• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

information technology
ସୂଚନା ପ୍ରଯୁକ୍ତିର ଯୁବଶକ୍ତି

କିଶୋର ଅବସ୍ଥାରୁ ମସ୍ତିଷ୍କରେ ଭରିଦିଆଯାଉଛି ଡିଜିଟାଲ ବିଶ୍ବର ଚମକ ,କୋଡିଙ୍ଗ ଶିଖ,ଆପ୍ ତିଆରି କର । ତାହେଲେ ପରିଗଣିତ ହେବ ବିଶ୍ୱମାନବ । ସଭ୍ୟ,ଶିକ୍ଷିତ ବୋଲାଇବାର ଏହିପରି ମନ୍ତ୍ରସଵୁ କି ଯେ ଭବିଷ୍ୟତ ଯୁବଶକ୍ତି ଗଠନ କରିବ ତାହା ମଧ୍ୟ ବିଚାର୍ଯ୍ୟ । ତେବେ ଇଣ୍ଟରନେଟ,ଇ-ମେଲ ଓ ଗୁଗଲୁ ସମେତ ଅନେକ ଆପ  ଆଜିର ଯୁବପିଢିର ଯେପରି‌ ଦୀକ୍ଷାଗୁରୁ ପାଲଟି ଯାଇଛି

How to make decision
ନିଷ୍ପତ୍ତି ନେବେ କିପରି; ଜାଣନ୍ତୁ କେତେକ ଟିପ୍ସ

ବେଳେବେଳେ ଲୋକେ ନିଷ୍ପତ୍ତି ନେବାରେ ଅସୁବିଧାରେ ପଡନ୍ତି। କ’ଣ କରିବେ ବା ନ କରିବେ ତାହା ବୁଝି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ କ’ଣ କରିବାକୁ ହେବ।

Book Review:Dear Zari
ଡିୟର ଜ୍ଜରି: ଏକ ଦୃଷ୍ଟିପାତ

ଆଫ୍‌ଗାନିସ୍ଥାନର ଅନେଷା ଓ ୱଜ୍‌ମା ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର ଲିଖିତ ‘ଡିୟର ଜ୍ଜରି’ ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍‌ମାଙ୍କ ଭଳି ଆହୁରି ଅନେକ ମହିଳାଙ୍କୁ ଭେଟିଛନ୍ତି ଲେଖିକା।

These information below get rid from diabetes
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। ଏବେ ଆସନ୍ତୁ ଜାଣିନେବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।

Hifu: Makes the face smooth and glow
ହିଫୁ : ନିରାପଦରେ କରିଥାଏ ମୁହଁକୁ ଚିକ୍କଣ ଓ ମସୃଣ

ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍‌ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍‌ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।

Article by Pabitra Mohan Kar
‘ଆଜାଦି କା ଅମୃତ ମହୋତ୍ସବ’ ରେ ମହାପୁରୁଷଙ୍କୁ ଅବହେଳା

ଚଳିତବର୍ଷ ଭାରତୀୟ ସ୍ଵାଧୀନତା ପ୍ରାପ୍ତିର ପ୍ଲାଟିନମ୍‌ ଜୁବିଲି ପାଳନ ହେଉଛି। ସରକାର "ଆଜାଦି କା ଅମୃତ ମହୋତ୍ସବ" ଶୀର୍ଷକରେ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଛବି ସମ୍ବଳିତ ଏକ ସ୍ମାରକୀ ପୋଷ୍ଟର୍‌ ମଧ୍ୟ ପ୍ରକାଶ କରିଛନ୍ତ। ବିଡମ୍ବନା ହେଲା, ଏଥିରେ ଦେଶର ମହାପୁରୁଷଙ୍କୁ ଅବହେଳା କରାଯାଇଛି।

Increase the quality of quality education
କେବଳ ଚାକଚକ୍ୟ କରିଦେଲେ ପିଲାମାନେ ବିଦ୍ୟାଳୟ ମୁହାଁ ହେବେ ନାହିଁ

ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।

2022 is a year of hope and potential for Pakistan cricket
ପାକିସ୍ତାନ କ୍ରିକେଟ୍ ପାଇଁ ୨୦୨୨ ଆଶା ଏବଂ ସମ୍ଭାବନାର ବର୍ଷ

ବିଶ୍ୱ କ୍ରିକେଟ୍‌ରେ ପାକିସ୍ତାନ ନିଜର ହଜିଯାଇଥିବା ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ଏଥିପାଇଁ ଇସ୍‌ଲାମାବାଦରେ ଏକ ସ୍ୱତନ୍ତ୍ର ହାଇଟେକ୍ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ରହିଛି। ତେବେ ଏସବୁ ନିର୍ଭର କରେ ପାକିସ୍ତାନର ରାଜନୈତିକ ଇଚ୍ଛାଶକ୍ତି ଉପରେ। ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା କୌଣସି ସରକାର କେବେ ବି ନିଜର କାର୍ଯ୍ୟକାଳ ପୂରା କରିପାରି ନାହିଁ।