ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ ।
18:57 PM(2 years ago )
18:14 PM(2 years ago )
#ଧାମନଗର_ଜିତିଲା_ବିଜେପି
— ଓଟିଭି (@otvkhabar) November 6, 2022
ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ । #CEO #DhamnagarBypoll #dhamnagarresult #nota #bjp #bjd #congress #OTV pic.twitter.com/bEaaOC2ANO
18:03 PM(2 years ago )
18:01 PM(2 years ago )
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।
17:27 PM(2 years ago )
#ରାଉଣ୍ଡ_୧୮
— ଓଟିଭି (@otvkhabar) November 6, 2022
ଧାମନଗର ଉପନିର୍ବାଚନର ୧୮ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ଆଗରେ... #DhamnagarByElection pic.twitter.com/gzxljohxY2
17:07 PM(2 years ago )
#ରାଉଣ୍ଡ_୧୭
— ଓଟିଭି (@otvkhabar) November 6, 2022
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୭ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୮,୮୨୫ ଭୋଟରେ ଆଗୁଆ#Dhamnagar #dhamnagarbyelection #DhamnagarBypoll #dhamnagarbypollresult #BJP #OTV #OTVNews pic.twitter.com/paisYysQ4N
16:44 PM(2 years ago )
#ରାଉଣ୍ଡ_୧୬
— ଓଟିଭି (@otvkhabar) November 6, 2022
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୬ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୯୭୨ ଭୋଟରେ ଆଗୁଆ#Dhamnagar #dhamnagarbypollresult #BJP #OTV #OTVNews pic.twitter.com/BAyJaVDvPR
16:39 PM(2 years ago )
16:26 PM(2 years ago )
#ବିଜେପିର_ବିଜୟ_ଉତ୍ସବ
— ଓଟିଭି (@otvkhabar) November 6, 2022
ଧାମନଗର ଫଳାଫଳକୁ ନେଇ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ । ନାଚଗୀତରେ କମ୍ପୁଛି ପାର୍ଟି ହେର୍ଡକ୍ୱାର୍ଟର#Dhamnagar #DhamnagarByPollWithOtv #dhamnagarbyelectionresult #OTV #OTVNews pic.twitter.com/lIPb3NypuU
16:22 PM(2 years ago )
ଅଶୋକ ଚକ୍ରକୁ ଅସମ୍ମାନ !
— ଓଟିଭି (@otvkhabar) November 6, 2022
ବିଜୟ ଉତ୍ସବ ପାଇଁ ବିଜେଡି ଯେଉଁ ଟେଣ୍ଟ କରିଥିଲା, ସେଇ ଟେଣ୍ଟର କପଡ଼ାରେ ଲାଗିଛି ଅଶୋକ ଚକ୍ର #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/ogL1chvMXx
16:12 PM(2 years ago )
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୫ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୩ ଭୋଟରେ ଆଗୁଆ#DhamnagarByelection #Odisha #OTV pic.twitter.com/nWWuCcElQA
— ଓଟିଭି (@otvkhabar) November 6, 2022
15:47 PM(2 years ago )
#ରାଉଣ୍ଡ_୧୪
— ଓଟିଭି (@otvkhabar) November 6, 2022
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ#DhamnagarByelection #Odisha pic.twitter.com/a5xdfC07VF
15:38 PM(2 years ago )
#ରାଉଣ୍ଡ_୧୪: ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ
14:54 PM(2 years ago )
