ମୁଁ ଜାଣିଛି ମୋ ଭାଇ ଅଭିଯୁକ୍ତ..ଏବେ ସେ ଜେଲରେ ଅଛି.. ହେଲେ ଆଜି ପରା ରାକ୍ଷୀ ପୂର୍ଣ୍ଣିମା.. ମୁଁ କେମିତି ତା ହାତରେ ରାକ୍ଷୀ ନ ବାନ୍ଧି ରହିପାରିବି ! ଯିଏ ଯାହା କହୁ.. ଯିଏ ଯାହା ଭାବୁ ପଛେ ଆଜି ସମସ୍ତଙ୍କ ଭଳି ମୋ ଭାଇ ବି ରାକ୍ଷୀ ପିନ୍ଧିବ.. ମୋ ଭାଇର ହାତ ଖାଲି ରହିବନି..
ଶୁଭ ଅଶୁଭ ଓ ମଙ୍ଗଳ ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ପାଳିତ ହୋଇଛି ରକ୍ଷାବନ୍ଧନ । ଭାଇ ହାତରେ ରେଷମ ଡୋରୀ ଟିଏ ବାନ୍ଧି ଭଉଣୀ ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଛି..
ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି ।
ଯେଉଁଠି ରହିଛି ଝଗଡା ଆଉ ଭଲପାଇବା, ସେଇ ହେଉଛି ଭାଇ-ଭଉଣୀର ନିଆରା ସମ୍ପର୍କ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ତେବେ ଆସନ୍ତୁ ଏମିତି ୮ଟି ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀଙ୍କ କାହାଣୀ।
ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...