/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709346846.jpg)
Odisha Politics
ଓଡ଼ିଶାରେ ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି। ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ଏପଟେ ୨୪ ଲଢ଼େଇ ପାଇଁ ଖୁବ୍ଶୀଘ୍ର ଆସିବ ବିଜେପି ଯୋଦ୍ଧାଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା। ଯେକୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମନମୋହନ ସୂଚନା ଦେଇଛନ୍ତି।
Advertisment
#ମେଣ୍ଟ_ହେବନି: #ମନମୋହନ
ରାଜ୍ୟରେ ମଧ୍ୟ ବିଜେପି ସରକାର ହେବ- ମନମୋହନ#ManmohanSamal#BJP#Odisha#OTVpic.twitter.com/sGJ6DvBd3d— ଓଟିଭି (@otvkhabar) March 1, 2024
କାଲି ସୁଦ୍ଧା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଆସିବ: ମନମୋହନ#ManmohanSamal#BJP#Odisha#OTVpic.twitter.com/NKDYjG7Vld
— ଓଟିଭି (@otvkhabar) March 1, 2024
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)