/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667736964.jpg)
Dhamnagar By Election Results 2022
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ ।
- Nov 06, 2022 18:57 IST
ବିଜେପି ଧାମନଗରରେ ଜିତିବ ବୋଲି ଆଶା କରୁଥିଲୁ: ନବୀନ
- Nov 06, 2022 18:14 IST
ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ
#ଧାମନଗର_ଜିତିଲା_ବିଜେପି
ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ । #CEO#DhamnagarBypoll#dhamnagarresult#nota#bjp#bjd#congress#OTVpic.twitter.com/bEaaOC2ANO— ଓଟିଭି (@otvkhabar) November 6, 2022
- Nov 06, 2022 18:03 IST
ଅବନ୍ତୀ ଦାସଙ୍କୁ ହରାଇ ବିଜୟ ଲାଭ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ
- Nov 06, 2022 18:01 IST
ଧାମନଗରରେ ଉଇଁଲା ସୂର୍ଯ୍ୟ...ବାଜି ମାରିନେଲେ ସୂର୍ଯ୍ୟବଂଶୀ ସୂରଜ
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।
- Nov 06, 2022 17:27 IST
୧୮ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ଆଗରେ
#ରାଉଣ୍ଡ_୧୮
ଧାମନଗର ଉପନିର୍ବାଚନର ୧୮ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ଆଗରେ... #DhamnagarByElectionpic.twitter.com/gzxljohxY2— ଓଟିଭି (@otvkhabar) November 6, 2022
- Nov 06, 2022 17:27 IST
୧୭ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି
#ରାଉଣ୍ଡ_୧୭
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୭ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୮,୮୨୫ ଭୋଟରେ ଆଗୁଆ#Dhamnagar#dhamnagarbyelection#DhamnagarBypoll#dhamnagarbypollresult#BJP#OTV#OTVNewspic.twitter.com/paisYysQ4N— ଓଟିଭି (@otvkhabar) November 6, 2022
- Nov 06, 2022 16:44 IST
୧୬ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି
#ରାଉଣ୍ଡ_୧୬
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୬ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୯୭୨ ଭୋଟରେ ଆଗୁଆ#Dhamnagar#dhamnagarbypollresult#BJP#OTV#OTVNewspic.twitter.com/BAyJaVDvPR— ଓଟିଭି (@otvkhabar) November 6, 2022
- Nov 06, 2022 16:39 IST
ବିଜେପି କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆନନ୍ଦର ଲହରୀ
- Nov 06, 2022 16:26 IST
ଧାମନଗର ଫଳାଫଳକୁ ନେଇ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ
#ବିଜେପିର_ବିଜୟ_ଉତ୍ସବ
ଧାମନଗର ଫଳାଫଳକୁ ନେଇ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ । ନାଚଗୀତରେ କମ୍ପୁଛି ପାର୍ଟି ହେର୍ଡକ୍ୱାର୍ଟର#Dhamnagar#DhamnagarByPollWithOtv#dhamnagarbyelectionresult#OTV#OTVNewspic.twitter.com/lIPb3NypuU— ଓଟିଭି (@otvkhabar) November 6, 2022
- Nov 06, 2022 16:22 IST
ଅଶୋକ ଚକ୍ରକୁ ଅସମ୍ମାନ !
ଅଶୋକ ଚକ୍ରକୁ ଅସମ୍ମାନ !
