• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Pramila Mallik
କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?

dhamnagar
ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆସନ୍ତା ନଭେମ୍ବର ୩ରେ ଭୋଟ୍, ୬ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ଘୋଷଣା ହୋଇଛି ତାରିଖ । ତେବେ ଅକ୍ଟୋବର ୭ରେ ଏଥିପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ।

Shashi Tharoor , M. Kharge
ତେଜିଲା ଥରୁର୍ ବନାମ୍ ଖଡ଼ଗେ ଲଢ଼େଇ : କଂଗ୍ରେସ ସଭାପତି ନିର୍ବାଚନରେ ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

କଂଗ୍ରେସ ସଭାପତି ପଦ ଲାଗି ମୁହାଁମୁହିଁ ୨ ପ୍ରତିଦ୍ୱନ୍ଦ୍ୱୀ

dhamnagar
କାହାର ହେବ ଧାମନଗର? ତାରିଖ ଘୋଷଣା ପରେ ସରଗରମ ରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ : ନଭେମ୍ବର ୩ରେ ଭୋଟ୍, ୬ରେ ଗଣତି ଓ ଫଳାଫଳ

Rahul Gandhi
ଢୁ...ଢୁ ବର୍ଷାରେ ଭିଜି ଲୋକଙ୍କୁ ଭାଷଣ ଦେଲେ ରାହୁଲ, କହିଲେ..

ବର୍ଷାରେ ଭିଜି ରାହୁଲ ଭାଷଣ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

dham nagar by election
ଖୁବ୍‌ଶୀଘ୍ର ଧାମନଗର ଉପନିର୍ବାଚନ, ଘୋଷଣା ହେଲା ତାରିଖ

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ହେବ ମତଦାନ। ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

mulayam singh yadavs in icu
ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଗତ  କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ  ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

bjd Mla is no more
ଆଖି ବୁଜିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା

ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

Re-Employment
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପଛରେ କଣ ଥାଇପାରେ ସରକାରଙ୍କ କାରସାଦି?

ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।

Padajatra Politics
ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ପଲିଟିକ୍ସ: ନଡ୍ଡାଙ୍କ ମନ୍ତ୍ର ଧରି ବିଜେପିର ଶୁଭାରମ୍ଭ

ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍।

Samir Das
‘ପାହାଡ଼ରେ ମୁଣ୍ତ ବାଡ଼େଇବା ଯାହା, ବିରୋଧୀ ଦଳ କହୁଥିବା କଥା ତାହା’

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ORHDC corruption case: Congress MLA Mohammed Moquim moves Orissa High Court
ହାଇକୋର୍ଟ ଗଲେ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍‌ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍‌ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।

BJD Minister Pratap Deb
ଜଗନ୍ନାଥ-ନବୀନ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଅଡୁଆରେ ପ୍ରତାପ ଦେବ

ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ?

Sambit Patra
’ପ୍ରତାପ ଦେବଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ସହମତ କି ?’

ଏହା ଅହଂକାରର ଚରମ ସୀମା ବୋଲି ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି ।

Kejriwal
କାହାଣୀରେ ଟ୍ୱିଷ୍ଟ ! କେଜ୍ରିୱାଲଙ୍କୁ ଡିନର ଦେଇଥିବା ଅଟୋ ଡ୍ରାଇଭର ମୋଦିଙ୍କ ବଡ଼ ଫ୍ୟାନ୍

ମୁଁ କେବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନାହିଁ ।’

Minister Samir Dash Over BJD Leader Dharmendra Sahoo Death Case
ମୁହଁ ଖୋଲିଲେ ମନ୍ତ୍ରୀ, ହେଲେ ପ୍ରସଙ୍ଗ ଏଡ଼ାଇ ଦେଲେ...

ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍‌ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା।

JP NADDA
ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ ।

 Pratap Debs statement
ବାଦବୁଦିଆରେ ସଭା କଲେ, ହେଲେ କାଉଣ୍ଟରରେ ଫେଲ୍

''ଆଗରୁ ଓଡ଼ିଶାରୁ, ଏହାର ଅର୍ଥ ଜଗନ୍ନାଥ ପୁରୀରୁ। ଆଜି ଯଦି ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବେ, ଯଦି ଓଡ଼ିଶା ବୋଲି ଅନ୍ୟ ଜାଣନ୍ତି, ତେବେ ପ୍ରଥମେ ଆସିବ ନବୀନ ପଟ୍ଟନାୟକ।'' ଏକଥା ଆମେ କହୁନୁ, କହିଛନ୍ତି ଖୋଦ୍ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ତା ପୁଣି ବିଜେଡି ପଦଯାତ୍ରା ପ୍ରସ୍ତୁତି ସଭାରେ।

Minister Pratap Deb
ଜଗନ୍ନାଥ ନୁହଁନ୍ତି ବରଂ ନବୀନ ଓଡ଼ିଶାର ପରିଚୟ କହି ଚର୍ଚ୍ଚାରେ ଶିଳ୍ପମନ୍ତ୍ରୀ

ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା।

JP NADDA
ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ନାଁ ନେଇ ରାଜ୍ୟ ସରକାର ଉପରେ ହମଲା

BJP President JP nadda
ବିଜେଡିମୁକ୍ତ ଓଡ଼ିଶା ପାଇଁ ଆହ୍ୱାନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

  ଜେପି ନଡ୍ଡା କହିଛନ୍ତି, କାମ କରୁଛି ଜଣେ, ବାହାବା ନେଉଛି ଆଉ ଜଣେ।

Bihar Politics
ବିହାରରେ ନୀତିଶ ନା ଲାଲୁ ! କିଏ ଖେଳୁଛି ଗେମ୍‌, କାହା ଇଶାରାରେ ଚାଲିଛି ପ୍ଲାନ୍‌ ?

ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍‌ଜେଡି ମେଣ୍ଟ କରିଥିଲା ।

Congress Politics
ରେସ୍‌ରୁ ଗେହଲଟ୍‌ ଆଉଟ୍‌ ! ଏବେ କଂଗ୍ରେସରେ ଥରୁର-ଦିଗବିଜୟ ଫାଇଟ୍ ? 

ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।