ବିଜୟ ମୁହାଁ ବିଜେପି । ୧୩ ରାଉଣ୍ଡ୍ ସୁଦ୍ଧା ବିଜେପି ଆଗୁଆ ।
— ଓଟିଭି (@otvkhabar) November 6, 2022
#DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/KVjfchYQbT
14:44 PM(2 years ago )
#ଧାମନଗର_ବଢ଼ି_ଚାଲିଛି_ବିଜେପି
— ଓଟିଭି (@otvkhabar) November 6, 2022
ଧାମନଗର: ୧୨ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ । ସୂରଜ ସୂର୍ଯ୍ୟବଂଶୀ ୬୨୧୪ ଭୋଟରେ ଆଗୁଆ#DhamnagarByElection #OTV pic.twitter.com/d1vhUhClef
14:34 PM(2 years ago )
ଧାମନଗର ଉପନିର୍ବାଚନର ଦ୍ୱାଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ। ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/w49rYKXyM6
— ଓଟିଭି (@otvkhabar) November 6, 2022
14:30 PM(2 years ago )
14:24 PM(2 years ago )
#ବିଜେଡ଼ି_ଗଣିତ_ହଲଚଲ୍
— ଓଟିଭି (@otvkhabar) November 6, 2022
ଧାମନଗର ଉପନିର୍ବାଚନର ଏକାଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ ଚାଲିଛନ୍ତି... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/6jhKcbYuR4
14:19 PM(2 years ago )
#ଧାମନଗର_ବଢ଼ି_ଚାଲିଛି_ବିଜେପି
— ଓଟିଭି (@otvkhabar) November 6, 2022
-ଧାମନଗର: ୧୧ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୫୩୧୦ ଭୋଟରେ ଆଗୁଆ#Dhamanagar #OTV pic.twitter.com/uCZcfxoaD2
14:09 PM(2 years ago )
— ଓଟିଭି (@otvkhabar) November 6, 2022
ଧାମନଗର ଦଶମ ରାଉଣ୍ଡ ରେଜଲ୍ଟ। ଏବେ ବି ଆଗରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/oM9YfaNJZX
13:58 PM(2 years ago )
ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ବିଜେଡି ଶିବିରରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
13:45 PM(2 years ago )
13:45 PM(2 years ago )
13:33 PM(2 years ago )
— ଓଟିଭି (@otvkhabar) November 6, 2022
ଧାମନଗର ନବମ ରାଉଣ୍ଡ ରେଜଲ୍ଟ। ଆଗେ ଆଗେ ଧାଇଁଛନ୍ତି ସୂର୍ଯ୍ୟବଂଶୀ ସୂରଜ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/vhg2nO4Hyj
13:19 PM(2 years ago )
— ଓଟିଭି (@otvkhabar) November 6, 2022
ଧାମନଗର ରେଜଲ୍ଟର ଅଷ୍ଟମ ରାଉଣ୍ଡ। ୬ ହଜାର ଭୋଟ୍ ପଛରେ ବିଜେଡ଼ି... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress pic.twitter.com/nBLzZq2ukh
13:18 PM(2 years ago )
13:18 PM(2 years ago )
13:16 PM(2 years ago )
#ଧାମନଗର_ବଢ଼ି_ଚାଲିଛି_ବିଜେପି
— ଓଟିଭି (@otvkhabar) November 6, 2022
-ଧାମନଗର: ୮ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୫୯୯୧ ଭୋଟରେ ଆଗୁଆ
#DhamnagarByElection #OTV pic.twitter.com/UvIaGqCL51
13:13 PM(2 years ago )
#ଧାମନଗର_ମାଟିରେ_ଧର୍ମର_ବିଜୟ_ହେବ
— ଓଟିଭି (@otvkhabar) November 6, 2022
ବିଜେପି ଆଗୁଆ ଥିବା ଜାଣିବା ପରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉତ୍ସାହ ଦେଖିବାକୁ ମିଳିଛି ।#DhamnagarByElection #OTV pic.twitter.com/aQoXOJ4NIo