ବିଜୟ ଉତ୍ସବ ପାଇଁ ବିଜେଡି ଯେଉଁ ଟେଣ୍ଟ କରିଥିଲା, ସେଇ ଟେଣ୍ଟର କପଡ଼ାରେ ଲାଗିଛି ଅଶୋକ ଚକ୍ର #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/ogL1chvMXx— ଓଟିଭି (@otvkhabar) November 6, 2022
- Nov 06, 2022 16:12 IST
୧୫ ରାଉଣ୍ଡ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ଆଗୁଆ
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୫ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୩ ଭୋଟରେ ଆଗୁଆ#DhamnagarByelection#Odisha#OTVpic.twitter.com/nWWuCcElQA
— ଓଟିଭି (@otvkhabar) November 6, 2022
- Nov 06, 2022 15:48 IST
୧୪ ରାଉଣ୍ଡରେ ପୁଣି ଆଗୁଆ ହେଲା ବିଜେପି
#ରାଉଣ୍ଡ_୧୪
ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ#DhamnagarByelection#Odishapic.twitter.com/a5xdfC07VF— ଓଟିଭି (@otvkhabar) November 6, 2022
- Nov 06, 2022 15:38 IST
୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି
#ରାଉଣ୍ଡ_୧୪: ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ
- Nov 06, 2022 14:54 IST
ବିଜୟ ମୁହାଁ ବିଜେପି । ୧୩ ରାଉଣ୍ଡ୍ ସୁଦ୍ଧା ବିଜେପି ଆଗୁଆ
ବିଜୟ ମୁହାଁ ବିଜେପି । ୧୩ ରାଉଣ୍ଡ୍ ସୁଦ୍ଧା ବିଜେପି ଆଗୁଆ ।
#DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/KVjfchYQbT— ଓଟିଭି (@otvkhabar) November 6, 2022
- Nov 06, 2022 14:44 IST
୧୨ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ
#ଧାମନଗର_ବଢ଼ି_ଚାଲିଛି_ବିଜେପି
ଧାମନଗର: ୧୨ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ । ସୂରଜ ସୂର୍ଯ୍ୟବଂଶୀ ୬୨୧୪ ଭୋଟରେ ଆଗୁଆ#DhamnagarByElection#OTVpic.twitter.com/d1vhUhClef— ଓଟିଭି (@otvkhabar) November 6, 2022
- Nov 06, 2022 14:34 IST
ଦ୍ୱାଦଶ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀଙ୍କ ଦବଦବା
ଧାମନଗର ଉପନିର୍ବାଚନର ଦ୍ୱାଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ। ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/w49rYKXyM6
— ଓଟିଭି (@otvkhabar) November 6, 2022
- Nov 06, 2022 14:30 IST
ଧାମନଗର ଦଶମ ରାଉଣ୍ଡ ରେଜଲ୍ଟ। ଏବେ ବି ଆଗରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ...
- Nov 06, 2022 14:25 IST
ବିଜେଡ଼ି ଗଣିତ ହଲଚଲ୍
#ବିଜେଡ଼ି_ଗଣିତ_ହଲଚଲ୍
ଧାମନଗର ଉପନିର୍ବାଚନର ଏକାଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ ଚାଲିଛନ୍ତି... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/6jhKcbYuR4— ଓଟିଭି (@otvkhabar) November 6, 2022
- Nov 06, 2022 14:19 IST
ଧାମନଗର: ୧୧ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ
#ଧାମନଗର_ବଢ଼ି_ଚାଲିଛି_ବିଜେପି
-ଧାମନଗର: ୧୧ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୫୩୧୦ ଭୋଟରେ ଆଗୁଆ#Dhamanagar#OTVpic.twitter.com/uCZcfxoaD2— ଓଟିଭି (@otvkhabar) November 6, 2022
- Nov 06, 2022 14:09 IST
ଧାମନଗରରେ ସୂର୍ଯ୍ୟବଂଶୀ !
ଧାମନଗର ଦଶମ ରାଉଣ୍ଡ ରେଜଲ୍ଟ। ଏବେ ବି ଆଗରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/oM9YfaNJZX
— ଓଟିଭି (@otvkhabar) November 6, 2022
- Nov 06, 2022 13:58 IST
#ବିଜେଡି_କ୍ୟାମ୍ପରେ_ମହିଳାଙ୍କ_ହାତରେ_ପଦ୍ମ
ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ବିଜେଡି ଶିବିରରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
- Nov 06, 2022 13:45 IST
ନବମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
- Nov 06, 2022 13:45 IST
‘ଏ ବିଜୟ ଧର୍ମର ବିଜୟ ହେବ ’
- Nov 06, 2022 13:42 IST
ବିଜେଡ଼ି କ୍ୟାମ୍ପରୁ ଚେୟାର୍ ଉଠିଲା
ଧାମନଗର ନବମ ରାଉଣ୍ଡ ରେଜଲ୍ଟ। ଆଗେ ଆଗେ ଧାଇଁଛନ୍ତି ସୂର୍ଯ୍ୟବଂଶୀ ସୂରଜ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/vhg2nO4Hyj
— ଓଟିଭି (@otvkhabar) November 6, 2022
- Nov 06, 2022 13:23 IST
ବିଜେଡି କ୍ୟାମ୍ପରେ ମହିଳାଙ୍କ ହାତରେ ପଦ୍ମ.. ‘ଜୟ ଶ୍ରୀରାମ’ ଓ ‘ଭାରତ ମାତା କୀ ଜୟ’ ନାରାରେ କମ୍ପିଲା . . .
