• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

Karnataka Assembly Election Result 2023 LIVE Updates: କାହାର ହେବ କର୍ଣ୍ଣାଟକ ?

India

କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍‌ଜିଟ୍‌ ପୋଲ ? ଏଥର ଝୁଲା ସରକାର ନା ପୁଣି ସରକାର ଗଢ଼ିବ ବିଜେପି ? ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି ଜନତା ? କାହା ଭାଗ୍ୟରେ କେତେ ସିଟ୍‌ ? ଭଲ ରହିବ ତ ବିଜେପିର ସ୍ଥିତି ? ୨୦୨୪ ନିର୍ବାଚନ ପାଇଁ ଏଣ୍ଟ୍ରି ପଏଣ୍ଟ ହେବ କର୍ଣ୍ଣାଟକ ଫଳାଫଳ । କର୍ଣ୍ଣାଟକ ନିର୍ବାଚନର ଟିକିନିଖି ଖବର ପାଇଁ ଆମ ପେଜ୍‌  otvkhabar.in ସହ ଯୋଡ଼ି ହୋଇରୁହନ୍ତୁ ।

Karnataka Election Result

00:29 AM(11 months ago )

ଫଳାଫଳ ଦେଖି କାନ୍ଦି ପକାଇଲେ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର

Posted by: Sonali Kabi

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଲେ ପିସିସି ସଭାପତି ଡିକେ ଶିବକୁମାର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ସେ କାନ୍ଦି ପକାଇଥିଲେ, ଅଧିକ ପଢନ୍ତୁ...

16:55 PM(11 months ago )

କର୍ଣ୍ଣାଟକରେ ଗରିବ ଲୋକଙ୍କ ଶକ୍ତି ହରାଇଲା ବିଜେପିକୁ: ରାହୁଲ ଗାନ୍ଧୀ

Posted by: Chandan Shishu

16:19 PM(11 months ago )

ବିଜୟ ପାଇଁ ଦଳର ନେତାଙ୍କୁ ଶ୍ରେୟ ଦେଲେ କର୍ଣ୍ଣାଟକ କଂଗ୍ରେସ ମୁଖପାତ୍ର ଲାବଣ୍ୟ

Posted by: Chandan Shishu

16:05 PM(11 months ago )

କର୍ଣ୍ଣାଟକ ପିସିସି ସଭାପତିଙ୍କ ଘର ଆଗରେ ସମର୍ଥକଙ୍କ ସେଲିବ୍ରେସନ

Posted by: Chandan Shishu

15:59 PM(11 months ago )

ଏହି ଜ୍ୟୋତିଷ କର୍ଣ୍ଣାଟକରେ କଂଗ୍ରେସ ଜିତିବାନେଇ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ସେ କିଏ ?

Posted by: Chandan Shishu

ସତ ହେଲା ଜ୍ୟୋତିଷଙ୍କ ବାଣୀ । କର୍ଣ୍ଣାଟକରେ ବଡ଼ ବିଜୟ ମୁହାଁ କଂଗ୍ରେସ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ । ଯାହା ଆଜି ସତ ହେବାକୁ ଯାଉଛି । ବିଜେପି ଠାରୁ ବଡ଼ ବ୍ୟବଧାନରେ କଂଗ୍ରେସ ବାଜିମାତ କରିବ ବୋଲି କହିଥିଲେ ଏହି ଜ୍ୟୋତିଷ । ଅଧିକ ପଢନ୍ତୁ...

15:55 PM(11 months ago )

କର୍ଣ୍ଣାଟକରେ ବିଜେପିର ଏ ସ୍ଥିତି ପାଇଁ ଦାୟୀ କିଏ ?