13:06 PM(2 years ago )
13:03 PM(2 years ago )
13:02 PM(2 years ago )
12:47 PM(2 years ago )
#ଅନୁକମ୍ପା_ପାସ୍
— ଓଟିଭି (@otvkhabar) November 6, 2022
ସପ୍ତମ ରାଉଣ୍ଡ ଧାମନଗର ରେଜଲ୍ଟ। ଆଗେ ଆଗେ ସୂର୍ଯ୍ୟବଂଶୀ। ପଛେ ପଛେ ଅବନ୍ତୀ। ହରେକୃଷ୍ଣଙ୍କୁ ପଛରେ ପକାଇ ରାଜୁ ଦାସ ଆଗରେ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/ojDcdJDP4v
12:45 PM(2 years ago )
12:40 PM(2 years ago )
12:30 PM(2 years ago )
#ଧାମନଗର_ବଢ଼ି_ଚାଲିଛି_ବିଜେପି
— ଓଟିଭି (@otvkhabar) November 6, 2022
-ଧାମନଗର: ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୪୩୯୨ ଭୋଟରେ ଆଗୁଆ#DhamnagarByElection #DhamnagarByPollWithOtv #OTV pic.twitter.com/QefFous81j
12:30 PM(2 years ago )
#ହଜିଗଲେ_ହରେକୃଷ୍ଣ
— ଓଟିଭି (@otvkhabar) November 6, 2022
ଧାମନଗର ଷଷ୍ଠ ରାଉଣ୍ଡ ଫଳାଫଳ। ହଜାରେ ଡେଇଁଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ। ୫ ହଜାର ତଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ। ସୂର୍ଯ୍ୟବଂଶୀ ସୂରଜ-ଅବନ୍ତୀ ଦାସ ମଧ୍ୟରେ ଟକ୍କର... #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #OTV pic.twitter.com/hNM6Wy7ltA
12:08 PM(2 years ago )
12:04 PM(2 years ago )
#ରାଜୁ_ଦାସ_ପଛରେ
— ଓଟିଭି (@otvkhabar) November 6, 2022
ଧାମନଗର ପଞ୍ଚମ ରାଉଣ୍ଡ ଫଳାଫଳ। ସୂର୍ଯ୍ୟବଂଶୀ ସୂରଜ ଆଗରେ। ପଛେ ପଛେ ଅବନ୍ତୀ ଦାସ। ରାଜୁ ଦାସଙ୍କ ଡଙ୍ଗା ଟଳମଳ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTV pic.twitter.com/yL0HDlKxUm
12:01 PM(2 years ago )
11:47 AM(2 years ago )
— ଓଟିଭି (@otvkhabar) November 6, 2022
ଧାମନଗରରେ ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ..ଏଥିପାଇଁ ଉତ୍ସାହିତ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକ.. #DhamnagarByElection #DhamnagarByPollResults #DhamnagarCounting #DhamnagarByPollWithOtv #SuryabanshiSuraj #BJP #OTV pic.twitter.com/gwADHBzrw0
11:46 AM(2 years ago )
#ଧାମନଗର_ଆଗେଇ_ଚାଲିଛି_ବିଜେପି
— ଓଟିଭି (@otvkhabar) November 6, 2022
-ଧାମନଗର: ୫ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ପ୍ରାୟ ୩୬୦୦ ଭୋଟରେ ଆଗୁଆ ସୂଚନା#DhamnagarByelection #OTV pic.twitter.com/5V6rba4JS5
11:35 AM(2 years ago )
11:21 AM(2 years ago )
'#ପରିବର୍ତ୍ତନ_ହେବ_ନୋ_ଡାଉଟ୍'
— ଓଟିଭି (@otvkhabar) November 6, 2022
'କଳେ ବଳେ କୌଶଳେ ଧାମନଗର ଉପନିର୍ବାଚନକୁ ଭଣ୍ଡୁର କରିବାକୁ ବିଜେଡି ଚେଷ୍ଟା କରୁଥିଲା..' #BishweswarTudu #DhamnagarByElection #SuryabanshiSuraj #OTV pic.twitter.com/V09bCtODey
11:19 AM(2 years ago )
#ଆଗରେ_ସୂର୍ଯ୍ୟ#ପଛରେ_ଶଙ୍ଖ
— ଓଟିଭି (@otvkhabar) November 6, 2022
ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ। ବିଜେଡ଼ିକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTVNews pic.twitter.com/7zCOVSJweZ
