• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Unable to feed food to siblings, sister seeks for help in Odisha’s Khariar
ମାଆ ଚାଲିଗଲା, ବାପା ଦାଦନ ଗଲେ...୨ କୁନି ଭାଇଭଉଣୀଙ୍କୁ ପୋଷୁଛି ବଡ ଭଉଣୀ

ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ ଜେମତି । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ...

  • Saturday, 02 September 2023
neem tree
ନିମ ଗଛରେ ଅଛି ଦୈବ ଶକ୍ତି: ଯିଏ ଗଛ ଦେଖୁଛି, ମନସ୍କାମନା ପୂରଣ ହେଉଛି !

ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

Missing Man
୯ ବର୍ଷ ପରେ ଫେରିଲା ସ୍ୱାମୀ.. ଜିତିଲା ସ୍ତ୍ରୀର ବିଶ୍ୱାସ

ୟେ ଦୁଃଖ କି ଅବସାଦର କାନ୍ଦବୋବାଳି ନୁହେଁ.. ଏ ହେଉଛି ଖୁସିର ଲୁହ.. ଖୁସିରେ ଆତ୍ମହରା ହୋଇ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ ଆଉ ଝିଅ..ସମସ୍ତଙ୍କ ଆଖିରେ ଲୁହ.. କିନ୍ତୁ ସମସ୍ତେ ଭାରି ଖୁସି..ଗାଁ ଲୋକେ ବି ଭିଡ଼ ଜମାଇଛନ୍ତି..ରବୀନ୍ଦ୍ର ଗାଁକୁ ଫେରିଆସିଛନ୍ତି ବୋଲି ଗାଁରେ ଚହଳ ପଡ଼ିଛି..

Rakhsha Bandhan
ଜେଲ୍ ଝରକାରୁ ବାହାରିଲା ହାତ..

ମୁଁ ଜାଣିଛି ମୋ ଭାଇ ଅଭିଯୁକ୍ତ..ଏବେ ସେ ଜେଲରେ ଅଛି.. ହେଲେ ଆଜି ପରା ରାକ୍ଷୀ ପୂର୍ଣ୍ଣିମା.. ମୁଁ କେମିତି ତା ହାତରେ ରାକ୍ଷୀ ନ ବାନ୍ଧି ରହିପାରିବି ! ଯିଏ ଯାହା କହୁ.. ଯିଏ ଯାହା ଭାବୁ ପଛେ ଆଜି ସମସ୍ତଙ୍କ ଭଳି ମୋ ଭାଇ ବି ରାକ୍ଷୀ ପିନ୍ଧିବ.. ମୋ ଭାଇର ହାତ ଖାଲି ରହିବନି..

painting skills
ବାପା କହିଲେ.. ମୋ ଝିଅ ମୋ ନାଁ ରଖିଲା.. ମୁଁ ବହୁତ ଗର୍ବିତ

ଝିଅର କୃତୀତ୍ୱର ସାକ୍ଷୀ ହୋଇ କାନ୍ଥ ସାରା ଝୁଲୁଛି ମାନପତ୍ର ଆଉ ମେଡାଲ୍.. ଘରେ ଧାଡ଼ି ଧାଡ଼ି କରି ଥୁଆ ହୋଇଛି ସମ୍ମାନ ଓ ପୁରସ୍କାର.. ଘର କାନ୍ଥରେ ଆଉ ଜାଗା ନାହିଁ କି ଥାକ ଫାଙ୍କା ନାହିଁ.. କିନ୍ତୁ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରୁ ପୁରସ୍କାର, ସମ୍ମାନ ଆଉ ମାନପତ୍ର ଜିତି ଚାଲିଛି ଝିଅ.. ଆଉ ବାପାଙ୍କୁ ତାର ପରିଚୟ ଦେବାକୁ ପଡ଼ୁନି.. ଏବେ ଝିଅର ପରିଚୟରେ ପରିଚିତ ହେଉଛନ୍ତି ବାପା ମାଆ ଆଉ ପରିବାର ଲୋକେ..

idols of Gods and Goddesses
ଚାଲିଛି ଶେଷ ସ୍ପର୍ଶ.. ଜୀବନ୍ତ ଲାଗିବେ ମାଆ ତଅପୋଇ..

ଚକ୍ଷୁ ଲାଗି ପରେ ମାଆ ଜୀବନ୍ତ ଲାଗିବେ.. ଲାଗିବ ସବୁ ପରିଶ୍ରମ ସଫଳ ହେଇଗଲା..

Lord Jagannath
ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

Orphan girl turns parents for brother in Odisha’s Rairakhol
ବାପା-ମାଆ ଯିବା ପରେ...ବଡ଼ ଭାଇର ସାହାରା ପାଲଟିଛି ସାନ ଭଉଣୀ

ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ଼ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି...

  • Thursday, 31 August 2023
GPS
ଅପରାଧୀଙ୍କୁ ତ୍ରାହି ନାହିଁ, କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ ।

  • Thursday, 31 August 2023
  • GPS
Flight Service
ଭୁବନେଶ୍ୱରରୁ ଉତକେଲାକୁ ଉଡ଼ିଲା ବିମାନ,ପ୍ରଥମ ଯାତ୍ରୀ ଭାବେ ଗଲେ ମନ୍ତ୍ରୀ ଟୁକୁନି ସାହୁ

ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା ।

Crocodile attack
BREAKING : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ମଇଁଷି ଚରାଳିଙ୍କୁ ଟାଣିନେଲା

ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର

Video of English Professor selling momos goes viral
ମୋମୋ ଦୋକାନ କରିଛନ୍ତି, ଇଂରାଜୀରେ କଥା ହେଉଛନ୍ତି...

