧିର ପ୍ରତିବାଦରେ କଞ୍ଚା ଚୋବାଇଲେ ବାଇଗଣ ।

nirmala
ପଡ଼ୋଶୀ ରାଷ୍ଟ୍ରଙ୍କ ପରି ଆମେ ହାତ ପତାଉ ନାହୁଁ: ନିର୍ମଳା ସୀତାରମଣ

ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।

  • Monday, 01 August 2022
MLA
ଆହୁରି ବଢ଼ିବ କି ବିଧାୟକଙ୍କ ଦରମା ? ୧୪୭ ମଧ୍ୟରୁ ୯୫ ଜଣ କୋଟିପତି

ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍‌ସନ୍ ୫୦ହଜାର ଦିଅ ।

 House proceedings adjourned till 4pm today
ଚିଟ୍‌ଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ହୋହଲ୍ଲା: ୪ଟା ଯାଏ ଗୃହ ମୁଲତବୀ

ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତିଙ୍କ ଘୋଷଣା ...ଗୃହରେ ଆଲୋଚନା ଦାବିରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ...

ED Raid
ଇଡି ସ୍କାନରରେ ଉଦ୍ଧବ ଟିମ୍‌ ! ସଂଜୟଙ୍କୁ ଅଟକ, ଉଦ୍ଧବଙ୍କ ଘନିଷ୍ଟ ବନ୍ଧୁଙ୍କ ଘରେ ବି ରେଡ୍

ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନଥିଲେ ଶିବସେନା ନେତା ସଂଜୟ ସଂଜୟ...ଦୁର୍ନୀତିରେ ଲିଙ୍କ୍ ନେଇ ସଂଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରୁଛି ଇଡି....

ED Raid
ଆକ୍ସନ୍ ମୋଡ୍‌ରେ ED ! ମହାରାଷ୍ଟ୍ର-ପଶ୍ଚିମବଙ୍ଗ-ଓଡ଼ିଶାରେ ଘାଣ୍ଟୁଛି

ମହାରାଷ୍ଟ୍ରରେ ପାତ୍ରା ଚଲ୍ ସ୍କାମ୍‌ରେ ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରୋଧୀ ଶିବିରରେ ଛନକା, ଆଣିଲେ ଆକ୍ରୋଶ ଅଭିଯୋଗ ।

ED
ଇଡି ରାଜନୀତି ! କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କଲେ ବିଜେଡି-କଂଗ୍ରେସ 

କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।

Pravat Ranjan Biswal
ଓଡ଼ିଶାରେ ଆକ୍ଟିଭ୍‌ ହେଲା କି ED ? ସି-ସୋର ଲିଙ୍କ୍‌ରେ ପ୍ରଭାତ ବିଶ୍ୱାଳଙ୍କର ସମ୍ପତ୍ତି ଆଟାଚ୍

ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।

Politics
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବଢୁଛି କି BJPର ଶକ୍ତି ? ଓଡ଼ିଶାରେ ହାତେଇବ ୧୧ ଲୋକସଭା ସିଟ୍ !

ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।

Punjab Politics
ଭିସିଙ୍କୁ ଅସନା ବେଡ୍‌ରେ ଶୋଇବାକୁ ବାଧ୍ୟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିଷ୍କାର ଶଯ୍ୟା ଉପରେ ଶୋଇଥିଲେ ।

Jayanarayan has been elected as the Leader of the Opposition MLAs.
ସମ୍ବଲପୁର ବିଧାୟକଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା।

Maharashtra Governor
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ଶିବସେନା ଓ କଂଗ୍ରେସର କଡ଼ା ନିନ୍ଦା

ମହାରାଷ୍ଟ୍ରର ରାଜ୍ୟପାଳଙ୍କ ବିବାଦୀୟ ବୟାନ । ଗୁଜରାଟୀ ଓ ରାଜସ୍ଥାନୀ ନ ରହିଲେ ମହାରାଷ୍ଟ୍ରରେ ଅର୍ଥର ଅଭାବ ହେବ । ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବନି ।

Jay Narayan Mishra
ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଲେ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି ।

Naveen Patnaik's Silence
ଭଉଣୀଙ୍କୁ ଅପମାନ ଦିଆଗଲା, ଭାଇ କାହିଁକି ଚୁପ୍‌ ରହିଲେ ?

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିଲେ ନବୀନ । ଦ୍ରୌପଦୀଙ୍କ ବିଜୟ ପରେ ରାଜ୍ୟବ୍ୟାପୀ ସେଲିବ୍ରେସନ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ  ଗତକାଲି ଲେଖିଥିବା ଏ ମାଟିର କନ୍ୟା ଆର୍ଟକିଲ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ନବୀନଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ ।

Adhir Ranjan Chowdhury
ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର, କହିଲେ ପାଟିରୁ ଖସିଯାଇଥିଲା

ପାଟିରୁ ଏଭଳି ଶବ୍ଦ ଅଜାଣତରେ ଖସି ଯାଇଥିବାରୁ, ରାଷ୍ଟ୍ରପତି ତାଙ୍କୁ କ୍ଷମା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଅଧୀର ରଞ୍ଜନ ।

Arpita Mukherjee
ଅର୍ପିତାଙ୍କ ଫ୍ଲାଟ୍‌ରେ ଚାଲିଥିଲା ରେଡ୍, ହେଲେ ପାର୍କିଂରୁ ଗାୟବ ହୋଇଗଲା ୪ ଦାମୀ କାର

ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

'Rashtrapatni' Row
ମୋତେ ଫାଶୀ ଦିଅ ପଛେ ବିବାଦକୁ ସୋନିଆ ମ୍ୟାଡମଙ୍କୁ ଟାଣନି: ଅଧିର ରଂଜନ

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇଛନ୍ତି ଅଧିର ରଞ୍ଜନ।