ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ଫିରିଙ୍ଗିଆ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, ଠିକାଦାର ଉପରେ ଦୋଷ ଲଦିଛନ୍ତି । ଠିକାଦାର ନିମ୍ନମାନର କାମ କରିଥିବା ମାନିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?
ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ ଜେମତି । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ...
ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।
ୟେ ଦୁଃଖ କି ଅବସାଦର କାନ୍ଦବୋବାଳି ନୁହେଁ.. ଏ ହେଉଛି ଖୁସିର ଲୁହ.. ଖୁସିରେ ଆତ୍ମହରା ହୋଇ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ ଆଉ ଝିଅ..ସମସ୍ତଙ୍କ ଆଖିରେ ଲୁହ.. କିନ୍ତୁ ସମସ୍ତେ ଭାରି ଖୁସି..ଗାଁ ଲୋକେ ବି ଭିଡ଼ ଜମାଇଛନ୍ତି..ରବୀନ୍ଦ୍ର ଗାଁକୁ ଫେରିଆସିଛନ୍ତି ବୋଲି ଗାଁରେ ଚହଳ ପଡ଼ିଛି..
ମୁଁ ଜାଣିଛି ମୋ ଭାଇ ଅଭିଯୁକ୍ତ..ଏବେ ସେ ଜେଲରେ ଅଛି.. ହେଲେ ଆଜି ପରା ରାକ୍ଷୀ ପୂର୍ଣ୍ଣିମା.. ମୁଁ କେମିତି ତା ହାତରେ ରାକ୍ଷୀ ନ ବାନ୍ଧି ରହିପାରିବି ! ଯିଏ ଯାହା କହୁ.. ଯିଏ ଯାହା ଭାବୁ ପଛେ ଆଜି ସମସ୍ତଙ୍କ ଭଳି ମୋ ଭାଇ ବି ରାକ୍ଷୀ ପିନ୍ଧିବ.. ମୋ ଭାଇର ହାତ ଖାଲି ରହିବନି..
ଝିଅର କୃତୀତ୍ୱର ସାକ୍ଷୀ ହୋଇ କାନ୍ଥ ସାରା ଝୁଲୁଛି ମାନପତ୍ର ଆଉ ମେଡାଲ୍.. ଘରେ ଧାଡ଼ି ଧାଡ଼ି କରି ଥୁଆ ହୋଇଛି ସମ୍ମାନ ଓ ପୁରସ୍କାର.. ଘର କାନ୍ଥରେ ଆଉ ଜାଗା ନାହିଁ କି ଥାକ ଫାଙ୍କା ନାହିଁ.. କିନ୍ତୁ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରୁ ପୁରସ୍କାର, ସମ୍ମାନ ଆଉ ମାନପତ୍ର ଜିତି ଚାଲିଛି ଝିଅ.. ଆଉ ବାପାଙ୍କୁ ତାର ପରିଚୟ ଦେବାକୁ ପଡ଼ୁନି.. ଏବେ ଝିଅର ପରିଚୟରେ ପରିଚିତ ହେଉଛନ୍ତି ବାପା ମାଆ ଆଉ ପରିବାର ଲୋକେ..
ଚକ୍ଷୁ ଲାଗି ପରେ ମାଆ ଜୀବନ୍ତ ଲାଗିବେ.. ଲାଗିବ ସବୁ ପରିଶ୍ରମ ସଫଳ ହେଇଗଲା..
ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ଼ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି...
ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ ।
ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା ।
ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର
ପାଗଳ କରିଦେବ ମୋମୋ ଦୋକାନୀଙ୍କ ଇଂରାଜୀ । ରାସ୍ତାକଡ଼ରେ ଛୋଟିଆ ଦୋକାନ କରିଛନ୍ତି ହେଲେ ଇଂରାଜୀ ପୁରା ପ୍ରଫେସର ପରି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ ।
ଶ୍ରାବଣରେ ଚାଷୀ କାନ୍ଦୁଛି, ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଜମି ଫାଟି ଆଁ କରିଛି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିନ୍ତ..
ସିସିଟିଭି ଗୁଡ଼ିକର ଲିଙ୍କ୍କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।
ନିର୍ଦ୍ଦୟ ମଣିଷ.. ଦୀର୍ଘ ୪ ଦିନ ହେଲା ଗାଈକୁ ବାନ୍ଧି ରଖିଛି ଚାଷୀ
ତୁଳସୀଙ୍କ ଭାଗ୍ୟରେ ଯେପରି ମହଣ ମହଣ ଦୁଃଖ...ନା ନିଜର ବୋଲି କେହି ଅଛନ୍ତି, ନା ରହିବାକୁ ଘର ଖଣ୍ଡେ ଅଛି..
ଶେଷ ଇଚ୍ଛା ଅନୁଯାୟୀ ଖାନନଗର ମଶାଣିରେ ଶେଷକୃତ୍ୟ । ଜୟନ୍ତ ଯୁଗର ଅବସାନ ପରେ ଝୁରୁଛନ୍ତି ସାହିତ୍ୟ ପ୍ରେମୀ ।
ଫାଇଦା ଉଠାଇ ଚଢ଼ା ଦର ନେଉଛନ୍ତି କ୍ୟାବ୍ ମାଲିକ । ରେଲୱେ କହିଲା ‘ଯାତ୍ରୀଙ୍କୁ ଦିଆଯାଉଛି ଆଗୁଆ ସୂଚନା’ ।
ବିଦ୍ୟୁତ ଚୁଲାରେ ମୋ ମରଶରୀର ଦାହ କରିବ । ଜେ. ସରୋଜିନୀଙ୍କୁ ୨୦x୨୦ ଫୁଟ ଜମି ପ୍ରଦାନ। 'ସମସ୍ତ ଚିଠି ଓ ଅସଂପୂର୍ଣ୍ଣ ପାଣ୍ଡୁଲିପି’ ପୋତି ଦେବ ।
ତା ପୁଣି ଆଉ ଜଣେ ଡାକ୍ତରଙ୍କୁ, ରୋଗୀ ଓ ମହିଳାଙ୍କ ସାମ୍ନାରେ । ଡାକ୍ତରଙ୍କୁ ଆଉ ଜଣେ ଡାକ୍ତରଙ୍କ ଗାଳିଗୁଲଜ ଭିଡିଓ ଭାଇରାଲ୍ ।
ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?