Posted by: Chandan Shishu

14:13 PM(11 months ago )

କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ ! କର୍ମୀ କହିଲେ ସଦ୍ଧରମେୟା ହେବେ ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

14:13 PM(11 months ago )

କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ ! କର୍ମୀ କହିଲେ ସଦ୍ଧରମେୟା ହେବେ ମୁଖ୍ୟ

Posted by: Satyendu Shekher Mishra

12:49 PM(11 months ago )

ବିଜୟ ଅଭିମୁଖେ ଦଳ, କର୍ଣ୍ଣାଟକ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ

Posted by: Satyendu Shekher Mishra

12:39 PM(11 months ago )

କର୍ଣ୍ଣାଟକ ବିଜୟ ପାଇଁ ଦିଲ୍ଲୀ କଂଗ୍ରେସ ଭବନରେ ଉତ୍ସବର ମାହୋଲ, ଜୋରଦାର ଫୁଟିଲାଣି ବାଣ

Posted by: Satyendu Shekher Mishra

12:35 PM(11 months ago )

କର୍ଣ୍ଣାଟକରେ ବିଜୟ ମୁହାଁ କଂଗ୍ରେସ, ଦିଲ୍ଲୀ ଶିବିରରେ କର୍ମୀଙ୍କ ଉତ୍ସବ ପାଳନ, ନାଚ ଗୀତ

Posted by: Satyendu Shekher Mishra

12:33 PM(11 months ago )

କଣ୍ଣାଟକରେ ବିଜୟ ଅଭିମୁଖେ କଂଗ୍ରେସ, ଘରୁ ବାହାରି କର୍ମୀଙ୍କ ଗହଣକୁ ଆସିଲେ ସିଦ୍ଧରମେୟା

Posted by: Satyendu Shekher Mishra

12:30 PM(11 months ago )

କର୍ଣ୍ଣାଟକରେ କଂଗ୍ରେସ ନେତା ବାଣ୍ଟିଲେଣି ମିଠା

Posted by: Satyendu Shekher Mishra

11:31 AM(11 months ago )

କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଏବେଠୁ ଉତ୍ସବ ମନାଇଲାଣି କଂଗ୍ରେସ

Posted by: Satyendu Shekher Mishra

Image

11:28 AM(11 months ago )

କର୍ଣ୍ଣାଟକ ଫଳାଫଳକୁ ନେଇ କ’ଣ କହୁଛନ୍ତି ବିଜେପି ନେତା ସୟୀଦ ଜାଫର ଇସ୍‌ଲାମ୍‌, ଶୁଣନ୍ତୁ

Posted by: Satyendu Shekher Mishra

11:27 AM(11 months ago )

ପୂର୍ଣ୍ଣ ବହୁମତ ସହ ଜିତିବ କଂଗ୍ରେସ: ସଲିମ ଅହମ୍ମଦ

Posted by: Satyendu Shekher Mishra

10:57 AM(11 months ago )

ବିଜେପି ନେତା ଚାଲାବାଦୀ ନାରାୟଣସ୍ୱାମୀଙ୍କ ଦାବି ଆମେ ଜିତିବୁ

Posted by: Satyendu Shekher Mishra

10:28 AM(11 months ago )

ଏଥର କର୍ଣ୍ଣାଟକରେ ଚାଲିବ କି କଂଗ୍ରେସର ରାଜ୍‌ ?

Posted by: Rajalaxmi Sahoo

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ...

10:20 AM(11 months ago )

ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କିଛି ବି କରିବ: ସିଦ୍ଧରମେୟା

Posted by: Satyendu Shekher Mishra

09:53 AM(11 months ago )

କର୍ଣ୍ଣାଟକ ବିଧାନସଭା ଭୋଟ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ସୁଦ୍ଧା କଂଗ୍ରେସ ଆଗୁଆ ।

Posted by: Satyendu Shekher Mishra

09:52 AM(11 months ago )

କର୍ଣ୍ଣାଟକରେ କଂଗ୍ରେସର ଅଭୂତପୂର୍ବ ପ୍ରଦର୍ଶନ, ଉତ୍ସବ ମନାଇଲେଣି କର୍ମୀ

Posted by: Satyendu Shekher Mishra

09:50 AM(11 months ago )

