ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।
ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।
ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା ।
ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।
ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ ।
ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।
୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ ।
ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।
ଆଜି ଗୃହ ଆରମ୍ଭରୁ ପାନୀୟ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ବିଧାୟକମାନେ।
୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ ।
ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ
ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।
ସଦ୍ୟ ଉଦାହରଣ ହେଲା, ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ।
ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।
ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
କ୍ଷମତାକୁ ଆସିବା କ୍ଷଣି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବାଳୟ (ଲୋକ ସେବା ଭବନ)କୁ ଅନୁପ୍ରବେଶ କଟକଣା ହଟାଇ ସାମ୍ବାଦିକଙ୍କ ସେହି ବିଶ୍ୱାସକୁ ଦୃଢ କରିଥିଲେ। ସାମ୍ବାଦିକ ମହଲରେ ଏହି ଭରସା ସୃଷ୍ଟି ହୋଇଥିଲା ଯେ ଅନ୍ତତଃପକ୍ଷେ ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବେ। ହେଲେ…
ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା ।
ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।
ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।
ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ଆସନ ଟଳମଳ । ଅଗଷ୍ଟ ୧ରେ ଅନାସ୍ଥା ଭୋଟ୍...
ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।
ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।
ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ସତ୍ତ୍ୱେ ନଛୋଡ଼ବନ୍ଧା ବିଜେଡି । ସର୍ବଦଳୀୟ ବୈଠକ ଫେଲ୍ ।
ଯାଜପୁର ଜିଲ୍ଲା ପ୍ରଶାସନ-ବିଜେଡି ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା । ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ।