Advertisment

Jharsuguda Bypoll Result LIVE Updates: ଜିତିଗଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ । ବିଜେଡି ପ୍ରାର୍ଥୀ ଦୀପାଳି

author-image
Sonali Kabi
ଅଦ୍ୟତନ ହୋଇଛି
New Update
Jharsuguda bypoll, BJD Candidate Deepali Das Won

Jharsuguda bypoll, BJD Candidate Deepali Das Won

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ସମୁଦାୟ ୧୯ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା ବାକି ରହିଛି । ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ପୁଣି କାମ ଦେଇଛି । ବିଜେଡି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଛି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡିର ଦୀପାଳି ଦାସଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଭୋଟର୍ ।

Advertisment
  • May 14, 2023 00:31 IST

    ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ; ଉତ୍ସବମୁଖର ବିଜେଡି କ୍ୟାମ୍ପ

    ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ। ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍। ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ। ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା..ଅଧିକ ପଢନ୍ତୁ...



  • May 13, 2023 16:57 IST

    ବାପାଙ୍କ ସ୍ୱପ୍ନ ବାକି ଅଛି,ଦୀପାଳି ସେଇ ସ୍ୱପ୍ନ ପୂରଣ କରିବ': ନବଙ୍କ ପୁଅ ବିଶାଲ୍ ଦାସ



  • May 13, 2023 14:33 IST

    ବିଜେପିର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସଭାପତି ମନମୋହନ ସାମଲ



  • May 13, 2023 13:29 IST

    ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ, ୪୮, ୭୨୧ ଭୋଟରେ ଜିତିଲେ ଦୀପାଳି ଦାସ

    Image



  • May 13, 2023 13:28 IST

    କଂଗ୍ରେସର ପରାଜୟ ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା



  • May 13, 2023 13:28 IST

    ନବୀନ ସରକାରଙ୍କ ବିକାଶ ସପକ୍ଷରେ ଜନସାଧାରଣ ବିଶ୍ୱାସ ରଖି ଆସିଛନ୍ତି: ଶଶିଭୂଷଣ ବେହେରା



  • May 13, 2023 13:26 IST

    ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ୍



  • May 13, 2023 12:31 IST

    ବିଜୟ ପରେ ଖୁସିରେ ବିଭୋର ଦୀପାଳି ଦାସ



  • May 13, 2023 12:24 IST

    ଉପନିର୍ବାଚନକୁ ନେଇ କ’ଣ କହିଲେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର



  • May 13, 2023 12:19 IST

    ବୃହତ ବିଜୟ ପରେ ଖୁସିରେ ବିଭୋର ଦୀପାଳି ଦାସ



  • May 13, 2023 12:12 IST

    ବିଜେଡି ଜିତିଲା ଝାରସୁଗୁଡ଼ା ବାଜି, ୪୮,୬୧୯ ହଜାର ଭୋଟ୍‌ରେ ଦୀପାଳି ବିଜୟୀ

    ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ । ପୁଣି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଲା ବିଜେଡି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଛି ।

    ଅଧିକ ପଢ଼ନ୍ତୁ



  • May 13, 2023 12:06 IST

    ୪୮,୬୧୯ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

    #ବିଜେଡିର_ବାଜିମାତ୍ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ୪୮,୬୧୯ ଭୋଟରେ ଜିତିଲେ ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ ଦୀପାଳି । ସମସ୍ତ ରାଉଣ୍ଡ ଗଣତି ଶେଷ, ବିଧିବଦ୍ଧ ଘୋଷଣା ବାକି



  • May 13, 2023 11:23 IST

    ଝାରସୁଗୁଡ଼ାରେ ଏବେଠୁ ବିଜେଡି ଶିବିରରେ ଉତ୍ସବର ମାହୋଲ



  • May 13, 2023 11:22 IST

    ୧୩ ରାଉଣ୍ଡ ସୁଦ୍ଧା ବିଜେଡି-୭୬୯୮୪ ବିଜେପି-୪୨୬୮୯ କଂଗ୍ରେସ-୩୬୬୪

    Image



  • May 13, 2023 11:22 IST

    ୧୩ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୩୪,୨୯୫ ଭୋଟରେ ଆଗୁଆ

    Image



  • May 13, 2023 11:08 IST

    ୧୧ ରାଉଣ୍ଡ ସୁଦ୍ଧା ବିଜେଡି-୬୩୫୫୮ ବିଜେପି-୩୫୩୮୮ କଂଗ୍ରେସ-୩୨୦୮

    Image



  • May 13, 2023 11:08 IST

    ୧୧ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୮, ୧୭୦ ଭୋଟରେ ଆଗୁଆ

    Image



  • May 13, 2023 10:55 IST

    ଦଶମ ରାଉଣ୍ଡ ସୁଦ୍ଧା ବିଜେଡି-୫୭୬୫୦, ବିଜେପି-୩୨୧୬୬, କଂଗ୍ରେସ-୩୦୬୬

    Image



  • May 13, 2023 10:54 IST

    ଦଶମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୫,୪୮୪ ଭୋଟରେ ଆଗୁଆ

    Image



  • May 13, 2023 10:48 IST

    ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ କ’ଣ କହୁଛନ୍ତି ନିର୍ବାଚନ କମିଶନ, ଶୁଣନ୍ତୁ



  • May 13, 2023 10:47 IST

    ବିଜେପି ପ୍ରାର୍ଥୀ ଟଙ୍କଧରଙ୍କଠାରୁ ଖୁବ୍‌ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ



  • May 13, 2023 10:46 IST

    ନବମ ରାଉଣ୍ଡ ସୁଦ୍ଧା ବିଜେଡି-୫୧୭୮୦ ବିଜେପି-୨୮୧୯୦ କଂଗ୍ରେସ-୨୮୨୩

    Image



  • May 13, 2023 10:45 IST

    ନବମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୩,୫୯୦ ଭୋଟରେ ଆଗୁଆ

    Image



  • May 13, 2023 10:37 IST

    ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି-୪୭୨୨୩, ବିଜେପି-୨୫୫୫୭, କଂଗ୍ରେସ-୨୬୮୫

    Image



  • May 13, 2023 10:36 IST

    ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୧, ୬୬୬ ଭୋଟରେ ଆଗୁଆ

    Image



  • May 13, 2023 10:32 IST

    Jharsuguda Bypoll : ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ

    ପୁଣି ଝାରସୁଗୁଡ଼ା ଗଡ଼ ଜିଣିବ କି ବିଜେଡି ? ଉପନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଥିବା ବେଳେ ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି । କେବଳ ପଞ୍ଚମ ନୁହେଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି ।



  • May 13, 2023 10:29 IST

    ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି-୪୦୨୨୦ ବିଜେପି-୨୧୯୭୪ କଂଗ୍ରେସ-୨୩୫୯

    Image



  • May 13, 2023 10:26 IST

    ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୧୮, ୨୪୬ ଭୋଟରେ ଆଗୁଆ

    Image



  • May 13, 2023 10:26 IST

    ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି-୩୫୬୦୯, ବିଜେପି-୧୯୮୫୮, କଂଗ୍ରେସ-୧୯୩୯

    Image



  • May 13, 2023 10:26 IST

    ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୧୫, ୭୫୧ ଭୋଟରେ ଆଗୁଆ

    Image



  • May 13, 2023 10:06 IST

    ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି-୩୦୦୫୦, ବିଜେପି-୧୬୫୦୫, କଂଗ୍ରେସ-୧୧୫୦

    Image



  • May 13, 2023 09:58 IST

    ଚତୁର୍ଥ ରାଉଣ୍ଡ ସୁଦ୍ଧା; ବିଜେଡି-୨୩୬୧୫, ବିଜେପି-୧୩୪୩୭, କଂଗ୍ରେସ-୮୨୧

    Image



  • May 13, 2023 09:47 IST

    ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୦ ହଜାର ୧୭୮ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

    Image



  • May 13, 2023 09:25 IST

    ଏପଟେ ଗଣତି ଚାଲିଛି, ସେପଟେ ପ୍ରାର୍ଥୀଙ୍କ ଛନକା ବଢ଼ୁଛି ! ଶୁଣନ୍ତୁ କ’ଣ କହୁଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠି



  • May 13, 2023 09:22 IST

    ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୨୭୦୬ ଭୋଟରେ ଆଗୁଆ

    ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

    ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୨୭୦୬ ଭୋଟରେ ଆଗୁଆ

    ଦ୍ବିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ



  • May 13, 2023 09:20 IST

    ପ୍ରାର୍ଥୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା, ଦେଖନ୍ତୁ ଅପଡେଟ୍‌ ରେଜଲ୍ଟ



  • May 13, 2023 08:28 IST

    ଆରମ୍ଭ ହେଲା ଗଣତି

    ଆରମ୍ଭ ହେଲା ଝାରସୁଗୁଡ଼ା ଉପନିର୍ବାଚନ ଗଣତି । ଫଳାଫଳ ବଢ଼ିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା । 



  • May 13, 2023 08:02 IST

    ଭୋଟ ଗଣତି ଆରମ୍ଭ । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ହେବ ଗଣତି

    ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି ।



  • May 13, 2023 08:00 IST

    ଝାରସୁଗୁଡ଼ାରେ କିଏ ମାରିବ ବାଜି; ଆଜି ଆସିବ ରେଜଲ୍ଟ

    ଆଜି ଝାରସୁଗୁଡ଼ା ରେଜଲ୍ଟ। ସକାଳ ୮ଟାରୁ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ପୋଷ୍ଟାଲ ବାଲାଟ ସରିଲେ, ସାଢ଼େ ୮ଟାରୁ ଇଭିଏମ୍ ଗଣତି ।



  • May 13, 2023 07:36 IST

    Jharsuguda Bypoll: ଖୋଲିବ EVM, କାହାର ହେବ ଝାରସୁଗୁଡ଼ା ? କିଏ ମାରିବ ବାଜି ?

    କାହାର ହେବ ଝାରସୁଗୁଡ଼ା । ବିଜେଡି ଏହି ଆସନକୁ ବଜାୟ ରଖିପାରିବ, ନା ବିଜେପି କିଛି ଚମତ୍କାର ଦେଖାଇବ । କଂଗ୍ରେସ ତାର ପୂର୍ବ ଭୋଟ ରକ୍ଷା କରିପାରିବ ତ । ଏହି ସବୁ ପ୍ରଶ୍ନର ଉତ୍ତର ଆଜି ମିଳିବ । କାରଣ ଆଜି ଝାରସୁଗୁଡ଼ା ବାଇ ଇଲେକସନର ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି ।

    ଅଧିକ ପଢ଼ନ୍ତୁ



BJD Odisha BJP Odisha Politics
Advertisment
Advertisment