• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rakhya Bandhan

Rakhsha Bandhan
ଜେଲ୍ ଝରକାରୁ ବାହାରିଲା ହାତ..

ମୁଁ ଜାଣିଛି ମୋ ଭାଇ ଅଭିଯୁକ୍ତ..ଏବେ ସେ ଜେଲରେ ଅଛି.. ହେଲେ ଆଜି ପରା ରାକ୍ଷୀ ପୂର୍ଣ୍ଣିମା.. ମୁଁ କେମିତି ତା ହାତରେ ରାକ୍ଷୀ ନ ବାନ୍ଧି ରହିପାରିବି ! ଯିଏ ଯାହା କହୁ.. ଯିଏ ଯାହା ଭାବୁ ପଛେ ଆଜି ସମସ୍ତଙ୍କ ଭଳି ମୋ ଭାଇ ବି ରାକ୍ଷୀ ପିନ୍ଧିବ.. ମୋ ଭାଇର ହାତ ଖାଲି ରହିବନି..

Rakhi Purnima
ତିଥି ଦ୍ୱନ୍ଦ୍ୱରେ ରକ୍ଷାବନ୍ଧନ ପାଳିତ

ଶୁଭ ଅଶୁଭ ଓ ମଙ୍ଗଳ ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ପାଳିତ ହୋଇଛି ରକ୍ଷାବନ୍ଧନ । ଭାଇ ହାତରେ ରେଷମ ଡୋରୀ ଟିଏ ବାନ୍ଧି ଭଉଣୀ ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଛି..

Rakhi Purnima
ଦ୍ୱନ୍ଦ୍ୱ ଭିତରେ ରାକ୍ଷୀ ସେଲିବ୍ରେସନ; ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ରେସମୀ ଡୋରି

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି ।

8 bollywood and ollywood movies based on brother-sister relationship
Raksha Bandhan 2023: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ

ଯେଉଁଠି ରହିଛି ଝଗଡା ଆଉ ଭଲପାଇବା, ସେଇ ହେଉଛି ଭାଇ-ଭଉଣୀର ନିଆରା ସମ୍ପର୍କ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ତେବେ ଆସନ୍ତୁ ଏମିତି ୮ଟି ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀଙ୍କ କାହାଣୀ।

ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ।
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...