Advertisment

Jharsuguda Bypoll : ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ

ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି

author-image
Prangyan Parimita
ଅଦ୍ୟତନ ହୋଇଛି
Jharsuguda Bypoll Result 2023

Jharsuguda Bypoll

ପୁଣି ଝାରସୁଗୁଡ଼ା ଗଡ଼ ଜିଣିବ କି ବିଜେଡି ? ଉପନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଥିବା ବେଳେ ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି । କେବଳ ପଞ୍ଚମ ନୁହେଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି ।

Advertisment

ପ୍ରଥମ ରାଉଣ୍ଡ୍‌

ଝାରସୁଗୁଡ଼ା ଉପନିର୍ବାଚନ; ୧ମ ରାଉଣ୍ଡରେ ବିଜେଡି ଆଗୁଆ

ଦ୍ୱିତୀୟ ସ୍ଥାନରେ  ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

h3p>ଦ୍ୱିତୀୟ ରାଉଣ୍ଡ୍‌

ଝାରସୁଗୁଡ଼ା: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

୨ୟ ରାଉଣ୍ଡ ସୁଦ୍ଧା ବିଜେଡି ୪୫୧୦ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

୩ୟ ରାଉଣ୍ଡ

ଝାରସୁଗୁଡ଼ା: ବିଜେଡି ଆଗୁଆ

ଝାରସୁଗୁଡ଼ା: ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୭୬୩୩ ଭୋଟରେ ଆଗୁଆ

୪ର୍ଥ ରାଉଣ୍ଡ

ଝାରସୁଗୁଡ଼ା: ବିଜେଡି ଆଗୁଆ

ଝାରସୁଗୁଡ଼ା: ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୪୫୧୦ ଭୋଟରେ ଆଗୁଆ

ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୦ ହଜାର ୧୭୮ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

୫ମ ରାଉଣ୍ଡ୍‌

ଝାରସୁଗୁଡ଼ା: ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୧୩, ୫୪୫ ଭୋଟରେ ଆଗୁଆ

ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ରହିବେ। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିବେ। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ରହିବେ। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହେବେ।

ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ। ...

Advertisment
Bypoll
Advertisment
Advertisment