• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aryan Khan Case

Nawab Malik Calls Aryan Khan\'s Case \'Matter Of Kidnapping And Ransom\'
‘ଅପହରଣ ଓ ବଟି ଆଦାୟ ପାଇଁ ଆର୍ୟନଙ୍କୁ ଟ୍ରାପ୍ କରାଗଲା’

ଆର୍ୟନ ଖାନ ମାମଲାରେ ପୁଣି ବିସ୍ଫୋରକ ତଥ୍ୟ ଦେଇ NCBର ବରିଷ୍ଠ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ସେ କହିଛନ୍ତି ଆର୍ୟନଙ୍କୁ ଅପହରଣ କରି ୨୫ କୋଟି ଟଙ୍କା ବଟି ଆଦାୟ ପାଇଁ ଚକ୍ରାନ୍ତ ହୋଇଥିଲା..

Nawab Malik
ନୱାବଙ୍କ ସାଂଘାତିକ ଅଭିଯୋଗ- ଆର୍ୟନ ଖାନ ମାମଲା ହେଉଛି ‘ଅପହରଣ’ ଓ ‘ବଟି ଆଦାୟ’

ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିଆ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍‌ ଥିଲେ ବୋଲି ଏନ୍‌ସିପି ନେତା ନଓ୍ୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।

Kiran Gosavi
ଆର୍ୟନ ଡ୍ରଗ୍ସ କେସ୍‌ର ସାକ୍ଷୀ କିରଣ ଗୋସାଭି ଗିରଫ୍

ଗୋସାଭିଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଛି ଏବଂ ସେଥିମଧ୍ୟରୁ ଗୋଟିଏରେ ପୋଲିସ ତାଙ୍କୁ ଖୋଜୁଥିଲା। ଗୋସାଭିଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କୁ ପୁଣେ ପୋଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି । ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ ନା ନାହିଁ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି ।