ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍ ମାହୋଲ ।
ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା ।
ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି...
ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।
‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି… ବାସ୍ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ।
କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର
ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
କାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ।
ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି ।
ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର
ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଦୀପାଳି
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।
ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।
ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ
ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।
ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି
ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ…
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ
ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ ।