• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

3 feet tall man becomes center of attraction in Moradabad files nomination for civic polls
ଚର୍ଚ୍ଚାରେ ୩ ଫୁଟିଆ ନେତା: ଉଚ୍ଚତା କରୁଛି ଭୋଟରଙ୍କ ଦୃଷ୍ଟି ଆକର୍ଷଣ, ଘର ଘର ବୁଲି କରୁଛନ୍ତି ଭୋଟ୍‌ ଭିକ୍ଷା...

ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।

  • Wednesday, 19 April 2023
Odisha Politics, BJD Party Office
ଫାଇଭ୍‌ ଷ୍ଟାର ହୋଟଲ୍‌ଠୁ କମ୍‌ ନୁହେଁ BJD ପାର୍ଟି ଅଫିସ୍‌

ଚକାଚକ୍ ବିଲଡିଂ । ବାହାରୁ ଯେତିକି ଆକର୍ଷଣୀୟ ଭିତରେ ତାଠୁ ବଳି । କୌଣସି ଫାଇଭ ଷ୍ଟାର ହୋଟେଲ କଥା କହୁ ନାହୁଁ । ଆମେ କହୁଛୁ ଦେଶର ଦ୍ୱିତୀୟ ଆଂଚଳିକ ଧନୀ ଦଳ ବିଜେଡିର ନୂଆ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଥା ।

  • Tuesday, 18 April 2023
  • BJD
Odisha Politics: BJP Leader Criticize CM Naveen Patnaik And BJD Government
ସମ୍ବଲପୁର ଯିବାକୁ କାହିଁକି ବାରଣ ?

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସିଧା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଛନ୍ତି- ସରକାର ଆମ ଛାଇ ଦେଖି ଡରୁଛନ୍ତି।

Mahanadi Water Dispute
କଣ ହେବ ମହାନଦୀ ଜଳ ବିବାଦର ଭାଗ୍ୟ?

ଟ୍ରିବ୍ୟୁନାଲ୍ ଆଗରେ କଣ ତଥ୍ୟ ରଖିବେ ରାଜ୍ୟ ସରକାର? ଏସବୁ ପ୍ରଶ୍ନ ଭିତରେ ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ।

Mahanadi Water Dispute
ତୁଟିବ କି ମହାନଦୀ ଜଳ ବିବାଦ ? ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ଟିମ୍

ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ।

VHP Protest
ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

Odisha Politics: BJP Leader Criticize CM Naveen Patnaik And BJD Government
ଆମ ଛାଇ ଦେଖି ଡରୁଛନ୍ତି ରାଜ୍ୟ ସରକାର, କହିଲେ ମନମୋହନ

ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ସୁରେଶ ପୂଜାରୀଙ୍କ ଧମକ । ୪ ଦିନ ପରେ କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇପାରୁନି ପ୍ରଶାସନ । ଜିଲ୍ଲାପାଳ ଓ ଏସ.ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ।

Odisha Politics, BJD Party Office
BJDର ବ୍ରାଣ୍ଡ ନ୍ୟୁ ପାର୍ଟି ଅଫିସ୍ ! ଫାଇଭ୍‌ ଷ୍ଟାର ହୋଟଲ୍‌ଠୁ କମ୍‌ ନୁହେଁ, ଦେଖନ୍ତୁ ଭିଡିଓ...

୨୩ରୁ ଆଲିସାନ କୋଠାରେ ଚାଲିବ ବିଜେଡି ମୁଖ୍ୟାଳୟ । କେଉଁଠୁ ଆସିଲା ଏତେ ପାଣ୍ଠି ପ୍ରଶ୍ନ ଉଠାଇଲା ବିଜେପି ।

Dharmendra Pradhan Criticize Cm Naveen Patnaik
ବିଜେପି ନେତାଙ୍କୁ ସମ୍ବଲପୁର ଯିବାକୁ ଦେଲାନି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ ଧର୍ମେନ୍ଦ୍ର କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ?

