• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suvendu Adhikari

Suvendu Slams Mamata
Suvendu Slams Mamata: 'ମମତାଙ୍କ ଇସାରରେ ପୁରୀରୁ ଦାରୁ ଚୋରି ହୋଇଛି'

ଦୀଘା ଦାରୁ ଦିଅଁ ବିବାଦକୁ ନେଇ ମମତା ବାନାର୍ଜୀ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ କଡା ଭତ୍ସନା କଲେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

'ନିମ୍ନ ସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର ।'
Digha Jagnnath Temple Controversy: ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ, ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା କହିଲେ...

ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ । ଦୀଘାରେ ଜଗନ୍ନାଥଙ୍କ ମନ୍ଦିର ଗଢ଼ି 'ଜଗନ୍ନାଥ ଧାମ' ନାଁ ଦେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ମମତା । ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

Fake Voter
ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର୍‌, CEOଙ୍କ ନିକଟରେ ତାଲିକା ଦାଖଲ କଲା ବିଜେପି

ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍‌ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍‌ରେ ଫେକ୍‌ ଭୋଟରଙ୍କ ତାଲିକା ରହିଥିଲା।