Advertisment

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ। ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । ଏହାକୁ କାଉଣ୍ଟର କରି ବିଜେପି କହିଛି ବିଜେଡି ଆୟୁ ସରି ଆସୁଛି। ସେପେଟ ଉଭୟ ଦଳଙ୍କ ବୟାନ ବାଜିରେ ଛୁଙ୍କ ମାରି କଂଗ୍ରେସ କହିଛି ଆମ ଆଡ଼କୁ ଅଧିକ ନେତା ଆକର୍ଷିତ, କେବଳ ସମୟକୁ ଅପେକ୍ଷା କରିଛନ୍ତି।

author-image
Sujit kumar Swain

BJP BJD
Advertisment
Advertisment