ଏପଟେ ଗଣତି ଚାଲିଛି, ସେପଟେ ନେତାଙ୍କ ପୂଜାପାଠ ! ହନୁମାନ ମନ୍ଦିରରେ ବୋମାଇ

Posted by: Satyendu Shekher Mishra

09:49 AM(11 months ago )

ଗଣତି ପୂର୍ବରୁ ସୁରକ୍ଷା ବଳୟ ଭିତରେ ଖୋଲାଯାଇଥିଲା ଷ୍ଟ୍ରଙ୍ଗରୁମ୍‌

Posted by: Satyendu Shekher Mishra

09:28 AM(11 months ago )

ପୁଣି କିଙ୍ଗ୍‌ ମେକର ହେବ କି JDS ! ସକାଳ ୯.୩୦ ସୁଦ୍ଧା ବିଜେଡି ୬୩, କଂଗ୍ରେସ ୬୨ ସିଟ୍‌ରେ ଆଗୁଆ

Posted by: Satyendu Shekher Mishra

08:43 AM(11 months ago )

ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍‌ ୧୮ ସିଟ୍‌ରେ ଆଗୁଆ

Posted by: Satyendu Shekher Mishra

ସତ ହେବ କି ଏକ୍‌ଜିଟ୍‌ ପୋଲ ଆକଳନ ? ଆରମ୍ଭରୁ ଜୋରଦାର ଟକ୍କର । ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍‌ ୧୮ ସିଟ୍‌ରେ ଆଗୁଆ ।

08:38 AM(11 months ago )

କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଆରମ୍ଭରୁ ବିଜେପି-କଂଗ୍ରେସ କଡ଼ା ଟକ୍କର

Posted by: Rajalaxmi Sahoo

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।

ଆହୁରି ପଢ଼ନ୍ତୁ...

08:34 AM(11 months ago )

କର୍ଣ୍ଣାଟକ ବିଧାନସଭା ଭୋଟ ଗଣତି, ୫୧ ସିଟ୍‌ରେ ବିଜେପି ଆଗୁଆ, ୫୦ ସିଟ୍‌ରେ କଂଗ୍ରେସ ଆଗୁଆ

Posted by: Satyendu Shekher Mishra

ସତ ହେବ କି ଏକ୍‌ଜିଟ୍‌ ପୋଲ ରିପୋର୍ଟ । ଆରମ୍ଭରୁ ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ ଟକ୍କର । ସକାଳ ସାଢ଼େ ଆଠଟା ସୁଧା ୫୧ ସିଟ୍‌ରେ ବିଜେପି ଆଗୁଆ ରହିଥିବା ବେଳେ ୫୦ ସିଟ୍‌ରେ କଂଗ୍ରେସ ଆଗୁଆ ରହିଛି ।

08:30 AM(11 months ago )

କର୍ଣ୍ଣାଟକରେ ଏଥର ବି ହୋଇପାରେ ଝୁଲା ସରକାର, କିଙ୍ଗ୍‌ ମେକର ହେବ ଜେଡିୟୁ !

Posted by: Satyendu Shekher Mishra

08:22 AM(11 months ago )

ସତ ହେବ କି ଏକ୍‌ଜିଟ୍‌ ପୋଲ୍ ?

Posted by: Satyendu Shekher Mishra

କର୍ଣ୍ଣାଟକ ଉପରେ କାହାର ହେବ କବ୍‌ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।

07:39 AM(11 months ago )

Karnataka Result: କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ଜନତା ? କିଏ ବସିବ ଗାଦିରେ..?

Posted by: Satyendu Shekher Mishra

ତେବେ କର୍ଣ୍ଣାଟକ ଉପରେ କାହାର ହେବ କବ୍‌ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।

ଅଧିକ ପଢ଼ନ୍ତୁ

Load more...