କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର ନା ପୁଣି ସରକାର ଗଢ଼ିବ ବିଜେପି ? ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି ଜନତା ? କାହା ଭାଗ୍ୟରେ କେତେ ସିଟ୍ ? ଭଲ ରହିବ ତ ବିଜେପିର ସ୍ଥିତି ? ୨୦୨୪ ନିର୍ବାଚନ ପାଇଁ ଏଣ୍ଟ୍ରି ପଏଣ୍ଟ ହେବ କର୍ଣ୍ଣାଟକ ଫଳାଫଳ । କର୍ଣ୍ଣାଟକ ନିର୍ବାଚନର ଟିକିନିଖି ଖବର ପାଇଁ ଆମ ପେଜ୍ otvkhabar.in ସହ ଯୋଡ଼ି ହୋଇରୁହନ୍ତୁ ।
00:29 AM(2 years ago )
କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଲେ ପିସିସି ସଭାପତି ଡିକେ ଶିବକୁମାର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ସେ କାନ୍ଦି ପକାଇଥିଲେ, ଅଧିକ ପଢନ୍ତୁ...
16:55 PM(2 years ago )
16:19 PM(2 years ago )
16:05 PM(2 years ago )
15:59 PM(2 years ago )
ସତ ହେଲା ଜ୍ୟୋତିଷଙ୍କ ବାଣୀ । କର୍ଣ୍ଣାଟକରେ ବଡ଼ ବିଜୟ ମୁହାଁ କଂଗ୍ରେସ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ । ଯାହା ଆଜି ସତ ହେବାକୁ ଯାଉଛି । ବିଜେପି ଠାରୁ ବଡ଼ ବ୍ୟବଧାନରେ କଂଗ୍ରେସ ବାଜିମାତ କରିବ ବୋଲି କହିଥିଲେ ଏହି ଜ୍ୟୋତିଷ । ଅଧିକ ପଢନ୍ତୁ...
15:55 PM(2 years ago )
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ଆଡକୁ ଯାଉଛି। ତେବେ କର୍ଣ୍ଣାଟକରେ ବିଜେପିର ଏ ସ୍ଥିତି ପାଇଁ ଦାୟୀ କିଏ ? #KarnatakaElectionResults2023 #BJP #Congress pic.twitter.com/5VoiXnbTIW
— ଓଟିଭି (@otvkhabar) May 13, 2023
14:13 PM(2 years ago )
14:13 PM(2 years ago )
12:49 PM(2 years ago )
12:39 PM(2 years ago )
12:35 PM(2 years ago )
12:33 PM(2 years ago )
12:30 PM(2 years ago )
11:31 AM(2 years ago )
11:28 AM(2 years ago )
11:27 AM(2 years ago )
10:57 AM(2 years ago )
10:28 AM(2 years ago )
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
10:20 AM(2 years ago )
09:53 AM(2 years ago )
କର୍ଣ୍ଣାଟକ ବିଧାନସଭା ଭୋଟ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ସୁଦ୍ଧା କଂଗ୍ରେସ ଆଗୁଆ । #karnatakaElectionResult #OTV pic.twitter.com/0LIATozmuY
— ଓଟିଭି (@otvkhabar) May 13, 2023
09:52 AM(2 years ago )
09:50 AM(2 years ago )
09:49 AM(2 years ago )
09:28 AM(2 years ago )
08:43 AM(2 years ago )
ସତ ହେବ କି ଏକ୍ଜିଟ୍ ପୋଲ ଆକଳନ ? ଆରମ୍ଭରୁ ଜୋରଦାର ଟକ୍କର । ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍ ୧୮ ସିଟ୍ରେ ଆଗୁଆ ।
08:38 AM(2 years ago )
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
08:34 AM(2 years ago )
ସତ ହେବ କି ଏକ୍ଜିଟ୍ ପୋଲ ରିପୋର୍ଟ । ଆରମ୍ଭରୁ ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ ଟକ୍କର । ସକାଳ ସାଢ଼େ ଆଠଟା ସୁଧା ୫୧ ସିଟ୍ରେ ବିଜେପି ଆଗୁଆ ରହିଥିବା ବେଳେ ୫୦ ସିଟ୍ରେ କଂଗ୍ରେସ ଆଗୁଆ ରହିଛି ।
08:30 AM(2 years ago )
08:22 AM(2 years ago )
କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।
07:39 AM(2 years ago )
ତେବେ କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।