Rajasthan Politics, Sachin Pilot-Ashokl Gehlot
ପାଇଲଟ୍‌ଙ୍କ ପ୍ଲେନ୍‌ର ଗତି କୁଆଡ଼େ ? ନିଜ ଦଳକୁ ବାରମ୍ବାର ପକାଉଛନ୍ତି ଅଡ଼ୁଆରେ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।

NCP MP Supriya Sule Explosions Remark
ସୁପ୍ରିୟା ସୁଲେଙ୍କ ବଡ଼ ବୟାନ-‘ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ,ମହାରାଷ୍ଟ୍ରରେ ହେବ ବଡ଼ ରାଜନୈତିକ ବିସ୍ଫୋରଣ’

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।

Top BJP leaders detained on way to violence-hit Sambalpur
ବିଜେପି ନେତା ଥାନାରେ ଅଟକ

ନେତାମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖିଲା ସମ୍ବଲପୁର ପୋଲିସ ।

  • Tuesday, 18 April 2023
  • BJP
Aparajita Sarangi On Mining Scam
ପୁଣି ଆଟାକିଂ ମୋଡ୍‌ରେ ଅପରାଜିତା, ଖଣି ଦୁର୍ନୀତି କଥା କହି ସରକାରଙ୍କୁ କାଠଗଡ଼ାକୁ ଟାଣିଲେ

ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି ।

Jharsuguda Bypoll, Odisha Politics, BJD, Odisha BJP
ଝାରସୁଗୁଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ

ବିଜୟର ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।

BJP Vice President Baijayanta Panda On Sambalpur Curfew
‘ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମ୍ବଲପୁରରେ ହିଂସାକାଣ୍ଡ ପ୍ରି ପ୍ଲାନ୍ଡ଼ ଥିଲା’ 

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।

Jharsuguda Bypoll, Odisha Politics, BJD, Odisha BJP
ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।

Jagadish Shettar
ପଦ୍ମ ଛାଡ଼ି ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।

Jharsuguda Bypoll
ନାମାଙ୍କନ ଭାରିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।

Union Minister Giriraj Singh reacts to corruption in PMAY, MGNREGA schemes in Odisha
ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପି ଦେଲା କଡ଼ା ଚେତାବନୀ

ପିଏମ୍ ଆବାସ ଯୋଜନାକୁ ନେଇ ପୁଣି ବିବାଦ। ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର କଡ଼ା ଚେତାବନୀ। ବର୍ଷା ପୂର୍ବରୁ କାର୍ଯ୍ୟାଦେଶ ନମିଳିଲେ ରାଜରାସ୍ତାରେ ନିଆଁ ଜଳିବା ଧମକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବି ଝାଡ଼ିଲେ ଅସନ୍ତୋଷ। ଜବାବ ରଖିଲା ବିଜେଡି।

  • Sunday, 16 April 2023
  • PMAY
Arvind Kejriwal
ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ CBIର ମାରାଥନ ଜେରା

ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ରାଜଘାଟ ଯାଇ କେଜ୍ରିୱାଲଙ୍କୁ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କେଜ୍ରିୱାଲଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହ ମଦ ନୀତି ଦୁର୍ନୀତିରେ ସିବିଆଇ ଆଗରେ ସବୁ ସତ କହିବାକୁ ଆହ୍ୱାନ ଦେଇଛନ୍ତି ।

PMAY
PM ଆବାସ ଯୋଜନାରେ ପୁଣି ବିବାଦ; ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର ଚେତାବନୀ

ପୁଣି ଉଠିଲା ପିଏମ୍ ଆବାସ ବଣ୍ଟନରେ ଗଡ଼ବଡ଼ ପ୍ରସଙ୍ଗ । ଟଙ୍କା ନେଇ ବିଜେଡି ହିତାଧିକାରୀ ଚିହ୍ନଟ କରୁଥିବା ଅଭିଯୋଗ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ବି ଝାଡ଼ିଲେ ଅସନ୍ତୋଷ ।

Hanuman Jayanti violence in Sambalpur
ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

jharsuguda bypoll
ଝାରସୁଗୁଡ଼ା ଲଢ଼େଇ ପାଇଁ ନାମାଙ୍କନ ପର୍ବ ଆରମ୍ଭ

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।

jharsuguda bypoll
ଝାରସୁଗୁଡ଼ା ଲଢ଼େଇ ପାଇଁ ନାମାଙ୍କନ ପର୍ବ ଆରମ୍ଭ

ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

  • Saturday, 15 April 2023
  • Bypoll
Khola Katha | An exclusive interview with BJP MLA Mukesh Mahaling
ନିର୍ଣ୍ଣାୟକ ହେବ ଝାରସୁଗୁଡ଼ା ଉପନିର୍ବାଚନ

ଖୋଲାକଥାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ। ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ କହିଲେ ଏମିତି...

  • Saturday, 15 April 2023