ପରିଣତ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି ଦିଲ୍ଲୀପ। କଟକ ଆନନ୍ଦଭବନରେ ନିଜ ବଡ଼ ଭଉଣୀଙ୍କ ସହ ବେଶ୍ କିଛି ଦିନ ଧରି ଶାରିରୀକ ଓ ଆର୍ଥିକ ଦୁଃସ୍ଥିତିରେ ଥିବା ଦିଲ୍ଲୀପ ଏବେ ପେନସନ୍ ପାଇଁ ଆବେଦନ କରିବାକୁ ନେଇ ଚର୍ଚ୍ଚା।
ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା ।
ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇଛନ୍ତି ଦିଲ୍ଲୀପ। ତାଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ଯୋଜନାରେ ଜଣେ ଯୋଗ୍ୟ ହିତାଧିକାରୀ।
ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..
ଗତ ୧୦ ତାରିଖ ରାତି ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରୀ ଖାଇଥିଲେ ଛାତ୍ରଛାତ୍ରୀ ।
ଚମତ୍କାରଠୁ କମ୍ ନୁହେଁ। ଆଖି ବନ୍ଦ ଅଛି, ହେଲେ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର। ଆଖିରେ ପଟିବାନ୍ଧି ବାଇକ୍ ଓ ସାଇକେଲ ମଧ୍ୟ ଚଳାଉଛନ୍ତି। ହେଲେ ଏସବୁ ଯାଦୁ ନୁହେଁ ଶିକ୍ଷା..
ଦୀପିକାଙ୍କ ୩ ବର୍ଷର ଲଢ଼େଇରେ ଆସିଲା ବଡ଼ ଟୁଇଷ୍ଟ । ତାଙ୍କ ଗର୍ଭଜାତ ସନ୍ତାନ ଦିନେଶଙ୍କ ବୋଲି ଦର୍ଶାଇଲା DNA ରିପୋର୍ଟ । ଦିନେଶ ଏବେ ଆପଣାଇବେ ନା ଚାଲିବ ଆଇନଗତ ଲଢ଼େଇ ?
‘ସ୍ୱାମୀ ଚାଲିଗଲା ପରେ ମୂଲ ଲାଗି ଲାଗି ଝିଅକୁ ମାଟ୍ରିକ୍ ଯାଏ ପଢାଇଲି.. ୭୫ ପ୍ରତିଶତ ରଖି ଝିଅ ମୋର ପାସ୍ ହେଲା.. ଟଙ୍କା ତ ନାହିଁ କେମିତି ତାକୁ କରିବି ଇଞ୍ଜିନିୟର ?’
ରୋଜଗାର କରି ଘର ଚଳାଇବାର ବୋଝ କେବଳ ପୁରୁଷ କାହିଁକି ନାରୀ ବି ଉଠାଇପାରେ...କିଛି ଏମିତି ଚିନ୍ତା କରି ଅଧିକ ଆୟ କରିବାକୁ ବାଟ ଖୋଜୁଥିଲେ...ଚେଷ୍ଟା କରୁ କରୁ ତାଙ୍କୁ ୟୁଟ୍ୟୁବ୍ ଦେଖାଇଲା ରାହା.. ଆଉ ତାପରେ ସେ ଅଙ୍ଗନବାଡ଼ି କର୍ମୀରୁ ବନିଗଲେ ଜଣେ ସଫଳ ଛତୁଚାଷୀ..
ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି ।
ଯଦି ସାମାନ୍ୟ ଅନ୍ୟମନସ୍କ ହେବେ ତାହେଲେ ‘ନଜର ହଟି ତୋ ଦୁର୍ଘଟନା ଘଟି’.. ହଁ ଆଜ୍ଞା.. ୟେ ରାସ୍ତା ନୁହେଁ..ଏ ହେଉଛି ମରଣଯନ୍ତା..
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ?
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।
ସରକାରଙ୍କୁ ଗୁହାରି କରୁଛି । ଆମ ପ୍ରତି ଟିକେ ଦୟା ଧର୍ମ କରନ୍ତୁ, ମୋର ପୁଅ ଦିବ୍ୟାଙ୍ଗ ମୁଁ ମଧ୍ୟ ଜଣେ ଦିବ୍ୟାଙ୍ଗ। ଆମକୁ ଘର ଖଣ୍ଡେ ଦିଅନ୍ତୁ। ଆମେ ୫ ପ୍ରାଣୀ କୁଟୁମ୍ବ ଏହି ବଣ ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଛୁ..
ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ପ୍ରତିବାଦ
ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..
ଲଗାମଛଡ଼ା ଟମାଟୋ ଦରର ହାଇଟ୍ରେଣ୍ଡ ଜାରି..ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ..ଗୃହିଣୀଙ୍କ ଅଭ୍ୟାସ ପାଲଟିଲାଣି ବିନା ବିଲାତିରେ ତରକାରୀ..
କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ସହ ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚୟ ସଫଳତା ମିଳେ। ଏହା ପ୍ରମାଣିତ କରିଛନ୍ତି କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ। ଜଣେ ଅର୍ଥାଭାବରୁ ପାଠପଢାରେ ଡୋରି ବାନ୍ଧି ଦାଦନ ଘଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ଆଉ ଜଣଙ୍କୁ ଚାଲିବା ବସିବାରେ ଅସୁବିଧା, ଅଣ୍ଟା ଆଉ ବେଗ ସବୁଥିରେ ଯନ୍ତ୍ରଣା । ତଥାପି ପରିଶ୍ରମର ଫଳ ପାଇଛନ୍ତି ଓ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ଯାଉଛନ୍ତି।
ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି। ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତମହାପାତ୍ର। ସନ୍ଧ୍ୟା ୬ଟାରୁ ରାତି ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଏହପାରେ ଶ୍ରୀଜିଉଙ୍କ ଦିବ୍ୟ ସୁନ୍ଦର ମୁଖର ଦର୍ଶନ ପାଇବେ ଭକ୍ତ..
ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ।
ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।
ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ବନକଲାଗି ନୀତି ।
ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର।
ଏଭଳି ସତ୍ୟପାଠ ଦାଖଲ କରି ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିବା ଦର୍ଶାଇଛି ASI ।