- Nov 06, 2022 13:19 IST
ବିଜେପି କ୍ୟାମ୍ପରେ ମିଠା ବଣ୍ଟା
ଧାମନଗର ରେଜଲ୍ଟର ଅଷ୍ଟମ ରାଉଣ୍ଡ। ୬ ହଜାର ଭୋଟ୍ ପଛରେ ବିଜେଡ଼ି... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congresspic.twitter.com/nBLzZq2ukh
— ଓଟିଭି (@otvkhabar) November 6, 2022
- Nov 06, 2022 13:18 IST
ଧାମନଗର ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସିରେ ମିଠା ବାଣ୍ଟିଲେ ନେତା ଓ କର୍ମୀ
- Nov 06, 2022 13:16 IST
ଧାମନଗର: ୮ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
#ଧାମନଗର_ବଢ଼ି_ଚାଲିଛି_ବିଜେପି
-ଧାମନଗର: ୮ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୫୯୯୧ ଭୋଟରେ ଆଗୁଆ
#DhamnagarByElection#OTVpic.twitter.com/UvIaGqCL51— ଓଟିଭି (@otvkhabar) November 6, 2022
- Nov 06, 2022 13:13 IST
ଟ୍ରେଣ୍ଡ୍ ଦେଖି ଉତ୍ସାହିତ ବିଜେପି କର୍ମୀ
#ଧାମନଗର_ମାଟିରେ_ଧର୍ମର_ବିଜୟ_ହେବ
ବିଜେପି ଆଗୁଆ ଥିବା ଜାଣିବା ପରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉତ୍ସାହ ଦେଖିବାକୁ ମିଳିଛି ।#DhamnagarByElection#OTVpic.twitter.com/aQoXOJ4NIo— ଓଟିଭି (@otvkhabar) November 6, 2022
- Nov 06, 2022 13:06 IST
ବିଜେଡି କ୍ୟାମ୍ପରେ ଅଭାବନୀୟ ଦୃଶ୍ୟ..ବିଜେଡି କ୍ୟାମ୍ପର ଟେଣ୍ଟରେ ଅଶୋକ ଚକ୍ର
- Nov 06, 2022 13:03 IST
ଆଗେ ଆଗେ ସୂର୍ଯ୍ୟବଂଶୀ। ପଛେ ପଛେ ଅବନ୍ତୀ। ହରେକୃଷ୍ଣଙ୍କୁ ପଛରେ ପକାଇ ରାଜୁ ଦାସ ଆଗରେ...
- Nov 06, 2022 13:02 IST
ବିଜେଡି କ୍ୟାମ୍ପରେ ମହିଳାଙ୍କ ହାତରେ ପଦ୍ମ..
