ଭାରତ ମାଆର ସୁଯୋଗ୍ୟ ସନ୍ତାନ ଆନନ୍ଦ ପତ୍ରୀ । ଷାଠିଏ ଦଶକରୁ ଆଜିଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି । ୧୯୬୨ ଭାରତ-ଚୀନ ଓ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢ଼ିଛନ୍ତି..
Published By: Manoranjan Behera
Last updated: 14 August 2023, 10:45 PM IST
ହାତରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ମୁହଁରେ ଭାରତ ମାତାର ଜୟ ଜୟକାର । ସମସ୍ତଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା । ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ଗାଁଠୁ ସହର । ଉପାନ୍ତରୁ ଉପକୂଳ ସବୁଠି ରଙ୍ଗୀନ କାର୍ଯ୍ୟକ୍ରମ..