Advertisment

୯ ବର୍ଷ ପରେ ଫେରିଲା ସ୍ୱାମୀ.. ଜିତିଲା ସ୍ତ୍ରୀର ବିଶ୍ୱାସ

ୟେ ଦୁଃଖ କି ଅବସାଦର କାନ୍ଦବୋବାଳି ନୁହେଁ.. ଏ ହେଉଛି ଖୁସିର ଲୁହ.. ଖୁସିରେ ଆତ୍ମହରା ହୋଇ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ ଆଉ ଝିଅ..ସମସ୍ତଙ୍କ ଆଖିରେ ଲୁହ.. କିନ୍ତୁ ସମସ୍ତେ ଭାରି ଖୁସି..ଗାଁ ଲୋକେ ବି ଭିଡ଼ ଜମାଇଛନ୍ତି..ରବୀନ୍ଦ୍ର ଗାଁକୁ ଫେରିଆସିଛନ୍ତି ବୋଲି ଗାଁରେ ଚହଳ ପଡ଼ିଛି..

author-image
Manoranjan Behera

Missing Man
Advertisment
Advertisment