- Nov 06, 2022 12:47 IST
ସପ୍ତମ ରାଉଣ୍ଡ ଧାମନଗର ରେଜଲ୍ଟ।
#ଅନୁକମ୍ପା_ପାସ୍
ସପ୍ତମ ରାଉଣ୍ଡ ଧାମନଗର ରେଜଲ୍ଟ। ଆଗେ ଆଗେ ସୂର୍ଯ୍ୟବଂଶୀ। ପଛେ ପଛେ ଅବନ୍ତୀ। ହରେକୃଷ୍ଣଙ୍କୁ ପଛରେ ପକାଇ ରାଜୁ ଦାସ ଆଗରେ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/ojDcdJDP4v— ଓଟିଭି (@otvkhabar) November 6, 2022
- Nov 06, 2022 12:45 IST
ଧାମନଗର ଷଷ୍ଠ ରାଉଣ୍ଡ ଫଳାଫଳ
- Nov 06, 2022 12:40 IST
'ବିଜେଡି ଚିନ୍ତିତ ନାହିଁ.. ଆମେ ଦେଖୁଛୁ ଏ ମାର୍ଜିନ୍ କୁଆଡ଼େ ଯାଉଛି.. '
- Nov 06, 2022 12:30 IST
ଧାମନଗର ବଢ଼ି ଚାଲିଛି ବିଜେପି
#ଧାମନଗର_ବଢ଼ି_ଚାଲିଛି_ବିଜେପି
-ଧାମନଗର: ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ୪୩୯୨ ଭୋଟରେ ଆଗୁଆ#DhamnagarByElection#DhamnagarByPollWithOtv#OTVpic.twitter.com/QefFous81j— ଓଟିଭି (@otvkhabar) November 6, 2022
- Nov 06, 2022 12:30 IST
ହଜିଗଲେ ହରେକୃଷ୍ଣ
#ହଜିଗଲେ_ହରେକୃଷ୍ଣ
ଧାମନଗର ଷଷ୍ଠ ରାଉଣ୍ଡ ଫଳାଫଳ। ହଜାରେ ଡେଇଁଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ। ୫ ହଜାର ତଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ। ସୂର୍ଯ୍ୟବଂଶୀ ସୂରଜ-ଅବନ୍ତୀ ଦାସ ମଧ୍ୟରେ ଟକ୍କର... #DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#OTVpic.twitter.com/hNM6Wy7ltA— ଓଟିଭି (@otvkhabar) November 6, 2022
- Nov 06, 2022 12:08 IST
ଧାମନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗରେ...
- Nov 06, 2022 12:04 IST
ଧାମନଗର ପଞ୍ଚମ ରାଉଣ୍ଡ ଫଳାଫଳ
#ରାଜୁ_ଦାସ_ପଛରେ
ଧାମନଗର ପଞ୍ଚମ ରାଉଣ୍ଡ ଫଳାଫଳ। ସୂର୍ଯ୍ୟବଂଶୀ ସୂରଜ ଆଗରେ। ପଛେ ପଛେ ଅବନ୍ତୀ ଦାସ। ରାଜୁ ଦାସଙ୍କ ଡଙ୍ଗା ଟଳମଳ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVpic.twitter.com/yL0HDlKxUm— ଓଟିଭି (@otvkhabar) November 6, 2022
- Nov 06, 2022 12:01 IST
'ଧାମନଗର ନୁହେଁ ଧର୍ମନଗର'
- Nov 06, 2022 11:47 IST
‘ବିଷ୍ଣୁ ସେଠୀ ଅମର ରହେ’
ଧାମନଗରରେ ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ..ଏଥିପାଇଁ ଉତ୍ସାହିତ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକ.. #DhamnagarByElection#DhamnagarByPollResults#DhamnagarCounting#DhamnagarByPollWithOtv#SuryabanshiSuraj#BJP#OTVpic.twitter.com/gwADHBzrw0
— ଓଟିଭି (@otvkhabar) November 6, 2022
- Nov 06, 2022 11:46 IST
ପଞ୍ଚମ ରାଉଣ୍ଡ୍ ସୁଦ୍ଧା ବିଜେପି ୩୬୦୦ ଭୋଟରେ ଆଗୁଆ
#ଧାମନଗର_ଆଗେଇ_ଚାଲିଛି_ବିଜେପି
-ଧାମନଗର: ୫ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ପ୍ରାୟ ୩୬୦୦ ଭୋଟରେ ଆଗୁଆ ସୂଚନା#DhamnagarByelection#OTVpic.twitter.com/5V6rba4JS5— ଓଟିଭି (@otvkhabar) November 6, 2022
- Nov 06, 2022 11:35 IST
ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ। ବିଜେଡ଼ିକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ...