ପାଗଳ କରିଦେବ ମୋମୋ ଦୋକାନୀଙ୍କ ଇଂରାଜୀ । ରାସ୍ତାକଡ଼ରେ ଛୋଟିଆ ଦୋକାନ କରିଛନ୍ତି ହେଲେ ଇଂରାଜୀ ପୁରା ପ୍ରଫେସର ପରି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

  • Thursday, 31 August 2023
 Dolphin
ଚିଲିକାରେ ବିପଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍, ବୁଡ଼ି ଯିବ କି ବଂଶ ?

ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ ।

Drought
୧୧ ଜିଲ୍ଲାରେ ଆସନ୍ନ ମରୁଡ଼ି !

ଶ୍ରାବଣରେ ଚାଷୀ କାନ୍ଦୁଛି, ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଜମି ଫାଟି ଆଁ କରିଛି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିନ୍ତ..

Police Control Room, Bhubaneswar
ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିହେବାକୁ କମିଶନରଙ୍କ ଆହ୍ୱାନ, ଜାରି କଲେ ନମ୍ବର

ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

  • Wednesday, 30 August 2023
special story
ତଳି ଖାଇଦେବାରୁ ୪ଦିନ ହେଲା ଗାଈକୁ ବାନ୍ଧି ରଖିଛି ଚାଷୀ, ମାଆକୁ ନପାଇ ବିକଳ ବାଛୁରୀ

ନିର୍ଦ୍ଦୟ ମଣିଷ.. ଦୀର୍ଘ ୪ ଦିନ ହେଲା ଗାଈକୁ ବାନ୍ଧି ରଖିଛି ଚାଷୀ

tragic story
ସତରେ କ’ଣ ସରକାର ଅଛନ୍ତି ? ଆଖି ଓଦା କରୁଛି ତୁଳସୀଙ୍କ ଦୁର୍ଦ୍ଦଶାର କାହାଣୀ

ତୁଳସୀଙ୍କ ଭାଗ୍ୟରେ ଯେପରି ମହଣ ମହଣ ଦୁଃଖ...ନା ନିଜର ବୋଲି କେହି ଅଛନ୍ତି, ନା ରହିବାକୁ ଘର ଖଣ୍ଡେ ଅଛି..

Jayanta Mahapatra
ପଞ୍ଚଭୂତରେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସତ୍କାର

ଶେଷ ଇଚ୍ଛା ଅନୁଯାୟୀ ଖାନନଗର ମଶାଣିରେ ଶେଷକୃତ୍ୟ । ଜୟନ୍ତ ଯୁଗର ଅବସାନ ପରେ ଝୁରୁଛନ୍ତି ସାହିତ୍ୟ ପ୍ରେମୀ ।

  • Monday, 28 August 2023
Indian Railway
ରେଲୱେକୁ ଉନ୍ନତିକରଣ ଚିନ୍ତା, ଏପଟେ ଯାତ୍ରୀ ହଟହଟା

ଫାଇଦା ଉଠାଇ ଚଢ଼ା ଦର ନେଉଛନ୍ତି କ୍ୟାବ୍ ମାଲିକ । ରେଲୱେ କହିଲା ‘ଯାତ୍ରୀଙ୍କୁ ଦିଆଯାଉଛି ଆଗୁଆ ସୂଚନା’ ।

Jayanta Mahapatra
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ​ ଶେଷ ଇଚ୍ଛା କ’ଣ ଥିଲା ? ଜାଣନ୍ତୁ ...

ବିଦ୍ୟୁତ ଚୁଲାରେ ମୋ ମରଶରୀର ଦାହ କରିବ । ଜେ. ​ସରୋଜିନୀଙ୍କୁ ୨୦x୨୦ ଫୁଟ ଜମି ପ୍ରଦାନ। 'ସମସ୍ତ ଚିଠି ଓ ଅସଂପୂର୍ଣ୍ଣ ପାଣ୍ଡୁଲିପି’ ପୋତି ଦେବ ।

  • Monday, 28 August 2023
doctor
ଡାକ୍ତରଙ୍କ ମୁହଁରେ ଅଶ୍ଳୀଳ ଗାଳି, ଭାଷା ଅଭାଷା.. ମୁହଁକୁ ଯାହା ଆସିଲା କହିଦେଇ ଗଲେ

ତା ପୁଣି ଆଉ ଜଣେ ଡାକ୍ତରଙ୍କୁ, ରୋଗୀ ଓ ମହିଳାଙ୍କ ସାମ୍ନାରେ । ଡାକ୍ତରଙ୍କୁ ଆଉ ଜଣେ ଡାକ୍ତରଙ୍କ ଗାଳିଗୁଲଜ ଭିଡିଓ ଭାଇରାଲ୍ ।

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

no basic amenities
ଯୁଆଡେ ଚାହିଁବ ସିଆଡେ ଅନ୍ଧାର, ସଞ୍ଜ ନଇଁଲେ ଏଠି ଖେଳିଯାଏ ଆତଙ୍କ

ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।

student
ସ୍କୁଲ ମିଶ୍ରଣ ପରେ କଲବଲ ଛାତ୍ରଛାତ୍ରୀ : ପାଠ ପଢ଼ିବାକୁ ଜଙ୍ଗଲ ପାହାଡ଼ ଭିତରେ ବିପଦପୂର୍ଣ୍ଣ ଯାତ୍ରା

ପଦକ୍ଷେପ ତ ଦୂରର କଥା ପିଲାଙ୍କୁ ଦିଆଯାଉନି ଯାତାୟତ ଖର୍ଚ୍ଚ ।

Jayant kumar Scientist
ଜୟନ୍ତ କୁମାର ହାଲଦାର, ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ

ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

  • Sunday, 27 August 2023
  • ISRO