11:16 AM(2 years ago )
#୪ର୍ଥ_ରାଉଣ୍ଡରେ_ମଧ୍ୟ_ବିଜେପି_ଆଗୁଆ
— ଓଟିଭି (@otvkhabar) November 6, 2022
-ଧାମନଗର: ୪ର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ପ୍ରାୟ ୨୬୦୦ ଭୋଟରେ ଆଗୁଆ#DhamnagarByElection #DhamnagarByPollWithOtv #results #OTV pic.twitter.com/Qjb6BhVHkR
11:11 AM(2 years ago )
11:08 AM(2 years ago )
— ଓଟିଭି (@otvkhabar) November 6, 2022
ଚାଲିଛି ଧାମନଗର ଭୋଟ୍ ଗଣତି.. ପ୍ରଥମ ୨ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ.. ବିଜେପି କର୍ମୀଙ୍କ ଉତ୍ସାହ କହିଲେ ନସରେ…#DhamnagarByElection #SuryabanshiSuraj #BJP #OTV pic.twitter.com/bwwIjLs4zT
10:53 AM(2 years ago )
ଧାମନଗର ତୃତୀୟ ରାଉଣ୍ଡ ରେଜଲ୍ଟ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପୁଣି ଆଗୁଆ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTVNews pic.twitter.com/offZq0RRUR
— ଓଟିଭି (@otvkhabar) November 6, 2022
10:49 AM(2 years ago )
'ବାପା ବଞ୍ଚିଥିଲେ ଉପନିର୍ବାଚନ ଆବଶ୍ୟକ ନଥାନ୍ତା.. ଫଳାଫଳ ଯାହା ବି ହେଉ ଧାମନଗର ବିକାଶ ପାଇଁ ଶତ ପ୍ରତିଶତ ଚେଷ୍ଟା ରହିବ' #DhamnagarByElection #DhamnagarByPollResults #BJP #OTV pic.twitter.com/G7YJcGoLUc
— ଓଟିଭି (@otvkhabar) November 6, 2022
10:45 AM(2 years ago )
#୩ୟ_ରାଉଣ୍ଡରେ_ମଧ୍ୟ_ବିଜେପି_ଆଗୁଆ
— ଓଟିଭି (@otvkhabar) November 6, 2022
-ଧାମନଗର: ୩ୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୨୦୩୫ ଭୋଟରେ ଆଗୁଆ ସୂଚନା#Dhamanagar #OTV pic.twitter.com/pTpiEorNBR
10:34 AM(2 years ago )
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ୨ୟ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୩୭୯ ଭୋଟ୍ରେ ଆଗୁଆ ଅଛନ୍ତି।
10:31 AM(2 years ago )
#ଆଗରେ_ବିଜେପି
— ଓଟିଭି (@otvkhabar) November 6, 2022
ଆସିଲା ଧାମନଗର ଦ୍ୱିତୀୟ ରାଉଣ୍ଡ ରେଜଲ୍ଟ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ... #DhamnagarByElection #DhamnagarByPollWithOtv #SuryabanshiSuraj #AbantiDas #HarekrushnaSethi #RajendraKumarDas #BJD #BJP #Congress #OTVNews pic.twitter.com/DMWYgnLE3Y
10:22 AM(2 years ago )
#୨ୟ_ରାଉଣ୍ଡରେ_ମଧ୍ୟ_ବିଜେପି_ଆଗୁଆ
— ଓଟିଭି (@otvkhabar) November 6, 2022
ଧାମନଗର: ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ ସୂଚନା#DhamnagarByElection #BJP #OTV pic.twitter.com/FR002Ah5Yn
10:17 AM(2 years ago )
#ସୂରଜ_ସୂର୍ଯ୍ୟବଂଶୀ_୧୩୭୯_ଭୋଟରେ_ଆଗୁଆ
— ଓଟିଭି (@otvkhabar) November 6, 2022
-ଧାମନଗର: ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୩୭୯ ଭୋଟରେ ଆଗୁଆ#DhamnagarByElection #DhamnagarByPollWithOtv #BJP #OTV pic.twitter.com/izOFqG4nhL
10:10 AM(2 years ago )
'#ମହିଳାଙ୍କୁ_ମାଆ_ଭଳି_ମାନୁଛୁ_ଭୋଟ୍_ଭଳି_ନୁହେଁ..'