- Nov 06, 2022 11:21 IST
‘ପରିବର୍ତ୍ତନ ହେବ ନୋ ଡାଉଟ୍'
'#ପରିବର୍ତ୍ତନ_ହେବ_ନୋ_ଡାଉଟ୍'
'କଳେ ବଳେ କୌଶଳେ ଧାମନଗର ଉପନିର୍ବାଚନକୁ ଭଣ୍ଡୁର କରିବାକୁ ବିଜେଡି ଚେଷ୍ଟା କରୁଥିଲା..' #BishweswarTudu#DhamnagarByElection#SuryabanshiSuraj#OTVpic.twitter.com/V09bCtODey— ଓଟିଭି (@otvkhabar) November 6, 2022
- Nov 06, 2022 11:19 IST
ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ।
#ଆଗରେ_ସୂର୍ଯ୍ୟ#ପଛରେ_ଶଙ୍ଖ
ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ। ବିଜେଡ଼ିକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVNewspic.twitter.com/7zCOVSJweZ— ଓଟିଭି (@otvkhabar) November 6, 2022
- Nov 06, 2022 11:16 IST
ଧାମନଗର: ୪ର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
#୪ର୍ଥ_ରାଉଣ୍ଡରେ_ମଧ୍ୟ_ବିଜେପି_ଆଗୁଆ
-ଧାମନଗର: ୪ର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
-ସୂରଜ ସୂର୍ଯ୍ୟବଂଶୀ ପ୍ରାୟ ୨୬୦୦ ଭୋଟରେ ଆଗୁଆ#DhamnagarByElection#DhamnagarByPollWithOtv#results#OTVpic.twitter.com/Qjb6BhVHkR— ଓଟିଭି (@otvkhabar) November 6, 2022
- Nov 06, 2022 11:11 IST
ଧାମନଗର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେପି ଆଗରେ
- Nov 06, 2022 11:08 IST
'ଫୁଟିବରେ ଫୁଟିବ ପଦ୍ମ ଫୁଲ ଫୁଟିବ..'
ଚାଲିଛି ଧାମନଗର ଭୋଟ୍ ଗଣତି.. ପ୍ରଥମ ୨ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ.. ବିଜେପି କର୍ମୀଙ୍କ ଉତ୍ସାହ କହିଲେ ନସରେ…#DhamnagarByElection#SuryabanshiSuraj#BJP#OTVpic.twitter.com/bwwIjLs4zT
— ଓଟିଭି (@otvkhabar) November 6, 2022
- Nov 06, 2022 10:53 IST
ଆଗେ ଆଗେ ସୂର୍ଯ୍ୟ
ଧାମନଗର ତୃତୀୟ ରାଉଣ୍ଡ ରେଜଲ୍ଟ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପୁଣି ଆଗୁଆ... #DhamnagarByElection#DhamnagarByPollWithOtv#SuryabanshiSuraj#AbantiDas#HarekrushnaSethi#RajendraKumarDas#BJD#BJP#Congress#OTVNewspic.twitter.com/offZq0RRUR
— ଓଟିଭି (@otvkhabar) November 6, 2022
- Nov 06, 2022 10:49 IST
'ବାପା ବଞ୍ଚିଥିଲେ ଉପନିର୍ବାଚନ ଆବଶ୍ୟକ ନଥାନ୍ତା.’
'ବାପା ବଞ୍ଚିଥିଲେ ଉପନିର୍ବାଚନ ଆବଶ୍ୟକ ନଥାନ୍ତା.. ଫଳାଫଳ ଯାହା ବି ହେଉ ଧାମନଗର ବିକାଶ ପାଇଁ ଶତ ପ୍ରତିଶତ ଚେଷ୍ଟା ରହିବ' #DhamnagarByElection#DhamnagarByPollResults#BJP#OTVpic.twitter.com/G7YJcGoLUc
— ଓଟିଭି (@otvkhabar) November 6, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)