— ଓଟିଭି (@otvkhabar) November 6, 2022
ଆଜି ଆସିବ ଧାମନଗର ରାୟ.. ଦିବଂଗତ ବାପା ବିଷ୍ଣୁ ସେଠୀଙ୍କ ଫଟୋଚିତ୍ରକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇ ଭୋଟ୍ ଗଣତି କେନ୍ଦ୍ରକୁ ବାହାରିଲେ ସୂର୍ଯ୍ୟବଂଶୀ ସୂରଜ #DhamnagarByElection #DhamnagarByPollWithOtv #SuryabanshiSuraj #BJP #OTV pic.twitter.com/ZcAqRSJCDJ
10:02 AM(2 years ago )
#୨ୟ_ରାଉଣ୍ଡରେ_ମଧ୍ୟ_ବିଜେପି_ଆଗୁଆ
— ଓଟିଭି (@otvkhabar) November 6, 2022
-ଧାମନଗର: ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ ସୂଚନା#DhamnagarByElection #BJP #OTV pic.twitter.com/tr5vZvel47
09:47 AM(2 years ago )
#ସୂର୍ଯ୍ୟବଂଶୀ_୭୬୯_ଭୋଟରେ_ଆଗୁଆ
— ଓଟିଭି (@otvkhabar) November 6, 2022
-ଧାମନଗର: ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ
-ପ୍ରଥମ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ୭୬୯ ଭୋଟରେ ଆଗୁଆ pic.twitter.com/AGyREzVoMB
09:44 AM(2 years ago )
#ସୂର୍ଯ୍ୟବଂଶୀ_ଆଗରେ
— ଓଟିଭି (@otvkhabar) November 6, 2022
ଧାମନଗର ପ୍ରଥମ ରାଉଣ୍ଡ ରେଜଲ୍ଟ ଆସିଲା। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୭୯ ଭୋଟରେ ଆଗୁଆ... #DhamnagarByElection #DhamnagarByPollWithOtv pic.twitter.com/vFf6EcgPQa
09:42 AM(2 years ago )
ଆରମ୍ଭ ହେଇଗାଲାଣି ଧାମନଗର ଭୋଟ୍ ଗଣତି.. ଭୋଟ୍ ଗଣତି କେନ୍ଦ୍ର ଯିବା ପୂର୍ବରୁ ମାଆ ଦକ୍ଷିଣକାଳୀଙ୍କ ଦର୍ଶନ କରୁଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ #DhamnagarByElection #DhamnagarByPollWithOtv #Odisha #OTV pic.twitter.com/Q4Ky6vVmWI
— ଓଟିଭି (@otvkhabar) November 6, 2022
09:41 AM(2 years ago )
ଆରମ୍ଭ ହେଇଗାଲାଣି ଧାମନଗର ଭୋଟ୍ ଗଣତି.. ଭୋଟ୍ ଗଣତି କେନ୍ଦ୍ର ଯିବା ପୂର୍ବରୁ ମାଆ ଦକ୍ଷିଣକାଳୀଙ୍କ ଦର୍ଶନ କରୁଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ #DhamnagarByElection #DhamnagarByPollWithOtv #Odisha #OTV pic.twitter.com/Q4Ky6vVmWI
— ଓଟିଭି (@otvkhabar) November 6, 2022
09:38 AM(2 years ago )
ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ଭୋଟ୍ ଗଣତି.. ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଗଣତି ଚାଲିଛି.. ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ EVM ଗଣତି.. ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ #DhamnagarByElection #DhamnagarByPollWithOtv #Odisha #OTV pic.twitter.com/KGEgyHIf2n
— ଓଟିଭି (@otvkhabar) November 6, 2022
09:35 AM(2 years ago )
#ବିଜେପି_ଆଗୁଆ_ସୂଚନା
— ଓଟିଭି (@otvkhabar) November 6, 2022
-ଧାମନଗର: ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ ସୂଚନା
-ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ ସୂଚନା#DhamanagarbyElection #OTV pic.twitter.com/bphsNiLxpR
08:56 AM(2 years ago )
#ଆରମ୍ଭ_ହେଲା_ଧାମନଗର_ଗଣତି
— ଓଟିଭି (@otvkhabar) November 6, 2022
ଧାମନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ । ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଗଣତି
ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ।#DhamanagarbyElection #Result #Odisha #OTV pic.twitter.com/a6AD7QI9Xn
08:51 AM(2 years ago )
ଧାମନଗର ଉପନିର୍ବାଚନ, ଚେକିଂ ପରେ ପୋଲିଂ ଏଜେଣ୍ଟଙ୍କୁ ଗଣତି ସ୍ଥାନକୁ ଛଡ଼ା ଯାଉଛି...#DhamnagarByElection #Results #OTV pic.twitter.com/G7MEurVFVi
— ଓଟିଭି (@otvkhabar) November 6, 2022
08:21 AM(2 years ago )
#ଧାମନଗର_ଉପନିର୍ବାଚନ#ତ୍ରିସ୍ତରୀୟ_ସୁରକ୍ଷା_ବଳୟରେ_EVM
— ଓଟିଭି (@otvkhabar) November 6, 2022
ଆଜି ଧାମନଗର ରାୟ । ଧାମନଗର ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ EVM ।#DhamnagarByElection #DhamnagarByPollWithOtv #results pic.twitter.com/gExsF90qLN
08:05 AM(2 years ago )
#ଆରମ୍ଭ_ହେଲା_ଧାମନଗର_ଗଣତି
— ଓଟିଭି (@otvkhabar) November 6, 2022
-ଧାମନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ
-ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଗଣତି
-ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ#DhamanagarbyElection #Result #Odisha #OTV pic.twitter.com/AAlqOoQS84
08:03 AM(2 years ago )
#କିଏ_ଜିତିବ_ଧାମନଗର_ବାଜି?
— ଓଟିଭି (@otvkhabar) November 6, 2022
ଆଜି ଆସିବ ଧାମନଗର ଉପନିର୍ବାଚନ ଫଳ । ସକାଳୁ ୮ଟାରୁ ଗଣତି, ୨ଟା ସୁଦ୍ଧା ଫଳାଫଳ ଆଶା । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି । #Dhamanagarbyelection #OTV pic.twitter.com/Autd6kIAGB
07:53 AM(2 years ago )
ଆଜି ଆସିବ ଧାମନଗର ଉପନିର୍ବାଚନ ରେଜଲ୍ଟ। କିଏ ନିର୍ବାଚନରେ ବିଜୟୀ ହେବ, ତାହା ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହୋଇଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ।
07:52 AM(2 years ago )
ଧାମନଗରରେ କିଏ ମାରିବ ବାଜି ? କାହାକୁ ନେତା ଭାବେ ବାଛିବେ ଧାମନଗରବାସୀ ? ଧାମନଗର ଫଳାଫଳ ଉପରେ ସାରା ରାଜ୍ୟର ନଜର।
07:48 AM(2 years ago )
#ଆଜି_ଧାମନଗର_ରାୟ#କିଏ_ମାରିବ_ଧାମନଗର_ବାଜି ?
— ଓଟିଭି (@otvkhabar) November 6, 2022
-ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି
-ପ୍ରଥମେ ପୋଷ୍ଟାଲ ବାଲାଟ, ପରେ ଇଭିଏମ୍ ଗଣତି
-ଇଭିଏମ୍ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା
-୧୪ଟି ଟେବୁଲ୍ରେ ମୋଟ୍ ୧୮ ରାଉଣ୍ଡ୍ ଗଣତି ହେବ
-ଗଣତି କେନ୍ଦ୍ର ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା#DhamnagarBypoll pic.twitter.com/LRTvZCAEWn
07:45 AM(2 years ago )
#କିଏ_ମାରିବ_ବାଜି ?
— ଓଟିଭି (@otvkhabar) November 6, 2022
ଆଜି ଧାମନଗର ରାୟ । ସକାଳ ୮ଟାରୁ ଆରମ୍ଭ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ୍ , ପରେ ଇଭିଏମ୍ ଗଣତି । #DhamnagarBypoll #Odisha pic.twitter.com/pfswZQDkQn
04:36 AM(2 years ago )
୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ ମୋଟ୍ ୨୫୨ ବୁଥରେ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ । ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ । ସମ୍ପୂର୍ଣ ଖବର ପଢ଼ନ୍ତୁ..